Browsing Category

Featured

ଜିରୋ ଇନଭେଷ୍ଟମେଣ୍ଟରେ ଆରମ୍ଭ କରନ୍ତୁ ଏହି ୫ଟି ବିଜନେସ୍‌, ଜାଣନ୍ତୁ ଘରେ ବସି କେମିତି ରୋଜଗାର କରିବେ ଟଙ୍କା

ନୂଆଦିଲ୍ଲୀ: ଆଜିକାଲି ଡିଜିଟାଲ ଯୁଗରେ ଘରେ ବସି ଟଙ୍କା ରୋଜଗାର କରିବା ସହଜ ହୋଇଗଲାଣି। ଯଦି ଆପଣଙ୍କ ପାଖେ ଏକ ଲ୍ୟାପଟପ୍‌, ସ୍ମାର୍ଟଫୋନ ଏବଂ ଇଣ୍ଟରନେଟ ଅଛି, ତେବେ ଆପଣ ଟଙ୍କା ଆରାମରେ ରୋଜଗାର କରିପାରିବେ।…

ବଡ଼ ବିମାନ ଦୁର୍ଘଟଣା; ରନୱେରୁ ଉଡ଼ାଣ ଭରୁ ଭରୁ ବାୟୁସେନାର ଯୁଦ୍ଧ ବିମାନ ହେଲା କ୍ରାସ୍, ଦେଖନ୍ତୁ ଦୁର୍ଘଟଣାର ଭୟଙ୍କର ଭିଡିଓ…

ମାଲେସିଆ: ବାୟୁସେନାର ଯୁଦ୍ଧ ବିମାନ କ୍ରାସ । ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡରେ ଘଟିଲା ଦୁର୍ଘଟଣା । ମାଲେସିଆର ସୁଲତାନ ହାଜି ଅହମ୍ମଦ ଶାହ ବିମାନବନ୍ଦରରେ RMAF ର ଏଫ/ଏ-18D ବମାନ ଦୁର୍ଘଟଣାର ଶିକାର ହୋଇଛି।…

ଆଜି ଭାଦ୍ରପଦ ଅମବାସ୍ୟାରେ ଏହି 3 ରାଶିକୁ ମିଳିବ ଭାଗ୍ୟର ସାଥ୍, ଲାଭ ହିଁ ଲାଭ ହେବ

ନୂଆଦିଲ୍ଲୀ: ଆଜି କିଛି ସ୍ଥାନରେ ଭାଦ୍ରପଦ ଅମବାସ୍ୟା ପାଳନ କରାଯାଉଛି । ତେବେ ଆଜି ଅନେକ ରାଶି ପାଇଁ ଶୁଭଫଳ ପ୍ରଦାନ କରିବ । ମେଷ- ଆଜି ଆପଣଙ୍କ ପାଇଁ ଏକ ସୁଖଦ ଦିନ ହେବ । ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ କାମରେ…

ଆପଣ ଜାଣିଛନ୍ତି ପ୍ରକୃତରେ ଛତୁ ଆମିଷ ନା ନିରାମିଷ? ଖବର ପଢ଼ି ଦୂର କରନ୍ତୁ ନିଜର ଦ୍ୱନ୍ଦ୍ୱ

ଓଡ଼ିଶା ଭାସ୍କର: ଛତୁ ଏମିତି ଏକ ପରିବା ଯାହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରକାର ଦ୍ୱନ୍ଦ୍ୱ ଲାଗି ରହିଥାଏ । କିଛି ଲୋକ ପୂଜା-ପାର୍ବଣରେ ଛତୁ ଖାଇବାକୁ ବାରଣ କରୁଥିବାବେଳେ ଆଉ କିଛି ଲୋକ ଓଷା ବ୍ରତରେ ଛତୁ ଖାଇବାକୁ…

Bronco Test କ’ଣ? ଏଣିକି ଏହି ଟେଷ୍ଟରେ ପାସ୍ କଲେ, ଖେଳାଳିଙ୍କୁ ଟିମରେ ମିଳିବ ସ୍ଥାନ, BCCI ଜାରି କଲା ଏହି ନିୟମ

ନୂଆଦିଲ୍ଲୀ: BCCI ଖେଳାଳିଙ୍କ ଫିଟନେସ୍ ପରୀକ୍ଷା କରିବା ପାଇଁ ଏକ ନୂତନ ନିୟମ ଜାରି କରିଛି। ଏହି ନିୟମର ନାମ ହେଉଛି Bronco ଟେଷ୍ଟ। ଏହାକୁ Rugbyରୁ କ୍ରିକେଟକୁ ନିଆଯାଇଛି। ଏଥିରେ ଖେଳାଳିଙ୍କର aerobic…

Asia cup 2025: ଦଳ ଘୋଷଣାର ଦୁଇ ଦିନ ପରେ ଅଧିନାୟକ ପଦ ଛାଡିଲେ ଭାରତୀୟ କ୍ରିକେଟର, କହିଲେ ‘ଏହା ଠିକ୍ ସମୟ’

ନୂଆଦିଲ୍ଲୀ: ଏସିଆ କପ୍ 2025 ଦଳ ଘୋଷଣାର ମାତ୍ର ଦୁଇ ଦିନ ହୋଇଛି । ସେପଟେ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କଲେ ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ କ୍ରିକେଟର ଅଜିଙ୍କ୍ୟ ରାହାଣେ । ସେ ତାଙ୍କ ଘରୋଇ କ୍ରିକେଟ ଦଳ ମୁମ୍ବାଇର…

ହାତୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନୀତି ଆଣିବେ ସରକାର, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ହାତୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନୀତି ଆଣିବେ ସରକାର। ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାରେ ଏ ନେଇ ଘୋଷଣା ହୋଇଛି। ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଚନ୍ଦକା…

ରାଜ୍ୟରେ 8 ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବେ ସରକାର: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣ ହେବ ପ୍ରାୟ 8 ଶହ ବାତ୍ୟା ଆଶ୍ରୟସ୍ଥଳୀ । ଏନେଇ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଦିଲ୍ଲୀ ଗସ୍ତ ବେଳେ ସେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟି ଏହି ଦାବି ଉଠାଇଛନ୍ତି।…

‘ଆଇଡି କାର୍ଡ ନଥିଲେ ବିଶ୍ୱବିଦ୍ୟାଳୟରେ ନୋ ଏଣ୍ଟ୍ରୀ’, ସବୁ କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ହୋଇଥିବା ଗଣ୍ଡଗୋଳ ଘଟଣାକୁ ନେଇ ଆଜି ଶୃଙ୍ଖଳା କମିଟି ବୈଠକ ବସିଛି। ଶୃଙ୍ଖଳା କମିଟି ବୈଠକ କୁଳପତିଙ୍କ ଅଧ୍ୟକ୍ଷତାରେ ବସିଛି। ଏହି ବୈଠକରେ ସବୁ ବିଭାଗର ମୁଖ୍ୟମାନେ ସାମିଲ…

ଘୋଷଣା ହେଲା ତାରିଖ, ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ସେପ୍ଟେମ୍ବର 18 ତାରିଖରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । 18ରୁ 25 ତାରିଖ ଯାଏଁ ଚାଲିବ ମୌସୁମୀ ଅଧିବେଶନ । ମୌସୁମୀ…