Browsing Category

Featured

କଶ୍ମୀର ଫାଇଲ୍ସ ଫ୍ରିରେ ଦେଖାଇବା ନାଁରେ ଲୋକଙ୍କୁ ଲୁଟ୍, ଆଲର୍ଟ କଲା ପୋଲିସ୍

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ କଶ୍ମୀର ଫାଇଲ୍ସ ସଂପ୍ରତି ଖୁବ୍ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମକୁ ଦେଖିବା ପାଇଁ ହଲରେ ଦର୍ଶକଙ୍କ ଖୁବ୍ ଗହଳି ଜମୁଛି। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମକୁ ଚାରିଆଡୁ…

ଆକ୍ସନ୍ ମୋଡ଼ରେ ରାଜ୍ୟ ସରକାର: ଆଉ ୬ ଜଣଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ନୀତିଗ୍ରସ୍ତ ଲୋକଙ୍କ ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ସରକାର ଆଉ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ୬ ଜଣଙ୍କ ମଧ୍ୟରେ ୩ ଜଣ ନିର୍ବାହୀ…

‘ଘୃଣା ସୃଷ୍ଟି କରି ନିର୍ବାଚନରେ ଦଖଲ ଦେଉଛନ୍ତି ଫେସବୁକ ଓ ଟୁଇଟର, ରୋକ୍ ଲଗାନ୍ତୁ ସରକାର’

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନିର୍ବାଚନରେ ଫେସବୁକ ପରି ସାମାଜିକ ଗଣମାଧ୍ୟମ କମ୍ପାନୀର ପ୍ରଭାବକୁ ସମାପ୍ତ କରିବା ପାଇଁ ଦାବି କରିଛନ୍ତି। ଲୋକସଭାରେ ସୋନିଆ ଗାନ୍ଧୀ କହିଛନ୍ତି,…

୨୩ରେ ବାଂଲାଦେଶ ଛୁଇଁବ ବାତ୍ୟା : ଓଡ଼ିଶାରେ ପକାଇବ କି ପ୍ରଭାବ? ଜାଣନ୍ତୁ କ’ଣ କହିଲେ IMD ଡିଜି

ଭୁବନେଶ୍ୱର: ଲଘୁଚାପ ଓ ସମ୍ଭାବ୍ୟ ବାତ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏମଡି ଡିଜି । ୨୩ ସନ୍ଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳ ଛୁଇଁବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ସେ…

ଆଗକୁ ଆସୁଛି IPL: ଦିଲ୍ଲୀ କ୍ୟାପିଟାଲସ୍ ବସ୍ ଉପରକୁ ହମଲା କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଚଳିତ ଆଇପିଏଲ-୨୦୨୨ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ଏକ ହିଂସାତ୍ମକ ଘଟଣା ଘଟିଛି । କିଛି ଦୁର୍ବୃତ୍ତ ଆଇପିଏଲ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲସର ବସ୍ ଉପରେ ହମଲା…

ଆଜିର ଦିନରେ କ୍ରିକେଟର ଭଗବାନ ସଚିନ ମାରିଥିଲେ ଶତକର ଶତକ , ତଥାପି ଭାଙ୍ଗିଥିଲା ୧୦୦ କୋଟି ଭାରତୀୟଙ୍କ ହୃଦୟ

ନୂଆଦିଲ୍ଲୀ: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ଆଜିର ଦିନଟି ବହୁତ ଖାସ୍ ରହିଛି। ଆଜି ଦିନରେ ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ଶତକର ଶତକ ପୂରଣ କରିଥିଲେ। ୧୦ ବର୍ଷ…

ଇସଲାମକୁ ନେଇ ୟୁଏନରେ ପାରିତ ହେଲା ପାକିସ୍ତାନର ପ୍ରସ୍ତାବ, ବିରୋଧ କଲେ ଭାରତ-ଫ୍ରାନ୍ସ

ନୂଆଦିଲ୍ଲୀ:  ଇସଲାମୋଫୋବିଆର ମୁକାବିଲା ପାଇଁ ମାର୍ଚ୍ଚ ୧୫ ତାରିଖକୁ ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରିବାକୁ ଆଗତ ପ୍ରସ୍ତାବ ମିଳିତ ଜାତିସଂଘ ମହାସଭାରେ ପାରିତ ହୋଇଛି। ଭାରତ ଅନ୍ତର୍ଜାତୀୟ ଇସଲାମୋଫୋବିଆ ଦିବସ…

ଦୁଇ ଦୃଷ୍ଟିହୀନ ଛାତ୍ରୀଙ୍କ ସନ୍ଧାନ ମିଳିଲା: ଉଦ୍ଧାର ପାଇଁ ୟୁପି ଗଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ଦୃଷ୍ଟିହୀନ ଛାତ୍ରୀଙ୍କ ସନ୍ଧାନ ମିଳିଛି । ଉତ୍ତରପ୍ରଦେଶର ମଥୁରା ଷ୍ଟେସନରୁ ଦୁହିଁଙ୍କୁ ରେଲୱେ ପୋଲିସ ଉଦ୍ଧାର କରିଛି । ତେବେ ଏନେଇ ଖବର…

ଦଳ ବିରୋଧୀ କାମ ପାଇଁ ବିଜେଡିରୁ ବାହାରିଲେ ୨ ନେତା: ସୁପ୍ରିମୋଙ୍କ ନିର୍ଦ୍ଦେଶ

ଅନୁଗୁଳ(ଓଡ଼ିଶା ଭାସ୍କର): ଦୁର୍ନୀତିଖୋର ଲୋକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାରି ମଧ୍ୟରେ ଅନୁଗୁଳ ଆଠମଲ୍ଲିକ ଏନଏସସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ବିଜେଡିରୁ…

ମହିଳା ବିଶ୍ୱକପ: ଭାରତକୁ ୪ ୱିକେଟରେ ପରାସ୍ତ କଲା ଇଂଲଣ୍ଡ

ନୂଆଦିଲ୍ଲୀ: ଆଜି ମହିଳା ବିଶ୍ୱକପ ଭାରତ ପାଇଁ ନିରାଶାଜନକ ରହିଛି । ଇଂଲଣ୍ଡ ବିପକ୍ଷରେ ଭାରତ ୪ ୱିକେଟରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୧୩୪ ରନରେ ଅଲଆଉଟ ହୋଇଯାଇଥିବା ବେଳେ ଇଂଲଣ୍ଡ ୩୧.୨ ଓଭରରେ ୬…