Browsing Category

Featured

ପୁଣି ଚିଟଫଣ୍ଡ ଠକେଇ ମାମଲାରେ ଫସିଲା ସାହାରା ଗ୍ରୁପ, ଗିରଫ କରିବାକୁ ସୁବ୍ରତ ରାୟଙ୍କ ସହ ଅନ୍ୟ ୧୪ ଜଣଙ୍କୁ ଖୋଜୁଛି ପୋଲିସ

ନୂଆଦିଲ୍ଲୀ: ସାହାରା ଗ୍ରୁପର ମୁଖ୍ୟ ସୁବ୍ରତ ରୟଙ୍କର ପିଛା ବିବାଦ ଛାଡ଼ୁନି । ପୂର୍ବରୁ ଜମାକାରୀଙ୍କ ଅର୍ଥ ହେରଫେର ମାମଲାରେ ଜେଲ ଯାଇଥିବା ସୁବ୍ରତ ପୁଣି ଫସିଛନ୍ତି ଏକ ମାମଲାରେ । ସୁବ୍ରତଙ୍କ ନାମରେ ୱାରେଣ୍ଟ ଜାରି…

CISF ଯବାନଙ୍କ ବସ୍ ଉପରେ ଆତଙ୍କୀ ଆକ୍ରମଣ: ଜଣେ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ ଚଡ୍ଡା କ୍ୟାମ୍ପ ନିକଟରେ ଆଜି ସକାଳେ ସିଆଇଏସଏଫ୍ ଯବାନଙ୍କ ବସ ଉପରକୁ ହୋଇଛି ଆତଙ୍କବାଦୀ ଆକ୍ରମଣ । ଆଜି ଭୋରରୁ ୧୫ ଜଣ ସିଆଇଏସଏଫ ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଆତଙ୍କବାଦୀମାନେ ଗ୍ରେନେଡ…

୨୪ ପରେ ବଢ଼ିବ ରୋଦ୍ର ପ୍ରକୋପ, ପୁଣି ଉତ୍ତର- ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଜଳାଇବ ଗ୍ରୀଷ୍ମ ଜ୍ୱାଳା: ସିଇସି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଏପ୍ରିଲ୍‌ ୨୪ ତାରିଖ ପରେ ରାଜ୍ୟରେ ବଢ଼ିବ ରୋଦ୍ର ତାପ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ତାତି ୪୩ ଡିଗ୍ରୀରୁ ୪୬ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ରହିବାର ସମ୍ଭାବନା…

ସମୁଦ୍ରରୁ ମିଳିଲା ଅଦ୍ଭୁତ ମାଛ: ଡ୍ରାକୁଲା ଭଳି ରହିଛି ଦାନ୍ତ

ସମୁଦ୍ରରୁ ମିଳଲା ଅଦ୍ଭୁତ ମାଛ । ଅଦ୍ଭୁତ ଏଥିପାଇଁ କାରଣ ଏହା ଦେଖିବାକୁ ଡ୍ରାକୁଲା ଭଳି । ଏହି ମାଛ କାଲିଫର୍ଣ୍ଣଆରେ ଦେଖିବାକୁ ମଳିଛି । ଏହାର ପାଟିରେ ଡ୍ରାକୁଲା ଭଳି ବଡ଼ ବଡ଼ ଦୁଇଟି ଦାନ୍ତ ରହିଛି । ଏହାର ଲମ୍ବା…

କୋରାପୁଟରେ ଡବଲ ମର୍ଡର: ସାମାନ୍ୟ ବଚସାରୁ ୨ ଯୁବକଙ୍କୁ ନିର୍ମମ ହତ୍ୟା

କୋରାପୁଟ(ଓଡ଼ିଶା ଭାସ୍କର): କୋରାପୁଟରେ ଘଟିଛି ଅତି ଅଭାବନୀୟ ଘଟଣା, ଯେଉଁଠାରେ ସାମାନ୍ୟ ବଚସାରୁ ୨ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ସଂଘବଦ୍ଧ ଆକ୍ରମଣରେ ଦାମନଯୋଡ଼ି ଥାନା ସିନ୍ଧିପାର ଗାଁର ୨ ଯୁବକଙ୍କ…

ଏହି ଭିଟାମିନ୍ ଅଭାବରୁ ହୋଇଥାଏ ମେମୋରୀ ଲସ୍; ହାଡ଼ ହୁଏ ଦୁର୍ବଳ

ଯେଉଁଭଳି ଉତ୍ତମ ସ୍ୱାସ୍ଥ୍ୟ ଓ ଶକ୍ତିଶାଳୀ ଶରୀର ପାଇଁ ଭିଟାମିନ୍ ଏ, ବି, ସି, ଡି ଆବଶ୍ୟକ ହୁଏ, ସେହିଭଳି ଭିଟାମିନ୍ ବି୧୨ ଏକ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ଯଦି ଶରୀରରେ ପର୍ଯ୍ୟାପ୍ତ ପରିମାଣରେ ଏହା ରହିଥାଏ,…

ଏଣିକି ଗାଡ଼ିର ବେଗ ୫୦ ଟପିଲେ ଫାଇନ୍ ଲାଗୁ ହେବନି, ଲାଗୁ ହେବାକୁ ଯାଉଛି ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ବଦଳିପାରେ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ ନିୟମ । ପୂର୍ବରୁ ରାଜଧାନୀର ୧୧ଟି ପ୍ରମୁଖ ଅଞ୍ଚଳରେ ଗାଡ଼ିର ବେଗ ଘଣ୍ଟା ପ୍ରତି ୫୦ କିମି ଅତିକ୍ରମ କଲେ ଫାଇନ୍ ଲାଗୁ ହେଉଥିଲା ।…

ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନ : ଇମାନୁଏଲ୍‌ ମାର୍କୋ ଓ ମାରିନ୍‌ ଲେ ପେନ୍‌ଙ୍କ ମଧ୍ୟରେ ମୁହାଁମୁହିଁ ଡିବେଟ୍, ୨୪ରେ ଶେଷ ପର୍ଯ୍ୟାୟ ଭୋଟ

ନୂଆଦିଲ୍ଲୀ : ଏପ୍ରିଲ୍‌ ୨୪ ତାରିଖରେ ଫ୍ରାନ୍ସରେ ରାଷ୍ଟ୍ରପତି ନିର୍ବାଚନର ଶେଷ ରାଉଣ୍ଡ ଭୋଟିଂ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଇମାନୁଏଲ୍‌ ମାର୍କୋ ଓ ମାରିନ୍‌ ଲେ ପେନ୍‌ଙ୍କ ମଧ୍ୟରେ ଟିଭିରେ ଶେଷ ଡିବେଟ୍‌ ହୋଇଥିଲା…

ଆଜି ବିଶ୍ୱ ଧରିତ୍ରୀ ଦିବସ: ପୃଥିବୀ ଜଳୁଛି, ସୁରକ୍ଷା ଲୋଡୁଛି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆଜି ବିଶ୍ୱ ଧରିତ୍ରୀ ଦିବସ । ଧରିତ୍ରୀ ମାଆକୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଏପ୍ରିଲ୍‌ ୨୨ ତାରିଖଟିକୁ ବିଶ୍ୱ ଧରିତ୍ରୀ ଦିବସ ରୂପେ ପାଳିତ ହୋଇଥାଏ । ସଂପ୍ରତି ଜଳବାୟୁ…