Browsing Category

Featured

ଦୁଲର୍ଭ ସ୍ଥିତି କାରଣରୁ ‘ସ୍ଥାୟୀ ହସ’ ସହ ଜନ୍ମ ହେଲା ଶିଶୁ

ଶିଶୁ ଜନ୍ମ ହେବା ମାତ୍ରେ କାନ୍ଦି ଥାଏ ଏହାତ ସମସ୍ତେ ଜାଣନ୍ତି । କିନ୍ତୁ ଅଷ୍ଟ୍ରେଲିଆର ଏକ ପରିବାରରେ ସ୍ଥାୟୀ ହସ ସହ ଜନ୍ମ ହୋଇଛି ଏକ ଶିଶୁ । ବିରଳ ସ୍ଥାୟୀ ହସ ସହ ଶିଶୁଟିର ଜନ୍ମକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର…

ଏ ସେହି ବିରାଟ କୋହଲି ନୁହନ୍ତି, ଯାହାକୁ ଆମେ ଜାଣିଛୁ: ବୀରେନ୍ଦ୍ର ସେହ୍ଵାଗ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଆଇପିଏଲର ଚଳିତ ସଂସ୍କରଣ ବହୁତ ନିରାଶଜନକ ରହିଛି। ଆଇପିଏଲ ୨୦୨୨ରେ ଖେଳିଥିବା ୧୬ ମ୍ୟାଚରୁ କୋହଲି ୨୨.୭୩ ହାରରେ ମାତ୍ର…

ବିଧାୟକଙ୍କ ପାଇଁ ନିର୍ମାଣ ହେବାକୁ ଥିବା ବହୁ ମହଲା କୋଠା ପାଇଁ ରାଜଧାନୀରେ କଟାହେଲା ଶହ ଶହ ଗଛ

ଭୁବନେଶ୍ୱର: ରାଜଧାନୀରେ ନିର୍ମିତ ହେବାକୁ ଯାଉଥିବା ବହୁତଳ ବିଧାୟକ କୋଠା ପାଇଁ ବଳି ପଡିଛି ଶହେରୁ ଅଧିକ ବିଶାଳ ଆମ୍ବ ଏବଂ ବର ଗଛ। ରବିନ୍ଦ୍ର ମଣ୍ଡପଠାରୁ ଆରମ୍ଭ କରି କମିଶନରେଟ ପୋଲିସ ଅଫିସ ପର୍ଯ୍ୟନ୍ତ ଏବେ ଏହି…

ରାଜ୍ୟସଭା ନିର୍ବାଚନ: ୫୭ ସିଟ୍ ଉପରେ ନଜର, ବିଜେପି-କଂଗ୍ରେସକୁ ମିଳିବ କେତେ ସିଟ୍, ଜାଣନ୍ତୁ ପ୍ରତି ରାଜ୍ୟର ହିସାବ-ନିକାସ

ନୂଆଦିଲ୍ଲୀ: ରାଜ୍ୟସଭାର ୫୭ ସିଟ୍ ଉପରେ ଜୁନ ୧୦ରେ ନିର୍ବାଚନ ହେବାକୁ ଯାଉଛି। ମେ ୩୧ ହେଉଛି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ। ଶାସକ ଭାରତୀୟ ଜନତା ପାର୍ଟିର ୨୫ ସାଂସଦଙ୍କ କାର‌୍ୟ୍ୟକାଳ ସରୁଛି। ଏଥିରୁ…

ପଞ୍ଜାବରେ ୪୨୪ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କଲେ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ

ଚଣ୍ଡିଗଡ: ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନଙ୍କ ନେତୃତ୍ଵାଧୀନ ପଞ୍ଜାବ ସରକାର ରାଜ୍ୟରେ ୪୨୪ ଭିଆଇପି ଲୋକଙ୍କ ସୁରକ୍ଷା ପ୍ରତ୍ୟାହାର କରି ନେଇଛନ୍ତି। ଯେଉଁ ଲୋକଙ୍କ ସୁରକ୍ଷା ହଟାଇ ଦିଆଯାଇଛି ସେମାନଙ୍କ ମଧ୍ୟରେ…

ପୁରୀ ଗୁଳିକାଣ୍ଡରେ ପୋଲିସକୁ ବଡ଼ ସଫଳତା: ୪ ବନ୍ଧୁକ ଜବତ, ୭ ଗିରଫ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଗୁଳିକାଣ୍ଡ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା । ପୁରୀ ଗୁଳିକାଣ୍ଡ ମାମଲାକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପୁରୀ ଏସପି । ସେ କହିଛନ୍ତି ଯେ,…

ବଦଳିବ ସେନାରେ ନିଯୁକ୍ତିର ନିୟମ, ୪ ବର୍ଷର ଚାକିରି ପରେ ବାହାର ହେବେ ସବୁ ସୈନିକ

ନୂଆଦିଲ୍ଲୀ: ଟୁର ଅଫ ଯୋଜନା ଅନ୍ତର୍ଗତ ଦେଶର ତିନି ସେନାର ନିଯୁକ୍ତି ପ୍ରଣାଳୀ ବଦଳିବ। ନିଯୁକ୍ତିରେ ଆମୂଳ ଚୁଳ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ଅନୁଯାୟୀ ନିଯୁକ୍ତ ହୋଇଥିବା ସୈନିକଙ୍କ ମଧ୍ୟରୁ ୧୦୦…

ବଡ଼ ଖବର: ଜୁନ୍ ୨ରୁ ଆରମ୍ଭ ହେବ +୨ ମୂଲ୍ୟାୟନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜୁନ୍ ୨ରୁ ଆରମ୍ଭ ହେବାକୁ ଯାଉଛି +୨ ମୂଲ୍ୟାୟନ । ୬୪ ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍ ଜରିଆରେ ହେବ ମୂଲ୍ୟାୟନ । ସୂଚନା ମୁତାବକ, ୬୪ଟି କେନ୍ଦ୍ରରେ ଅଫଲାଇନ୍ ଓ ୩୭ଟି କେନ୍ଦ୍ରରେ…

ପେଡ୍ ପିରିୟଡ୍ ଲିଭ୍ ଦାବି କଲେ ସମ୍ବଲପୁର ଝିଅ, କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଅନ୍‌ଲାଇନ୍‌ରେ ଅନୁରୋଧ

ସମ୍ବଲପୁର: ଋତୁସ୍ରାବ ସମୟରେ କର୍ମଜୀବୀ ମହିଳା ଅସ୍ବସ୍ତି ଅନୁଭବ କରିଥାନ୍ତି ଏଥୁରୁ ଆଶ୍ବସ୍ତି ପାଇବା ପାଇଁ ସମ୍ବଲପୁର ଏନ୍‌ଗୁହା ଲାଇନର ଝିଅ ରଞ୍ଜିତା ପ୍ରିୟଦର୍ଶିନୀ ଆଗେଇ ଆସିଛନ୍ତି । ସେ ପେଡ୍ ପିରିୟଡ ଲିଭ୍ ପାଇଁ…

୧୬ ଓ ୧୯ ମେ’ରେ ଚାଲିବାକୁ ଥିବା ୧୦୫୦ ଟ୍ରେନ୍ ବାତିଲ: ଏଠାରେ ଚେକ୍ କରନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ପ୍ରତିଦିନ ଦେଶର ଲକ୍ଷାଧିକ ଯାତ୍ରୀ ଟ୍ରେନ ସେବାର ଲାଭ ଉଠାଇ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି । ଏପରି ପରିସ୍ଥିତିରେ ରେଳବାଇ ଦେଶର ଲାଇଫଲାଇନ୍ ଭାବେ ଗଣନା କରାଯାଉଛି । ଏପରି କ୍ଷେତ୍ରରେ ଯଦି ଆପଣ ବି…