Browsing Category

Featured

ଘର ଭିତରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟ, ମୃତ୍ୟୁର କାରଣ ଖୋଜୁଛି ପୋଲିସ

ରାଜନଗର, (ଭାସ୍କର ନ୍ୟୁଜ୍‌) : ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତ ଭାଟପଡା ଗ୍ରାମର ମହେନ୍ଦ୍ର ସେଠୀଙ୍କ ଝିଅ ଯଶୋଦା ସେଠୀ(୧୫) ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗୁରୁବାର ମଧ୍ୟାହ୍ନ ସମୟରେ…

ରାଶିଫଳ(ଶୁକ୍ରବାର,୨୪ ଏପ୍ରିଲ,୨୦୨୨)

ମେଷ : କୌଣସି ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଆଜି ସମୟ ଅନୁକୂଳ ରହିବ । ଆଜି ସରକାରୀ ଲାଭ ମିଳିବାର ସଂଭାବନା ଅଛି । ବ୍ୟାପାର ଏବଂ ବ୍ୟବସାୟରେ ଲାଭ ହେବ । ବିଚାରରେ ଶୀଘ୍ର ପରିବର୍ତ୍ତନ ଆସିବ । ପରନ୍ତୁ…

ତାତିରୁ ମିଳିଲା ସାମାନ୍ୟ ତ୍ରାହି: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ସହ କାଳବୈଶାଖୀ ବର୍ଷା ସମ୍ଭାବନା, ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ…

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାତି ସାମାନ୍ୟ କମିଛି ।  ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ କାଳବୈଶାଖୀର…

ମୁମ୍ବାଇକୁ ଲାଗିଲା ସିଜନର ସପ୍ତମ ଝଟକା: ପୁରୁଣା ଅନ୍ଦାଜରେ ଆଉ ଏକ ମ୍ୟାଚ ଜିତାଇଲେ ମାହି

ମୁମ୍ବାଇ: ମୁମ୍ବାଇ-ଚେନ୍ନାଇ ବିପକ୍ଷ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ସିଏସକେ । ପୁଣିଥରେ ଏହି ମ୍ୟାଚରେ ଧୋନୀଙ୍କ ପିନିଶର ରୂପ ଦେଖିବାକୁ ମିଳିଛି ଶେଷ ଓଭରରେ ୧୭ ରନ ଆବଶ୍ୟ ଥିବା ବେଳେ ୫ ଟି ବଲରେ ଏହାକୁ…

ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କୁ ୧୦୦୦ ଟଙ୍କା ଜୋରିମାନା ଲଗାଇଲେ କୋର୍ଟ

ମହାରାଷ୍ଟ୍ର ଥାଣେର ଏକ କୋର୍ଟ ରାହୁଲ ଗାନ୍ଧିଙ୍କ ଉପରେ ଦାଖଲ ହୋଇଥିବା ମାନହାନୀ ମାମଲାକୁ ସ୍ଥଗିତ କରିବା ପାଇଁ କୋର୍ଟ ରାହୁଲଙ୍କ ବିରୋଧରେ ମାମଲା ଦାଖଲ କରିଥିବା ବ୍ୟକ୍ତିଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ…

ଚୋରି ହେବ ନାହିଁ ଏହି ସାଇକେଲ: ଥରେ ଚାର୍ଜ କଲେ ଚାଲିବ ୬୦ କିଲୋମିଟର

ଆସମର ଜଣେ ଯୁବକ ଏଭଳି ଏକ ସାଇକେଲ ତିଆରି କରିଛନ୍ତି ଯାହା କେବେବି ଚୋରି ହେବ ନାହିଁ । ଖାଲି ସେତିକି ନୁହେଁ ଏହି ଇ-ବାଇକକୁ ଥରେ ଚାର୍ଜ କଲେ ଏହା ପ୍ରାୟ ୬୦ କିମି ପର୍ଯ୍ୟନ୍ତ ଯାଇପାରିବ । ଆସମ କରିମଗଞ୍ଜ ଜିଲ୍ଲାର…

ଫ୍ଲାଇଟରେ ପସିଗଲା ମୂଷା! ବିମାନ ଉଡ଼ାଣରେ ହେଲା ଦୁଇ ଘଣ୍ଟା ଡେରି

ଫ୍ଲାଇଟରେ ପସିଗଲା ମୂଷା, ବିମାନ ଉଡ଼ାଣରେ ହେଲା ବିଳମ୍ବ । ଗୁରୁବାର ଏୟାର ଇଣ୍ଡିଆର ଶ୍ରୀନଗର-ଜମ୍ମୁ ଉଡ଼ାଣରେ ଏକ ମୂଷା ଯୋଗୁଁ ଦୁଇ ଘଣ୍ଟା ବିଳମ୍ବ ହୋଇଥିଲା । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବର୍ତ୍ତମାନ ଏହି…

ଔରଙ୍ଗଜେବଙ୍କ ସାମ୍ନାରେ ପଥର ପରି ଛିଡ଼ା ହୋଇଥିଲେ ତେଗ ବାହାଦୁର-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଖ୍ ଗୁରୁ ତେଗ ବାହାଦୁରଙ୍କ ୪୦୦ତମ ପ୍ରକାଶରେ ଲାଲ କିଲ୍ଲାରେ ପହଁଞ୍ଚିଛନ୍ତି । ତାଙ୍କ ସହିତ କେନ୍ଦ୍ରୀୟ ମନ୍ତ୍ରୀ ହରଦୀପ ପୁରୀ ମଧ୍ୟ ରହିଛନ୍ତି । ଏହି ଅବସରରେ…

୧୯୬ ପୋଲିସ ପଦବୀକୁ ମଞ୍ଜୁରୀ : ଏହି ସବୁ ପଦକୁ ମିଳିଲା ମୁଖ୍ୟମନ୍ତ୍ରୀ ନବୀନଙ୍କ ଗ୍ରୀନ ସିଗନାଲ

ଭୁବନେଶ୍ୱର : ଓଡିଶା ପୋଲିସର ସ୍ଥାୟୀ ଆଉଟପୋଷ୍ଟ ପାଇଁ ୧୯୬ଟି ପୋଲିସ ପଦବୀକୁ ମୁଖ୍ୟମନ୍ତ୍ରଙ୍କ ଗ୍ରୀନ ସିଗନାଲ ମିଳିଛି । ଏଥି ମଧ୍ୟରେ ୨୮ଟି ସବ ଇନ୍ସପେକ୍ଟର ଏବଂ ୧୬୮ଟି କନେଷ୍ଟବଳ ପଦବୀକୁ ନବୀନ ପଟ୍ଟନାୟକ ମଞ୍ଜୁରୀ…

ୱାଣ୍ଡର କିଡ୍ ଆନ୍‌ଭି: ନିଜ ପେଣ୍ଟିଂ ପାଇଁ ଲଣ୍ଡନ୍‌ ବୁକ୍‌ ଅଫ୍‌ ରେକର୍ଡସରେ ପାଇଛନ୍ତି ସ୍ଥାନ, ଆଶୀର୍ବାଦ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ପେଣ୍ଟିଂ ପ୍ରଦାନ କରିଛନ୍ତି ଅଢ଼େଇ ବର୍ଷର ଆନ୍‌ଭି । ଏଯାଏ ୩୭ଟି ଶୈଳୀରେ ୭୨ଟି ପେଣ୍ଟିଂ ଆଙ୍କି ଲଣ୍ଡନ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିବା ଆଜି…