Browsing Category

Featured

ହିନ୍ଦି କିମ୍ବା ଅନ୍ୟ କୌଣସି ଭାଷାକୁ ନେଇ ଦେଶରେ ଏପରି ବିବାଦ ସୃଷ୍ଟି କରିବା ଅନୁଚିତ: ସୋନୁ (ଦେଖନ୍ତୁ Video)

ନୂଆଦିଲ୍ଲୀ: ଦେଶରେ ହିନ୍ଦି ଭାଷାକୁ ନେଇ ଚାଲିଥିବା ବିବାଦ ଉପରେ ନିଜର ମତ ରଖିଛନ୍ତି ବଲିଉଡ ସିଙ୍ଗର ସୋନୁ ନିଗମ । ସମ୍ବିଧାନର କୌଣସି ଧାରାରେ ହିନ୍ଦି ଦେଶର ରାଷ୍ଟ୍ରଭାଷା ବୋଲି ଲେଖା ଯାଇନାହିଁ । ତେଣୁ କିଏ…

ବ୍ରେକ୍ ଫେଲ୍ ହେବାରୁ ଦୁର୍ଘଟଣାର ଶିକାର ହେଲେ ବଲିଉଡର ଏହି ଅଭିନେତ୍ରୀ: ଗୋଡ଼ରେ ଲାଗିଛି ଗଭୀର ଆଘାତ

ମୁମ୍ବାଇ: ବଲିଉଡରେ ନିଜର ଗ୍ଲାମରସ ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏକ ସମୟରେ ତନୁଶ୍ରୀ ବଲିଉଡର ଜଣାଶୁଣା ଅଭିନେତ୍ରୀଙ୍କ ମଧ୍ୟରେ…

କଂଗ୍ରେସ ପାର୍ଟି ସମାପ୍ତ ହୋଇଯାଇଛି ମାତ୍ର ରାହୁଲଙ୍କ ପାର୍ଟି ଚାଲିବ: ଦଳ ସଙ୍କଟରେ ପଡ଼ିଥିବା ବେଳେ ନେପାଳରେ ପବର ମଜା ନେଉଛନ୍ତି ରାହୁଲ,…

ନୂଆଦିଲ୍ଲୀ: ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଦୁଇଦିନ ତଳେ ନେପାଳ ଗସ୍ତରେ ଯାଇଥିଲେ । ତେବେ ରାହୁଲ ସେଠାରେ ଏକ ବିବାହ ସମାରୋହରେ ସାମିଲ ହେବାକୁ ଯାଇଥିବା ଚର୍ଚ୍ଚା ହେଉଛି । ରାହୁଲ କାଠମାଣ୍ଡୁର ମୈରିଏଟ ହୋଟେଲରେ…

୨୫ ଜଣ ସଚିବାଳୟ କର୍ମଚାରୀ ଅଫିସକୁ ବିଳମ୍ବରେ ଆସିଲେ: ସମସ୍ତଙ୍କର ଦରମା ବନ୍ଦ କରିଦେଲେ ବଡ଼ବାବୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଫିସକୁ ବିଳମ୍ବରେ ଆସି ହଟହଟା ହୋଇଛନ୍ତି କିଛି ସରକାରୀ କର୍ମଚାରୀ । ଅଫିସକୁ ବିଳମ୍ବରେ ଆସିବା କାରଣ ପାଇଁ ଅନେକ କର୍ମଚାରୀଙ୍କର ଦରମା ମଧ୍ୟ ବନ୍ଦ କରାଯାଇଛି । ଏହି ଘଟଣା ଦେଖିବାକୁ…

ମାତ୍ର ୬୩୪ ଟଙ୍କାରେ ଘରକୁ ଆଣନ୍ତୁ ଏଲପିଜି ଗ୍ୟାସ ସିଲିଣ୍ଡର, ଅକ୍ଷୟ ତୃତୀୟାରେ ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ: ଯଦି ଆପଣ ଘରୋଇ ଏଲପିଜି ସିଲିଣ୍ଡରର ବର୍ଦ୍ଧିତ ଦରକୁ ନେଇ ଚିନ୍ତାରେ ପଡିଛନ୍ତି, ତେବେ ଆପଣଙ୍କ ପାଇଁ ଖୁସିଖବର । ଅକ୍ଷୟ ତୃତୀୟା ଅବସରରେ ଆପଣ ୬୩୪ ଟଙ୍କାରେ ଏଲପିଜି ଗ୍ୟାସ୍ ସିଲିଣ୍ଡର କିଣିପାରିବେ । ଆମେ…

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା: ପିସିସି ସଭାପତି ଚୟନ ନେଇ ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିସିସି ସଭାପତି ଚୟନକୁ ନେଇ ଜୋର ଧରିଛି ରାଜନୀତି । ଏହାକୁ ନେଇ କଂଗ୍ରେସ ନେତାମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ନଜର ଆସିଛି । ଏହାରି ମଧ୍ୟରେ ପିସିସି ସଭାପତି ଚୟନକୁ ନେଇ…

ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ‘ଅଲ୍ ପାସ୍’: ଶିକ୍ଷାମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଚାଲିଥିବା ସମୟରେ ଗୁଜୁରାଟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ପ୍ରଥମ ଶ୍ରେଣୀରୁ ୮ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ଚଳିତବର୍ଷ ବି ପ୍ରମୋଟ କରାଯିବ । ଅବଶ୍ୟ ଏଥର…

UPରେ କଂଗ୍ରେସ ୪୦୩ଟି ସିଟରୁ ମାତ୍ର ଦୁଇଟିରେ ଜିତିଲା: ପ୍ରଦେଶ ଅଧ୍ୟକ୍ଷ ହଟିଲେ, ରାଜ୍ୟ ଦାୟିତ୍ୱରେ ଥିବା ପ୍ରିୟଙ୍କା ଏବେ ଇସ୍ତଫା ଦିଅନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରବର୍ଷର ରାଜନୀତି କ୍ଷେତ୍ରରେ ସର୍ବପୂରାତନ ଦଳ କଂଗ୍ରେସର ସ୍ଥିତି ସଙ୍କଟଜନକ ସ୍ଥିତିରେ ରହିଛି । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦଳ ପରାଜୟର ସାମ୍ନା କରୁଥିବା ବେଳେ ଏକାଧିକ…

ରାଜଗାଙ୍ଗପୁରରେ ଅଘଟଣ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ୨ ଜୀବନ

ରାଜଗାଙ୍ଗପୁର(ଓଡ଼ିଶା ଭାସ୍କର): ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ୨ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ରାଜଗାଙ୍ଗପୁରର ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗାଁରେ ଘଟିଛି । ମୃତକ ୨ ଜଣ ଯୁବକ୍ ସେହି ଗାଁର…

ନିଶାସକ୍ତ ଅବସ୍ଥାରେ ପୋଲିସ ଷ୍ଟେସନର ପାର୍କିଂ ଉପରେ କାର୍ ଚଢ଼ାଇଲେ ମହିଳା, GPS ସିଷ୍ଟମକୁ ଦେଲେ ଦୋଷ

ୱାଂଶିଟନ୍: ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ବି ଚକିତ ହୋଇଯିବେ । ଜଣେ ମହିଳା ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇଥିବା ପୋଲିସ ଅଭିଯୋଗ କରିଛି । ମହିଳାଙ୍କ କହିବା ମୁତାବକ, ସେ…