Browsing Category

Featured

ରାଜନୀତିରୁ ସନ୍ୟାସ ନେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.କେ ଆଣ୍ଟୋନୀ, ହାଇକମାଣ୍ଡ ଚିଠି ଲେଖି ଜଣାଇଲେ…

ନୂଆଦିଲ୍ଲୀ: ହାତ ଦଳ ଛଡ଼ିବା ସହ ରାଜନୀତିରୁ ସନ୍ୟାସ ନେବେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.କେ ଆଣ୍ଟୋନୀ । ଏନେଇ ନେଇ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି…

ପୌର ନିର୍ବାଚନ: ପ୍ରାର୍ଥୀପତ୍ର ତାଲିକାରୁ କଟିଗଲା ୧୦୦ ଜଣ ପ୍ରାର୍ଥୀଙ୍କ ନାମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌର ନିର୍ବାଚନ ପାଇଁ ମାହୋଲ ସରଗରମ ରହିଛି । ଏହାରି ଭିତରେ ନିର୍ବାଚନ ନିମନ୍ତେ ନାବାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀ ମାନଙ୍କର ଡକ୍ୟୁମେଣ୍ଟ୍ ଯାଞ୍ଚ ହୋଇଥିଲା । ଯେଉଁଥିରେ ୧୦୦ ଜଣ…

ନନ୍ଦନକାନନରେ ବଣୁଆ ହାତୀଙ୍କ ଆତଙ୍କ, ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଲା ପ୍ରାଣୀଉଦ୍ୟାନ

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଭିତରେ ବଣୁଆ ହାତୀ । ପାଚେରି ଭାଙ୍ଗି ଦୁଇଟି ବଣୁଆ ହାତୀ ଭିତରକୁ ପଶିବା ପରେ ଆତଙ୍କ ଖେଳିଯିବାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନକୁ ସାମୟିକ ବନ୍ଦ କରାଯାଇଛି…

ମତଗଣନା ପୂର୍ବରୁ ଶସ୍ତା ହେଲା ପେଟ୍ରୋଲ-ଡିଜେଲ, ଜାଣନ୍ତୁ କେଉଁଠି କେତେ?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ଆଜି ଆସିବ ଜନାଦେଶ । ସକାଳ ୮ଟାରୁ ୫ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ । ମତଗଣନା ପୂର୍ବରୁ ସରକାରୀ ତୈଳ କମ୍ପାନୀ ବୁଧବାର ଦିନ ପେଟ୍ରୋଲ-ଡିଜେଲ ଦାମରେ…

ଅସୁରକୁମାରୀ ଛକରେ ନିକଟରେ ଟ୍ରକ୍‌ ଓ ଅଟୋ ଧକ୍କା, ମହିଳାଙ୍କ ହାତ କଟିଯିବାରୁ ଚାଲିଗଲା ଜୀବନ

ରଣପୁର,(ଭାସ୍କର ନ୍ୟୁଜ୍‌): ନୟାଗଡ ଜିଲ୍ଲା ରଣପୁର ଥାନା ଅସୁରକୁମାରୀ ଛକରେ ନିକଟରେ ଏକ ଅଟୋ ସହ ଗୋଟିଏ ଟ୍ରକ୍‌ର ଧକ୍କା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ ଶରଣକୁଳ ଥାନା…

ରାଶିଫଳ(ଗୁରୁବାର,୧୦ ମାର୍ଚ୍ଚ,୨୦୨୨)

ମେଷ - ଶୁଭଖବର ପାଇ ମନ ଖୁସି ହେବ । ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଓ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ବଢେଇବାର…

ପୌର ନିର୍ବାଚନ: ପ୍ରାର୍ଥିପତ୍ର ଯାଞ୍ଚ ଶେଷ, ୧୪ରେ ଚୂଡାନ୍ତ ତାଲିକା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆସନ୍ତା ୨୪ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ନିମନ୍ତେ ବୁଧବାର ଅପରାହ୍ମରେ ପ୍ରାର୍ଥ ପତ୍ର ଯାଞ୍ଚ କାର୍ଯ୍ୟ ସମାପ୍ତ ହୋଇଛି । ୧୪ତାରିଖ ଅପରାହ୍ମ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର…

ମାଛ ମାର୍କେଟରେ ହଣାକଟା, ୨ ଭାଇଙ୍କୁ ମାଛ କଟା ପନିକିରେ ହାଣିଲା ଅନ୍ୟ ଜଣେ ବେପାରୀ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱର  ୟୁନିଟ୍-୪ ନମ୍ବର ମାଛ ମାର୍କେଟରେ ୨ ବ୍ୟବସାୟୀଙ୍କ ମଧ୍ୟରେ ଝଗଡା ଯୋଗୁଁ ହଣାହଟା ହୋଇଛି । ଏଥିରେ ୨ଜଣ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ସେମାନଙ୍କ ନାମ ଜିତେନ୍ଦ୍ର ବେହେରା…

ବିବାହ ପୂର୍ବରୁ ଯୁବକଙ୍କୁ ଉଠାଇ ନେଲା କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ, ଏବେ ଅଞ୍ଚଳରେ ଚର୍ଚ୍ଚା

ସଇଁତଳା, (ଭାସ୍କର ନ୍ୟୁଜ): ରେଳ ଟିକଟ କଳାବଜାର କରୁଥିବା ଅଭିଯୋଗରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଲ ଫାଣ୍ଡି ଅଧିନସ୍ଥ ନାରୀକଟା ଗ୍ରାମର ବୁଲୁ କୁମ୍ଭାରଙ୍କୁ ଉଠେଇ…

ଆଜି ଆସିବ ୫ ରାଜ୍ୟର ବିଧାନସଭା ଜନାଦେଶ, ଫୋକସରେ ୟୁପି- ପଞ୍ଜାବ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ୫ ରାଜ୍ୟ ଅର୍ଥାତ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ପ୍ରକାଶ ପାଇବ ରେଜଲ୍ଟ।  ୫ରାଜ୍ୟରେ ବିଧାନସଭା ଆସନ ନିମନ୍ତେ ହୋଇଥିବା ମତଦାନର ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ କରାଯିବ…