Browsing Category
Featured
ସ୍ମୃତି ଇରାନୀ ହେଲେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ, ସିନ୍ଧିଆଙ୍କୁ ମିଳିଲା ଷ୍ଟିଲ ମନ୍ତ୍ରଣାଳୟ ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ପଦରୁ ମୁଖତାର ଆବାସ ନକଭୀ ଓ ଷ୍ଟିଲ ମନ୍ତ୍ରୀ ପଦରୁ ଆରସିପି ସିଂହ ଇସ୍ତଫା ଦେଇଥିଲେ । ତେବେ ନକଭୀଙ୍କ ସ୍ଥାନରେ କେନ୍ଦ୍ର ମହିଳା ଓ ବିକାଶ…
ମୋଦୀ କ୍ୟାବିନେଟରୁ ଇସ୍ତଫା ଦେଲେ ଷ୍ଟିଲ ମନ୍ତ୍ରୀ ଆରସିପି ସିଂହ
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ଷ୍ଟିଲ ମନ୍ତ୍ରୀ ଆରସିପି ସିଂହ । ତାଙ୍କ ପୂର୍ବରୁ ଆଜି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭୀ ଇସ୍ତଫା ଦେଇଥିଲେ । ରାଜ୍ୟସଭା ସାଂସଦ ଭାବେ…
ପୁଣି ଏକ ବଡ଼ ଡିଲ୍ କଲେ ମୁକେଶ ଅମ୍ବାନୀ: ଏଣିକି Reliance ଷ୍ଟୋରରେ ମିଳିବ ‘GAP’ ପ୍ରଡକ୍ଟସ୍
ନୂଆଦିଲ୍ଲୀ: ରିଲାଏନ୍ସ ଇଷ୍ଟଷ୍ଟ୍ରିଜ୍ ଲିମିଟେଡ (ରିଲ)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଏକ ବଡ଼ ଡିଲ୍ କରିଛନ୍ତି । ଆମେରିକାର ପ୍ରତିଷ୍ଠିତ ଫ୍ୟାଶନ ବ୍ରାଣ୍ଡ ଗ୍ୟାପ୍ ଇଙ୍କ ସହ ମୁକେଶ ବୁଝାମଣା କରିଛନ୍ତି । ମୁକେଶଙ୍କ…
ଚୁଟକିରେ ହେବ ତତ୍କାଳ ଟ୍ରେନ୍ ଟିକେଟ୍, ଏମିତି କରିପାରିବେ ବୁକିଂ
ଅନେକ ସମୟରେ ଯାତ୍ରାର ଠିକ୍ ପୂର୍ବରୁ ଟ୍ରେନ୍ ଟିକେଟ୍ କରିବାକୁ ପଡ଼ିଥାଏ, ଆଉ ଯଦି ଟିକେଟ ଉପଲବ୍ଧ ନଥାଏ ତେବେ କନଫର୍ମ ଟିକେଟ୍ ପାଇଁ ତତ୍କାଳ ସବୁଠୁ ଭଲ ବିକଳ୍ପ । ଯାତ୍ରାର ଠିକ୍ ଗୋଟିଏ ଦିନ ପୂର୍ବରୁ ଟିକେଟ ବୁକ୍…
ପିଟି ଉଷାଙ୍କ ସହ ଆଉ ଏହି ୩ ମହାନ୍ ବ୍ୟକ୍ତିତ୍ୱ ମଧ୍ୟ ହୋଇଛନ୍ତି ରାଜସଭା ପାଇଁ ମନୋନୀତ
ନୂଆଦିଲ୍ଲୀ: ଭାରତର ଦୌଡ଼ରାଣୀ ପିଟି ଉଷାଙ୍କ ସହ ୩ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି । ବୁଧବାର ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ପ୍ରଧାନମନ୍ତ୍ରୀ…
ଅତିବାଇଗଣୀ ରଶ୍ମୀକୁ ବ୍ୟବହାର କରି ପ୍ଲାଷ୍ଟିକକୁ ନଷ୍ଟ କରିବା ସମ୍ଭବ, ବୈଜ୍ଞାନିକଙ୍କ ନୂଆ ରିସର୍ଚ୍ଚ ତଥ୍ୟ
ନୂଆଦିଲ୍ଲୀ: ଆଜିର ସମୟରେ ପ୍ଲାଷ୍ଟିକର ବ୍ୟବହାର ଆଉ ପରିବେଶ ସୁରକ୍ଷା ବିଶ୍ୱ ଆଗରେ ମୁଖ୍ୟ ପ୍ରସଙ୍ଗ ଭାବେ ଠିଆ ହୋଇଛି । ପ୍ଲାଷ୍ଟିକର ବିକଳ୍ପ ବାହାର କରିବା ପାଇଁ ବିଶ୍ୱସ୍ତରରେ ବୈଜ୍ଞାନିକମାନେ ଗବେଷଣା ଜାରି…
ପର ପାଇଁ ଆମେ ନିଜ ଜୀବନକୁ କାହିଁକି ନଷ୍ଟ କରିବା, ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ପିତାମାତାଙ୍କ କଥା ଥରେ ଭାବନ୍ତୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): “ମୁଁ ଗୋଟିଏ ମଣିଷ । ଈଶ୍ୱର ମୋତେ ଜନ୍ମ ଦେଇଛନ୍ତି । ମୁଁ ଅମୃତ ଦୀପ୍ତିର ସନ୍ତାନ । ମୋର ଜନ୍ମଦାତ୍ରୀଙ୍କ ପାଖରେ ମୁଁ ସାତଜନ୍ମ ପାଇଁ ଋଣୀ । ମୁଁ ଏତେ ଭାଗ୍ୟବାନ ଯେ ଏ ପବିତ୍ର…
ରାଜ୍ୟସଭା ପାଇଁ ମନୋନୀତ ହେଲେ ପିଟି ଉଷା, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଳୀ: ଦେଶର ମହାନ୍ ଆଥଲିଟ୍ ପିଟି ଉଷା ରାଜ୍ୟସଭା ପାଇଁ ମନୋନୀତ ହୋଇଛନ୍ତି । ପିଟି ଉଷାଙ୍କ ସହ ଫିଲ୍ମ କମ୍ପୋଜର ଏବଂ ସଙ୍ଗୀତକାର ଇଲେୟାରାଜା, ବିରେନ୍ଦ୍ର ହେଗଡ଼େ ଏବଂ ବି ବିଜୟେନ୍ଦ୍ର ପ୍ରସାଦଙ୍କୁ ମଧ୍ୟ…
ଅଢ଼େଇ ବର୍ଷ ପରେ ସର୍ବନିମ୍ନ ସ୍ତରକୁ ଖସିଲା ତମ୍ବାର ଦାମ୍: ଲୁହା ଓ ଷ୍ଟିଲର ମୂଲ୍ୟରେ ମଧ୍ୟ ଘଟିଲା ହ୍ରାସ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ଦୁନିଆରେ ବିଭିନ୍ନ ପ୍ରକାର ଧାତୁର ମୂଲ୍ୟ କମିବାରେ ଲାଗିଛି । ପୂର୍ବରୁ ଲୁହା ଓ ଷ୍ଟିଲର ଦର କମିଥିବା ଥିବା ବେଳେ ଏବେ ତମ୍ବାର ଦାମ୍ ହ୍ରାସ ପାଇଛି । ବିଶ୍ୱରେ ସୁଧ ହାର ବୃଦ୍ଧି,…
୩୧୧ କୋଟି ଜିଏସଟି ଠକେଇ ଅଭିଯୋଗରେ ୫ ବ୍ୟବସାୟୀ ଗିରଫ
ରାଉରକେଲା: ରାଜ୍ୟରେ ବଡ଼ ଧରଣର ଜିଏସଟି ଠକେଇ ଅଭିଯୋଗରେ ୫ ବ୍ୟବସାୟୀଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଣ୍ଟ ଟିମ୍ । ଏହି ୫ ବ୍ୟବସାୟୀଙ୍କ ବିରୋଧରେ ପ୍ରାୟ ୩୧୧ କୋଟି ଟଙ୍କାର ଜିଏସଟି ଠକେଇ ହୋଇଥିବା ନେଇ ଅଭିଯୋଗ…