Browsing Category

Featured

ଟଙ୍କା ପାଇଁ ଜନ୍ମ କଲା ମା’ ହେଲା ନିଷ୍ଠୁର: ନାବାଳିକାକୁ ଦେହଜୀବୀ ସଜାଇଲା ଚଳାଉଥିଲା ବ୍ୟବସାୟ, ଘରୁ ଖସି ଆସି ଥାନାରେ ଅଭିଯୋଗ କଲା ଝିଅ

ଗୋପ (ଓଡ଼ିଶା ଭାସ୍କର): ଜନ୍ମ କଲା ମା ତା'ର ନାବାଳିକା ଝିଅକୁ ଦୀର୍ଘ ୬/୭ ବର୍ଷ ହେବ ବେଶ୍ୟା ସଜାଇ ଦେହ ବ୍ୟବସାୟୀ ସଜାଇବା ଘଟଣା ସହ ଏହି କାର୍ଯ୍ୟ ନ କରିଲେ ଜୀବନରୁ ମାରିଦେବି ବୋଲି ଧମକ୍‌ ଦେବାଭଳି ଗୋପ ଥାନାରେ…

ଆଜିଠୁ ଗଡ଼ିବ ଘରୋଇ ବସ୍‌, ସିଟ୍ ସଂଖ୍ୟା ଅନୁଯାୟୀ ବସ୍‌ରେ ଯାତ୍ରା କରିବେ ଯାତ୍ରୀ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଆଜିଠୁ ଗଢ଼ିବ ବସ୍‌। ଲକ୍‌ଡାଉନ୍ ଉଠିବା ପରେ ବସ୍ ସେବା ସ୍ୱାଭାବିକ ହେବ । ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଶନିବାର ଏନେଇ ସୂଚନା ଦେଇଛନ୍ତି । ପରିବହନ ମନ୍ତ୍ରୀ…

ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ଶାସକ-ବିରୋଧୀ ପ୍ରସ୍ତୁତ, କୋଭିଡ କଟକଣା ମଧ୍ୟରେ ଚାଲିବ ଗୃହ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ଆଜିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହି ଅଧିବେଶନ ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ମୋଟ ୧୯ଟି କାର୍ଯ୍ୟଦିବସ ରହିବ ।…

ହାମିଲଟନଙ୍କୁ ଅଷ୍ଟମ ବ୍ରିଟିଶ ଗ୍ରାଣ୍ଡ ପ୍ରିକ୍ସ

ନୂଆଦିଲ୍ଳୀ: ରବିବାର ଅଷ୍ଟମ ଥର ପାଇଁ ବ୍ରିଟିଶ ଗ୍ରାଣ୍ଡପ୍ରିକ୍ସ ଜିତିବାରେ ସଫଳ ହୋଇଛନ୍ତି ଫର୍ମୁଲା-୧ ଡ୍ରାଇଭର ଲୁଇସ ହାମିଲଟନ୍ । ଚାମ୍ପିୟନଶିପର ଅଗ୍ରଣୀ ଡ୍ରାଇଭର ମ୍ୟାକ୍ସ ଭେର୍ଷ୍ଟାପ୍ପେନଙ୍କ ସହିତ ଧକ୍କା…

ସତର୍କ! ଏଟିଏମ୍‌ରୁ ଟଙ୍କା ଉଠାଇବେ କି? ଏଥର ପ୍ରତିଥର କଟିବ ଟଙ୍କା

ଓଡ଼ିଶା ଭାସ୍କର ବ୍ୟୁରୋ: ଏଣିକି ଏଟିଏମ୍‌ ବ୍ୟବହାର କରିବାକୁ ହେଲେ ସତର୍କ ହେବାକୁ ପଡ଼ିବ। କାହିଁକି ନା ପ୍ରତିଥର ଏଟିଏମ୍‌ ୟୁଜ୍‌ କରିଲେ ପଡ଼ିବ ଚାର୍ଜ। ଆଉ ପ୍ରତି କାରବାର ପିଛା କଟିବ ୨୦ ଟଙ୍କା । ଏଟିଏମ…

ମହିଳାଙ୍କୁ ମାଡି ବସିଲେ ପୋଲିସ: ଭିଡିଓ ଭାଇରାଲ ହେବା ପରେ ଏସପି ଦେଲେ ସଫେଇ

କାନପୁର: ଅନେକ ସମୟରେ ପୋଲିସ ଜନତାଙ୍କୁ ଆକ୍ରମଣ କରିବାର ଘଟଣା ନଜିର ରହିଛି । ଏହିଭଳି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଥ।।ନ ଅଧିକାରୀ ଜଣେ ମହିଳାଙ୍କୁ ଖରାପ ବ୍ୟବହାର କରିବା ସହ ତାଙ୍କୁ ମାଡ଼ି…

ଶ୍ରୀଲଙ୍କାକୁ ଧୂଳି ଚଟାଇଲେ ଧୱନ; ଭାରତ ୧-୦ରେ ଆଗୁଆ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚକୁ ସମ୍ପୂର୍ଣ୍ଣ ଷ୍ଟାଇଲରେ ଜିତି ନେଇଛି ଭାରତ । ୨୬୩ ରନର ପିଛା କରୁଥିବା ଭାରତ ଅଧିନାୟକ ଶିଖର ଧୱନଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୩ ୱିକେଟ ହରାଇ ୮୦ ବଲ…

କ୍ୟାପଟେନଙ୍କୁ ହରାଇଲେ ସିଦ୍ଧୁ: ମିଳିଲା ପଞ୍ଜାବ କଂଗ୍ରେସର ଦାୟିତ୍ୱ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦୀର୍ଘଦିନ ଧରି ରହିଥିବା ରାଜନୈତିକ ସଙ୍କଟ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ହରାଇ ଦେଇଛନ୍ତି ପୂର୍ବତନ ଭାରତୀୟ ଓପନର ନଭଜୋତ ସିଂ ସିଦ୍ଧୁ । ରବିବାର…

ମଣପ୍ପୁରମରେ ମାସ୍କ ପିନ୍ଧି ପଶିଲେ; ୨୦ ମିନିଟରେ ୧୯ କିଲୋ ସୁନା ଲୁଟିଲେ

ଆଗ୍ରା: ମାସ୍କ ପିନ୍ଧି ଆସିଲେ ୫ ଲୁଟେରା ଆଉ ୨୦ ମିନିଟରେ ଲୁଟି ନେଲେ ୧୦ କୋଟିର ସୁନା ଅଳଙ୍କାର । ଏଭଳି ଅବିଶ୍ୱସନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରାରେ । ମଣପ୍ପୁରମ ଗୋଲ୍ଡ ଲୋନ୍ ଫାଇନାନ୍ସ ଅଫିସରେ ପ୍ରବେଶ…

ଭାରତର ପ୍ରଥମ ମହିଳା ଡାକ୍ତରଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଜଣାଇଲା ଗୁଗଲ

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଡାକ୍ତରଙ୍କ ସମ୍ପର୍କରେ ଦେଶର ଅଧା ଲୋକ ଜାଣିନଥିବେ । ତେବେ ଏହି ମହିୟସୀ ମହିଳାଙ୍କ ୧୬୦ ତମ ଜନ୍ମ ଜୟନ୍ତୀରେ ଅନନ୍ୟ ଉପାୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛି ଗୁଗଲ । ଭାରତର ପ୍ରଥମ…