Browsing Category

Featured

ବିନା ଠୋସ୍ କାରଣରେ ସ୍ୱାମୀ ସହ ନରହିବା ଏକ ପ୍ରକାର ନିର୍ଯ୍ୟାତନା : ଫ୍ୟାମିଲି କୋର୍ଟ

ନୂଆଦିଲ୍ଲୀ: ଛାଡପତ୍ର ମାମଲାରେ ମଧ୍ୟପ୍ରଦେଶର ଫ୍ୟାମିଲି କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଅଦାଲତର ପ୍ରଧାନ ବିଚାରପତି କହିଛନ୍ତି ଯେ, କୌଣସି ବୈଧ କାରଣ ବିନା ସ୍ୱାମୀଙ୍କ ସହ ନ ରହିବା ତାଙ୍କୁ…

ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧରେ ମରିବେ ୨ ବିଲିୟନ ଲୋକ, କିନ୍ତୁ ଆମେରିକା ଋଷ ସଂଘର୍ଷ କଲେ ଧ୍ୱଂସ ହୋଇଯିବ ଅଧା ବିଶ୍ୱ:…

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯଦି ପରମାଣୁ ଯୁଦ୍ଧ ଆରମ୍ଭ ହୁଏ ଏହାର ପରିଣାମ କେତେ ଭୟାଭୟ ହେବ ଏହା ଚିନ୍ତା କରିବା ମୁସ୍କିଲ। ରାଉଟର ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ମୁତାବକ ଏପରି ଯଦି…

ଉତ୍ତେଜକ ଡ୍ରେସ୍ ପିନ୍ଧିଥିଲେ ହେବ ନାହିଁ ଯୌନ ଉତ୍ପୀଡନ କେସ୍, ଅଦାଲତଙ୍କ ଟିପ୍ପଣୀକୁ ନେଇ ବିଵାଦ

ତିରୁଅନନ୍ତପୁରମ: ଉତ୍ତର କେରଳର କୋଝିକୋଡ ଜିଲ୍ଲା ଅଦାଲତଙ୍କ ଯୌନ ଉତ୍ପୀଡନ ମାମଲାରେ ଦେଇଥିବା ଟିପ୍ପଣୀକୁ ନେଇ ବିତର୍କ ଆରମ୍ଭ ହୋଇ ଯାଇଛି। ଅଦାଲତ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରି କହିଛନ୍ତି, ଯଦି ମହିଳା…

କାଲିଠୁ ଲଗାତାର ୪ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ: ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଅଗଷ୍ଟ ମାସ ଆରମ୍ଭ ହୋଇସାରିଥିବା ବେଳେ ଚଳିତ ମାସରେ ବ୍ୟାଙ୍କଗୁଡିକ ଅଧିକ ଦିନ ପାଇଁ ବନ୍ଦ ରହିବ । ଏହି ମାସରେ ମୋଟ ୧୮ ଦିନ ବ୍ୟାଙ୍କଗୁଡିକ ବନ୍ଦ ରହିବ। କେବଳ ଏତିକି ନୁହେଁ ଅନେକ ଛୁଟିଦିନ ଲଗାତାର…

ପୁଣି ଥରେ ଅଶୋକ ଗେହଲଟ୍-ସଚିନ ପାଇଲଟଙ୍କ ମଧ୍ୟରେ କଳହ, ବିଜେପିକୁ ମିଳିଗଲା ସୁଯୋଗ

ଜୟପୁର: ଜାଲୋରରେ ଦଳିତ ଛାତ୍ରଙ୍କ ମୃତ୍ୟୁକୁ ନେଇ ରାଜସ୍ଥାନରେ ରାଜନୀତି ସରଗରମ ଚରମରେ ରହିଛି। କେବଳ ବିଜେପି ନୁହେଁ ବିଏସପି ପରି ବିରୋଧୀ ଦଳ ମଧ୍ୟ ଅଶୋକ ଗେହଲଟ ସରକାରଙ୍କୁ ଘେରିଛନ୍ତି। କେବଳ ଏତିକି ନୁହେଁ…

ଦିଲ୍ଲୀରେ ୧୧୦୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ମିଳିବ ସରକାରୀ ଘର, ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରହୁଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଶୀଘ୍ର ୨୫୦ ସରକାରୀ ବାସଗୃହକୁ ସ୍ଥାନାନ୍ତର କରାଯିବ। ଏହି ବାସଗୃହଗୁଡିକରେ ମୋଟ୍ ୧୧୦୦ ଶରଣାର୍ଥୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବ।…

ଏହି ୪ଟି ପରିସ୍ଥିତିରେ ଅଟକିଯିବ ଆପଣଙ୍କ ପିଏମ କିଷାନର ୧୨ତମ କିସ୍ତି! ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଚାଷୀଙ୍କ ଆୟ ବଢ଼ାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୧ତମ କିସ୍ତି ପଠାସରିଛି । ଏବେ ଚାଷୀମାନେ ୧୨ତମ କିସ୍ତିକୁ ଅପେକ୍ଷା କରିଛନ୍ତି । ପିଏମ କିଷାନର…

ମୁକ୍ତ ସ୍କିମ୍ ଉପରେ ରୋକ ଲଗାଯାଇ ପାରିବ ନାହିଁ, ଅନେକ ଥର ରାଜନୈତିକ ଦଳ ପ୍ରତିଶୃତି ଦେଇ ମଧ୍ୟ ଜିତିବାକୁ ଅସମର୍ଥ- ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜନୈତିକ ଦଳ ଗୁଡ଼ିକ ଘୋଷଣା କରୁଥିବା ମାଗଣା ଯୋଜାନ ଗୁଡ଼ିକୁ ବନ୍ଦ କରି ପାରିବୁ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ମୁଖ୍ୟ ବିଚାରପତି ଏନଭି. ରମଣାଙ୍କ ନେତୃତ୍ୱାଧିନ ବେଞ୍ଚ ବୁଧବାର ଏହା କହିଛନ୍ତି।…

ଏସିଆ କପକୁ କେବଳ IND vs PAK ମ୍ୟାଚ୍ ଭାବନ୍ତୁ ନାହିଁ, ରୋହିତ ଶର୍ମାଙ୍କୁ ଗାଙ୍ଗୁଲିଙ୍କ ବଡ ପରାମର୍ଶ

ନୂଆଦିଲ୍ଲୀ: ଏସିଆ କପ୍ ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ ଖେଳାଯିବ। ତେବେ ପୂରା ଦୁନିଆର ନଜର ଅଗଷ୍ଟ ୨୮ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ମୁକାବିଲା ଉପରେ…

ବନ୍ୟାଜଳକୁ ନେଇ SRCଙ୍କ ବଡ଼ ସୂଚନା: ଲଘୁଚାପକୁ ନେଇ ୩ ଜିଲ୍ଲାକୁ କଲେ ସତର୍କ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ତଳିଆ ଅଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆଉ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସି କହିଛନ୍ତି । ବନ୍ୟା ସ୍ଥିତିକୁ…