Browsing Category
Featured
କେବିକେରେ ହେବନି କୃଷି ବିଶ୍ୱବିଦ୍ୟାଳୟ: ସରକାରଙ୍କ ପକ୍ଷରୁ ହୋଇନି ଘୋଷଣା
ଭୁବନେଶ୍ୱର: କେବିକେ ଅଞ୍ଚଳରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ଉପରେ ରୋକ । ସରକାରଙ୍କ ପକ୍ଷରୁ ଘୋଷଣା ନ ହେବା ପର୍ଯ୍ୟନ୍ତ କେବିକେରେ ହୋଇ ପାରିବନି କୃଷି ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ ସ୍ଥାପନା ନେଇ ସରକାରଙ୍କ…
(Video) କିନ୍ନରଙ୍କ ଅଭିଯୋଗ ପରେ ଜବାବ ଦେଲେ ମୀରା ପରିଡ଼ା: ଟ୍ରାନ୍ସଜେଣ୍ଡରକୁ ନେଇ କହିଲେ ଏପରି
ଭୁବନେଶ୍ୱର: କିନ୍ନର ସଙ୍ଘର ସଭାପତି ମୀରା ପରିଡା ଏବଂ ତାଙ୍କ ସହୋଯୋଗୀଙ୍କ ନାଁରେ ହୋଇଛି ସାଙ୍ଘାତିକ ଅଭିଯୋଗ । ଗତ ତିନିଦିନ ହେବ ମୀରା ପରିଡ଼ା ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ରାଜରାସ୍ତାରେ…
ମା କାଳୀଙ୍କ ପୋଷ୍ଟର ବିବାଦ: ଟିଏମସି ଟୁଇଟରକୁ ଅନଫୋଲ କଲେ ମହୁଆ ମୋଇତ୍ରା, ପାର୍ଟିଠୁ ଦୂରେଇଲେ
କୋଲକାତା: ଦେବୀ କାଳୀଙ୍କ ପ୍ରତି ଦେଇଥିବା ବୟାନକୁ ନେଇ ଜାରି ବିବାଦ ମଧ୍ୟରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଦଳଠୁ ଦୂରେଇବାରେ ଲାଗିଛନ୍ତି। ବୁଧବାର ସେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଟିଏମସିକୁ…
(Video) ଅମରନାଥ ଯାତ୍ରାରେ ବିପଜ୍ଜନକ ଭାବେ ଲ୍ୟାଣ୍ଡିଂ କଲା ହେଲିକପ୍ଟର: ଯାଞ୍ଚ ପାଇଁ DGCAଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅମରନାଥ ଯାତ୍ରା ବାଟରେ ଯାଉଥିବା ଏକ ହେଲିକପ୍ଟରର ଲ୍ୟାଣ୍ଡିଂ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ହେଲିକପ୍ଟରଟି ବିପଜ୍ଜନକ ଭାବରେ ଲ୍ୟାଣ୍ଡିଂ କରୁଥିବା ଦେଖିବାକୁ…
ପ୍ରାଣ ହରାଇଲା ଆଉ ଏକ ଦନ୍ତା ହାତୀ: ବାରହା ଜାଲରେ ଫସି ହାତୀର ମୃତ୍ୟୁ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ ଆଉ ଏକ ହାତୀ ମୃତ୍ୟୁ ଘଟଣା ସାମନାକୁ ଆସିଛି । ସ୍ତାନୀୟ ଅସରଡା ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହେବା ନେଇ ସୂଚନା ମିଳିଛି । ବରହା ଶିକାର ପାଇଁ ବିଛାଯାଇଥିବା…
ମା’କୁ ହତ୍ୟା କଲା କୁଳାଙ୍ଗାର ପୁଅ: ଧାରୁଆ ଅସ୍ତ୍ରରେ ଜନ୍ମଦାତ୍ରୀକୁ ଦେଲା ମୃତ୍ୟୁଦଣ୍ଡ
କଟକ: ମା' ଜନ୍ମଦାତ୍ରୀ । କେତେ କଷ୍ଟ ସହି ସନ୍ତାନକୁ ପୃଥିବୀକୁ ଆଣିଥାଏ ଗୋଟିଏ ମା' । କିନ୍ତୁ ଅନେକ ସମୟରେ ଏହି ସନ୍ତାନମାନେ ମା'ର ତ୍ୟାଗକୁ ଭୁଲିଯାଆନ୍ତି । ଭୁଲିଯାଆନ୍ତି ମା'ର ସ୍ନେହ ଆଉ ଭଲ ପାଇବା । ଫଳରେ ଅନେକ…
ଜଗନ୍ନାଥଙ୍କ ଅଦ୍ଭୁତ ଲୀଳା! ନନ୍ଦିଘୋଷ ରଥ ଛାଡ଼ି ସବୁଆଡ଼େ ହେଲା ବର୍ଷା, ଦେଖନ୍ତୁ Video
ପୁରୀ(ଓଡ଼ିଶା ଭାସ୍କର): ଆଡ଼ପ ମଣ୍ଡପ ବିଜେ ଦିନ ନନ୍ଦିଘୋଷ ଛାଡ଼ି ଚାରିଆଡ଼େ ବର୍ଷା ହେଲା । ବିନା ବର୍ଷାରେ ରଥରୁ ଓହ୍ଲାଇଲେ ମହାପ୍ରଭୁ । ସବୁଆଡ଼େ ବର୍ଷା ହେଲା ହେଲେ ନନ୍ଦିଘୋଷରେ ବର୍ଷା ହେଲା ନାହିଁ । ରଥ ଉପରେ ପହଣ୍ଡି…
ରାଜଧାନୀରେ ପୁଣି ରାଗିଂ: ମଦ ପିଇବାକୁ ଟଙ୍କା ନ ଦେବାରୁ ମାରିଥିଲେ ନିର୍ଧୂମ ମାଡ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢିବାରେ ଲାଗିଛି ରାଗିଂ । ୪ ଦିନ ତଳେ ରାଗିଂ ଯୋଗୁଁ ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା କରିଥିବା ବେଳେ ଏବେ ଖଣ୍ଡଗିରି ଥାନାରୁ ଆସିଛି ସମାନ ଅଭିଯୋଗ । ଜଣେ…
ଭାରତୀୟ ଟିମକୁ ଡବଲ ଝଟକା: ଟେଷ୍ଟ ହାରିବା ପରେ WTC ତାଲିକାରେ ବି କ୍ଷତି
ନୂଆଦିଲ୍ଲୀ: ଭାରତୀୟ ଟିମକୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ହାରିବା ପଡିଛି ମହଙ୍ଗା । ମ୍ୟାଚ ହାରିବା ପରେ ଆଉ ଏକ ସ୍ଥାନରେ ଦଳକୁ ଜୋରଦାର ଝଟକା ସହିବାକୁ ପଡିଛି । ଆଇସିସିର ବିଶ୍ୱ ଟେଷ୍ଟ ଚମ୍ପିଆନସିପ ୨୦୨୧-୨୩ ର…
ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଛନ୍ତି MCA ଛାତ୍ରୀ ଆଶ୍ରିତା: ପ୍ରାଥମିକ ତଦନ୍ତରୁ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରର ଆଚାର୍ଯ୍ୟବିହାରରେ ଏମସିଏ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ୍ । ପ୍ରେମ ବ୍ୟାପାରକୁ ନେଇ ଆଶ୍ରିତା ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା…