Browsing Category
Featured
ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ପରିସରରେ ମହା ସମ୍ପ୍ରୋକ୍ଷଣମ୍ ନୀତି ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,…
ଟିଭି ଅଭିନେତ୍ରୀ ଅମରୀନ ଭଟ୍ଟଙ୍କୁ ହତ୍ୟା କରିଥିବା ୨ ଆତଙ୍କବାଦୀ ନିପାତ
ଶ୍ରୀନଗର: ଜମ୍ମୁ-କାଶ୍ମୀର ପୋଲିସ ହାତରେ ଟିଭି ଅଭିନେତ୍ରୀ ଅମରୀନ ଭଟ୍ଟଙ୍କ ହତ୍ୟାକାରୀ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଆଉ ୨୪ ଘଣ୍ଟା ମଧ୍ୟରେ ଏହି ଘଟଣାର ସମାଧାନ ହୋଇଛି । ଏଏନଆଇର ରିପୋର୍ଟ ଅନୂଯାୟୀ, ଟିଭି…
ରାଜ୍ୟସଭା ଉପନିର୍ବାଚନ: ବିଜେଡି କିଣିଲା ୧୨ ସେଟ୍ ଫର୍ମ, ୨ ତାରିଖରୁ ନାମାଙ୍କନ ଦାଖଲ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ପ୍ରଥମ ଦିନରେ ୧୪ ସେଟ୍ ଫର୍ମ ବିକ୍ରି ହୋଇଛି । ସେଥିମଧ୍ୟରୁ ୧୨ ସେଟ୍…
ରାଶିଫଳ(ଶୁକ୍ରବାର,୨୭ ମେ,୨୦୨୨)
ମେଷ - ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ ସମ୍ମାନ ବୃଦ୍ଧି ହେବ, ବ୍ୟବସାୟରେ ଲାଭ ବୃଦ୍ଧି ହେବ, ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ କର୍ମକ୍ଷେତ୍ରରେ ଅଭିବୃଦ୍ଧି ସୃଷ୍ଟି ହେବ, ଅତିପରିଚିତ ବା ନିଜ ଲୋକଠାରୁ ଧୋକା…
ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ସମଗ୍ର ରାଜ୍ୟରେ ତାପମାତ୍ରା ବଢିବା ସହ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି । ଆଗକୁ ମଧ୍ୟ ଗୁଳୁଗୁଳି ସହ ଆହୁରି ଗ୍ରୀଷ୍ମ ପ୍ରବାହ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…
ପିଠିରେ ପିଲା ହାତରେ ଝାଡ଼ୁ, ଏଭଳି କର୍ତ୍ତବ୍ୟ କରୁଛନ୍ତି ସଫେଇ କର୍ମଚାରୀ
ମା’ ଏହି ଶବ୍ଦ ଛୁଆ ପାଇଁ ସବୁକିଛି । ମା’ ଏହି ଶବ୍ଦରେ ଦୁନିଆ, ସେଥିପାଇଁ ତ’ କୁହାଯାଏ ମା’ ପରି କେହିନୁହେଁ । ଦଶମାସ ଦଶ ଦିନ ଗର୍ଭରେ ଧରି ମା’ ଜନ୍ମ ଦେଇଥାଏ ସନ୍ତାନକୁ । ଖାଲି ସେତିକି ନୁହେଁ ଛୁଆକୁ ପାଳିପୋଷି ବଡ଼…
ଉଲଗ୍ନ ଅବସ୍ଥାରେ ମନ୍ଦ ଉଦ୍ଦେଶ୍ୟ ରଖି ଘରେ ପଶିଲା ଯୁବକ
ଭଦ୍ରକ: ଭଦ୍ରକ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଅଧରାତିରେ ଉଲଗ୍ନ ଅବସ୍ଥାରେ ଅନ୍ୟ ଜଣଙ୍କ ଘରକୁ ପଶିଯାଇଛନ୍ତି ଜଣେ ଯୁବକ । ମନରେ ମନ୍ଦ ଉଦ୍ଦେଶ୍ୟ ରଖି ଘରେ ପଶିଥିବା ବେଳେ ଘଟିଗଲା କିଛି ଏମିତି ଘଟଣା,…
ସମୟ ପୂର୍ବରୁ ଷ୍ଟେସନରେ ପହଞ୍ଚିଗଲା ଟ୍ରେନ୍, ଖୁସିରେ ଯାତ୍ରୀ କଲେ ଏମିତି…
ଭାରତୀୟ ରେଳକୁ ଦେଶର ଲାଇଫଲାଇନ ବୋଲି କୁହାଯାଏ । ପ୍ରତିଦିନ ହଜାର ହଜାର ଯାତ୍ରୀ ଯାତ୍ରା କରିବା ପାଇଁ ଏହା ଉପରେ ନିର୍ଭର କରିଥାନ୍ତି । କିନ୍ତୁ କୁହାଯାଏ ଯେ ଟ୍ରେନ୍ କେବେ ଠିକ୍ ଟାଇମରେ ପହଞ୍ଚେନାହିଁ । କିନ୍ତୁ…
ଟିଭିରେ ଆଉ ଫେରିବନି ଦ କପିଲ ଶର୍ମା ଶୋ’?: ଜାଣନ୍ତୁ ପ୍ରକୃତ ଘଟଣା
ନୂଆଦିଲ୍ଲୀ: ଟେଲିଭିଜନରୁ ବିଦାୟ ନେଇ ସାରିଛି ଲୋକପ୍ରିୟ କମେଡି ପ୍ରୋଗ୍ରାମ ଦ କପିଲ ଶର୍ମା ଶୋ’ । କେବଳ ସେତିକି ନୁହେଁ ସମସ୍ତ ଷ୍ଟାର ଶୋ’ର ରାପ୍ଅପ୍ ଫଟୋ ସୋଶିଆଲ ମିଡିଆରେ ମଧ୍ୟ ପୋଷ୍ଟ କରି ସାରିଛନ୍ତି । ତେବେ…
ହିଜାବକୁ ନେଇ ମାଙ୍ଗାଲୋର ୟୁନିଭର୍ସିଟିରେ ଉତ୍ତେଜନା
କର୍ଣ୍ଣାଟକରେ ହିଜାବ ବିବାଦ ଥମିବାର ନାଁ ନେଉନାହିଁ । ମାଙ୍ଗାଲୋର ୟୁନିଭର୍ସିଟିରେ ଗୁରୁବାର ହିଜାବକୁ ନେଇ ଦିନସାରେ ଉତ୍ତେଜନା ପରିସ୍ଥିତି ଲାଗିରହିଥିଲା । ଅନେକ ଛାତ୍ର ଏହା କହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଯେ…