Browsing Category
Featured
ଦୁର୍ବଳ ସାଜିଲା ଦିଲ୍ଲୀ: ପୃଥ୍ୱୀ ଶ’ଙ୍କ ଅର୍ଦ୍ଧଶତକ ବଳରେ ରାହୁଲଙ୍କ ଆଗରେ ଦେଲା ମାତ୍ର ୧୫୦ ରନର ଲକ୍ଷ୍ୟ
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ରାହୁଲଙ୍କ ଦଳକୁ ମିଳିଛି ୧୫୦ ରନର ଟାର୍ଗେଟ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ରାହୁଲ ନିଜ ବୋଲରମାନଙ୍କ…
ପାକିସ୍ତାନ ସୁପ୍ରିମକୋର୍ଟ ଶୁଣାଇଲେ ବଡ଼ ନିଷ୍ପତ୍ତି: ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବେ ଇମ୍ରାନ ଖାନ୍
ପାକିସ୍ତାନରେ ଚାଲିଥିବା ରାଜନୀତିକ ସଙ୍କଟ ମଧ୍ୟରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଅନାସ୍ଥା ପ୍ରସ୍ତାବକୁ ଖାରଜକୁ ଅସମ୍ବିଧାନିକ ବୋଲି କହିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ଏହା ସହ ସୁପ୍ରିମକୋର୍ଟ…
ସାଙ୍ଘାଇରେ ବେକାବୁ କରୋନା: ଏକାଠି ଶୋଇବା, କିସ୍ କରିବା ଉପରେ ଲଗାଇଲେ ପ୍ରତିବନ୍ଧକ
ନୂଆଦିଲ୍ଲୀ: କରୋନା ଭାଇରସ ଚୀନର ପିଛା ଛାଡ଼ୁନାହିଁ । ପୁଣିଥରେ ଏଠାରେ କରୋନା ଲୋକଙ୍କ ଉପରେ ଭାରି ପଡ଼ିବାରେ ଲାଗିଛି । ହଜାର ହଜାର ସଂଖ୍ୟାରେ ଲୋକ ସଂକ୍ରମିତ ହେଉଛନ୍ତି । କରୋନାର ନୂଆ ଲହରରେ ସବୁଠୁ ଅଧିକ ସାଙ୍ଘାଇରେ…
ଭାରତ-ଋଷ ଭିତରେ ଆରମ୍ଭ ହେଲା କି ତିକ୍ତତା?: ଦୁଇ ଦେଶ ମଧ୍ୟରେ ବନ୍ଦ ହେଲା ଏହି ସେବା
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଏବେ ପୁତିନଙ୍କ ପାଇଁ ମୁଣ୍ଡ ଟେକିଛି ଆଉ ଏକ ଅସୁବିଧା । ଋଷ ବିରୁଦ୍ଧରେ ଏକ କଡା ପଦକ୍ଷେପ ନେଇଛି ଭାରତ । ଏବେଠୁ ଉଭୟ ଦେଶ ମଧ୍ୟରେ କୌଣସି ସିଧା ବିମାନ ସେବାକୁ ରଦ୍ଧ କରାଯାଇଛି…
ମାଗଣାରେ ଆଇପିଏଲ ଦେଖିବା ହେଲା ସହଜ , ଡାଉନଲୋଡ୍ କରନ୍ତୁ ଏହି ଆପ୍
ବର୍ତମାନ ପର୍ଯ୍ୟନ୍ତ ହଟଷ୍ଟାରରେ ଆପଣ ସବସ୍କ୍ରିପସନ ନେଇ ଆଇପିଏଲ ଦେଖୁଥିଲେ । ହେଲେ ଏବେ ଆଉ ଦେୟ ଦେଇ ଆଇପିଏଲ ଦେଖିବାକୁ ପଡିବନି । କାରଣ ବିନା ଦେୟରେ ଆଇପିଏଲର ମଜା ନେବା ପାଇଁ ନୂଆ ଆପ ଲଂଚ କରିଛି ଟାଟା ଗ୍ରୁପ ।…
ସହକାରୀ ଯନ୍ତ୍ରୀଙ୍କ ଘରୁ ଜବତ ହେଲା ୨ କୋଟି ନଗଦ: ଭିଜିଲାନ୍ସ ଇତିହାସରେ ରେକର୍ଡ
ସହକାରୀ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୨ କୋଟି ଟଙ୍କା । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ ଘରୁ ୨ କୋଟି ଟଙ୍କା ନଗଦ ଠାବ କରିଛି ଭିଜିଲାନ୍ସ । କାର୍ତ୍ତିକେଶ୍ୱରଙକ୍…
ସୁଧୁରୁନି ଶ୍ରୀଲଙ୍କା ସ୍ଥିତି, ପୁଣି ରାସ୍ତାକୁ ଓହ୍ଲାଇଲେ ଆନ୍ଦୋଳନକାରୀ: ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି
କଲୋମ୍ବୋ: ଶ୍ରୀଲଙ୍କାର ଆର୍ଥିକ ଏବଂ ରାଜନୀତିକ ସଙ୍କଟ ମଧ୍ୟରେ ହଜାର ହଜାର ପ୍ରଦର୍ଶନକାରୀ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି । ଗୁରୁବାର ପ୍ରଦର୍ଶନକାରୀମାନେ ମୁଖ୍ୟ…
ବଢୁଛି ପୁତିନଙ୍କ ଅଡୁଆ: ଯୁଦ୍ଧରୁ ବିଦ୍ରୋହକୁ ଓହରିଲେ ଋଷ ସୈନିକ, ରାଷ୍ଟ୍ରପତିଙ୍କ ବିରୋଧରେ ଆଣିଲେ ଏମିତି ଅଭିଯୋଗ
ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ଯେତେ ଦିନ ଗଡୁଛି, ସେତିକି ବଢୁଛି ଋଷ ରାଷ୍ଟ୍ରପତି ବ୍ଲାଦିମର ପୁତିନଙ୍କ ଅଡୁଆ । ପ୍ରଥମେ ପଡୋଶୀ ରାଷ୍ଟ୍ର ପୁଣି ଏବେ ନିଜ ଦେଶର ନାଗରିକ ମଧ୍ୟ ପୁତିନଙ୍କ ବିରୋଧରେ ଠିଆ ହୋଇଥିବା…
ଆନ୍ଧ୍ର ପ୍ରଦେଶର ୨୪ ମନ୍ତ୍ରୀ ଦେଲେ ଇସ୍ତଫା, ଜାଣନ୍ତୁ କ’ଣ ରହିଛି ଏହାର କାରଣ…
ଅମରାବତୀ: ଆନ୍ଧ୍ର ପ୍ରଦେଶ କ୍ୟାବିନେଟର ସମସ୍ତ ୨୪ ମନ୍ତ୍ରୀ ଏକାସାଙ୍ଗରେ ଇସ୍ତଫା ଦେଇଛନ୍ତି । ରାଜ୍ୟରେ ୨୦୨୪ ରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ ଏହି ବଡ଼ ପରିବର୍ତ୍ତନ କରାଯାଇଛି । ଗୁରୁବାର…
ଶ୍ରୀମନ୍ଦିରର ସୁରକ୍ଷା ପାଇଁ ବୈଠକ: ଏଣିକି ଲାଗୁ ହେବ ନୂଆ ଏସଓପି, ଜାଣନ୍ତୁ କଣ ହେବ ପରିବର୍ତ୍ତନ
ପୁରୀ: ଶ୍ରୀମନ୍ଦିର ରୋଷଘରର ଚୁଲି ଭାଙ୍ଗିବା ପରେ ଏବେ ପ୍ରାଶାସନର ନିଦ ଭାଙ୍ଗିଛି । ନୂଆ ଏସଓପି ଜାରି କରିବା ପାଇଁ ଚିନ୍ତା କରୁଛି ଶ୍ରୀମନ୍ଦିର ପ୍ରଶାସନ । ମନ୍ଦିରରେ ଏଭଳି ଏକ ବହ ଅଘଟଣ ପରେ ସୁରକ୍ଷା ବ୍ୟବସ୍ଥାକୁ…