fbpx
Browsing Category

Featured

ଟୋକିଓ ଫ୍ଲାଇଟ ମିସ୍ କଲେ ବିନେଶ ଫୋଗଟ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ରେସଲର ବିନେଶ ଫୋଗଟ ଟୋକିଓ ଫ୍ଲାଇଟ ମିସ୍ କରିଛନ୍ତି । ଟୋକିଓରେ ଭାରତର ସର୍ବଶ୍ରେଷ୍ଠ ପଦକ ଆଶା ରହିଥିବା ବିନେଶ ଫ୍ରାଙ୍କଫର୍ଟରୁ ଟୋକିଓ ନିମନ୍ତେ ଧରିବାକୁ ଥିବା ବିମାନ ମିସ କରିଛନ୍ତି ।…

ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲା: ଆକାଉଣ୍ଟ ଅଚଳ କଲା କ୍ରାଇମବ୍ରାଞ୍ଚ

ମୁମ୍ବାଇ: ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଜଡିତ ଥିବା ଏକ ଆକାଉଣ୍ଟକୁ ଅଚଳ କରିଛି ମୁମ୍ବାଇ ପୋଲିସ । ଅରବିନ୍ଦ ଶ୍ରୀବାସ୍ତବ ଆଲିଆସ ୟଶ ଠାକୁରଙ୍କ ନାମରେ ରହିଥିବା ଏହି ଆକାଉଣ୍ଟରେ ୬ କୋଟି ଟଙ୍କା ରହିଛି ।…

ଭାରତର ଆର୍ଥିକ ଅଭିବୃଦ୍ଧି ହାର ପୂର୍ବାନୁମାନକୁ ୩ ପ୍ରତିଶତ ହ୍ରାସ କଲା ଆଇଏମଏଫ

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଚଳିତ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ହାରର ପୂର୍ବାନୁମାନକୁ ୯.୫ ପ୍ରତିଶତକୁ ହ୍ରାସ କରିଛି । ଏହାପୂର୍ବରୁ ଏପ୍ରିଲରେ, ଆଇଏମ୍ଏଫ୍ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି…

ସିଙ୍ଗଡା ରେଟ ବଢ଼ିଗଲା ବୋଲି……. ଚରମ ପଦକ୍ଷେପ ନେଲା ଯୁବକ

ନୂଆଦିଲ୍ଲୀ: ଦେଶ ଗୋଟିଏ ପଟେ ଦରବୃଦ୍ଧିର ସମ୍ମୁଖୀନ ହେଉଥିବା ବେଳେ ମଧ୍ୟପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସିଙ୍ଗଡାର ଦାମ ବଢିଥିବା କାରଣରୁ ଯୁବକ ଜଣକ ଆତ୍ମହତ୍ୟା ପରି ଚରମ ପନ୍ଥା ଆପଣେଇଛନ୍ତି ।…

ରେଳବାଇର ବଡ଼ ଘୋଷଣା: ଏୟାରପୋର୍ଟ ଭଳି କରାଯିବ ଏହି ୫ ଷ୍ଟେସନ, ମିଳିବ ବିଶ୍ୱ ସ୍ତରୀୟ ସୁବିଧା

ନିକଟ ଅତୀତରେ ଭାରତୀୟ ରେଳ ଯାତ୍ରୀଙ୍କ ସୁବିଧା ସହିତ ରେଳ ଭିତ୍ତିଭୂମି ଉପରେ ବିଶେଷ ଗୁରୁତ୍ୱ ଦେଇଛି। ଦେଶର ଅନେକ ଷ୍ଟେସନକୁ ବିଶ୍ୱ ସ୍ତରୀୟ ସୁବିଧା ସହ ଉପଲବ୍ଧ କରାଯାଉଛି । କିଛି ସପ୍ତାହ ପୂର୍ବେ ପ୍ରଧାନମନ୍ତ୍ରୀ…

ସବୁ ପୋଲିସ ଷ୍ଟେସନରେ ଲଗାଯାଉ ସିସିଟିଭି: ରାଜ୍ୟମାନଙ୍କ ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟର ଗାଇଡ଼ଲାଇନ୍

ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ପୋଲିସ୍ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଗାଇଡଲାଇନ ଜାରିକରିଥିବା ନେଇ ମଙ୍ଗଳବାର ଗୃହ ମନ୍ତ୍ରଣାଳୟ ଲୋକସଭାକୁ ସୂଚିତ କରିଛନ୍ତି ।…

କେନ୍ଦ୍ରାପଡ଼ାରୁ ହଟିଲା ଧାରା ୧୪୪

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ଲାଗୁ କରାଯାଇଥିବା ଧାରା ୧୪୪କୁ ମଙ୍ଗଳବାର ହଟାଇ ଦିଆଯାଇଛି । ୨୪ ତାରିଖ ଦିନ ୧୧ରୁ ୩୦ ତାରିଖ ଦିନ ୧୧ଟା ଯାଏଁ ଧାରା ୧୪୪ ଲାଗୁ…

କର୍ଣ୍ଣାଟକକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ; ବୋମ୍ମାଇଙ୍କ ମୁଣ୍ଡରେ ସୁନାକଳସ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପିରେ ଦେଖା ଦେଇଥିବା ସଙ୍କଟର ଅବସାନ ଘଟିଛି । ମୁଖ୍ୟମନ୍ତ୍ରୀ ଭାବରେ ବାସଭରାଜ ବୋମ୍ମାଇଙ୍କ ନାମରେ ମୋହର ବାଜିଛି । ବି ଏସ୍ ୟେଦ୍ୟୁରପ୍ପାଙ୍କ ଉତ୍ତରାଧିକାରୀ ଭାବରେ ବୋମ୍ମାଇଙ୍କୁ ଚୟନ…

ବଦଳିବ କୋଣାର୍କର ରୂପରେଖ; ପ୍ରବେଶଦ୍ୱାରରୁ ହଟିବ ହସ୍ତଶିଳ୍ପ ଦୋକାନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କୋଣାର୍କ ସୂର୍ୟ୍ୟ ମନ୍ଦିର ସହ କୋଣାର୍କ ସହରର ହେବ ସୌନ୍ଦର୍ୟ୍ୟକରଣ। ସୂର୍ୟ୍ୟ ମନ୍ଦିର ପ୍ରବେଶ ଦ୍ବାରରେ ହସ୍ତଶିଳ୍ପ ବ୍ୟବସାୟୀ ଦୋକାନୀଙ୍କୁ ଜରୁରୀ କାଳିନ ଭିତ୍ତିରେ ସ୍ଥାନ ଯୋଗାଣ…

୭ଟି ରାଜ୍ୟରେ ୨୨ ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ: ଲବ୍ ଅଗ୍ରୱାଲ

ଦେଶର ସାତଟି ରାଜ୍ୟର ୨୨ ଟି ଜିଲ୍ଲାରେ କରୋନା ସଂକ୍ରମଣର ନୂତନ ମାମଲା ବୃଦ୍ଧି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ମଙ୍ଗଳବାର ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ କରୋନା ମାମଲାରେ ଏହି…