fbpx
Browsing Category

Featured

ସୁପ୍ରିମକୋର୍ଟରେ ପହଞ୍ଚିଲା ଧନବାଦରେ ଜଜଙ୍କ ମୃତ୍ୟୁ ମାମଲା, ଜାଣନ୍ତୁ କଣ କହିଲେ ସର୍ବୋଚ୍ଚ ନ୍ୟାୟାଳୟ

ଧନବାଦ: ଝାଡ଼ଖଣ୍ଡର ଧନବାଦ ଜିଲ୍ଲାରେ ମର୍ଣ୍ଣିଂୱାର୍କ ରେ ଯାଉଥିବା ସମୟରେ ଜଜ୍ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍, କୋର୍ଟକୁ କହିଛନ୍ତି ଯେ, ଏହି ମାମଲାର…

କଟକ ଓ ଭୁବନେଶ୍ୱର ହେବକି ସମ୍ପୂର୍ଣ୍ଣ ଅନଲକ୍? ଜାଣନ୍ତୁ DMETଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁସଂଖ୍ୟାରେ ରୋକ୍ ଲାଗିପାରୁନି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ କିଛିଟା ନିୟମ କୋହଳ କରାଯାଇଥିଲେ ବି ଆଉ କିଛି…

ଜାମ୍ମୁ କାଶ୍ମୀର, ଅମରନାଥ, ହିମାଚଳ ପ୍ରଦେଶରେ ଫାଟିଲା ବାଦଲ; ୧୬ ମୃତ

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର କିସ୍ତୱାଡ ଜିଲ୍ଲାରେ ପ୍ରକୃତିର ତାଣ୍ଡବ । ଏଠାରେ ବାଦଲ ଫାଟିବାରୁ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟାରେ ଅନେକ ଲୋକ ନିଖୋଜ୍ ହୋଇଯାଇଛନ୍ତି । ଖାଲି ସେତିକି…

ଆଜି ହେଉଛି ଅନ୍ତର୍ଜାତୀୟ ବାଘ ଦିବସ, ଜାଣନ୍ତୁ ଏହାର ଇତିହାସ

ନୂଆଦିଲ୍ଲୀ: ପ୍ରତିବର୍ଷ ୨୯ ଜୁଲାଇରେ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ବାଘ ଦିବସ ପାଳନ କରାଯାଉଛି । ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ବାଘଙ୍କୁ ସଂରକ୍ଷଣ କରିବା ଓ ସେମାନଙ୍କର ପ୍ରାକୃତିକ ବାସସ୍ଥାନକୁ ବଞ୍ଚାଇବା…

ପୁଣି ଫେରିଲା କଟକଣା, ଏହି ରାଜ୍ୟରେ ଘୋଷଣା ହେଲା ସମ୍ପୂର୍ଣ୍ଣ ଲକଡାଉନ୍

ଥିରୁବନନ୍ତପୁରମ୍: କେରଳରେ କିଛଇ ଦିନର ବ୍ୟବଧାନ ପରେ ପୁଣି ଲକଡାଉନ୍ ଫେରିଛି । ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାକୁ ଲାଗିଲାଣି । ମାମଲା ସଂଖ୍ୟା ବୃଦ୍ଧି ପାଉଥିବାରୁ କେରଳରେ ପୁଣି ସପ୍ତାହାନ୍ତରେ ସମ୍ପୂର୍ଣ୍ଣ…

ୱେଲମାର୍କ ଲୋ ପ୍ରଭାବରେ ଆସନ୍ତାକାଲି ଯାଏଁ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୱେଲମାର୍କ ଲୋ-ପ୍ରେସର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଯାଏଁ ରାଜ୍ୟର କେତେକ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।…

ଦେଶରେ ମୃତ୍ୟୁସଂଖ୍ୟା ୪,୨୨,୬୬୨କୁ ବୃଦ୍ଧି, ଜାଣନ୍ତୁ ଆଜି କେତେ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । କିଛିଦିନ ପୂର୍ବରୁ ପୁଣି କରୋନା କଡ଼ ଲେଉଟାଇବାକୁ ନେଇ ଚିନ୍ତା ବଢ଼ିଯାଇଥିଲା ।…

ମର୍ଣ୍ଣିଂୱାର୍କ ବେଳେ ଏଡିଜେଙ୍କୁ ହତ୍ୟା, ସାମ୍ନାକୁ ଆସିଲା ଭିଡିଓ

ଧନବାଦ: ଝାଡ଼ଖଣ୍ଡର ଧନବାଦରେ ମର୍ଣ୍ଣିଂୱାର୍କ ପାଇଁ ବାହାରିଥିବା ଜଜ୍ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇଛି । କିନ୍ତୁ ଏବେ ମୃତ୍ୟୁର ସିସିଟିଭ ଫୁଟେଜ ସାମ୍ନାକୁ ଆସିଛି, ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ଅଟୋଟି…

ଭାରତ ପାଇଁ ଖୁସିଖବର: ବକ୍ସିଂ କ୍ୱାର୍ଟରରେ ପହଞ୍ଚିଲେ ସତୀଶ କୁମାର

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ସପ୍ତମ ଦିନ ହୋଇଥିବା ଭାରତ ପାଇଁ ଆସିଛି ଅନେକ ଖୁସିଖବର । ବ୍ୟାଡମିଣ୍ଟନରେ ପି.ଭି ସିନ୍ଧୁ, ପୁରୁଷ ହକିର ଭାରତର ବିଜୟ ଓ ଆର୍ଚେରୀରେ ଅତନୁଙ୍କ ବିଜୟ ପରେ ବକ୍ସିଂ ସୁପର ହେଭି…

ଆର୍ଚେରୀରେ ଅତନୁ ବିଜୟୀ, ୟୁ-ଚେଙ୍ଗଙ୍କୁ ୬-୪ରେ ହରାଇଲେ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ସପ୍ତମ ଦିନ । ଆର୍ଚେରୀ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଅତନୁ ଦାସ । ବ୍ୟକ୍ତିଗତ ରିକର୍ଭ ରାଉଣ୍ଡ-୩୨ ଜିତିଛନ୍ତି ଅତନୁ । ସେ ଚାଇନିଜ ତାଇପେଇର ୟୁ-ଚେଙ୍ଗଙ୍କୁ ୬-୪ରେ…