fbpx
Browsing Category

Featured

ସାଗର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରେସଲର୍ ସୁଶୀଲ କୁମାରଙ୍କ ସହିତ ସେଲ୍ଫୀ ନେଲେ ପୁଲିସ୍ କର୍ମୀ, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ସାଗର ହତ୍ୟାକାଣ୍ଡ ମାମଲାରେ ତିହାଡ ଜେଲ୍ ରେ ସଜ୍ଜା କାଟୁଥିବା ଲୋକପ୍ରିୟ ରେସଲର୍ ସୁଶୀଲ କୁମାରକୁ ଶୁକ୍ରବାର ଦିଲ୍ଲୀ ମଣ୍ଡୋଲୀ ଜେଲ୍ କୁ ସିଫ୍ଟ କରିଦିଆଯାଇଛି । ସେଠାରେ ତାଙ୍କୁ ୨ ନମ୍ବର ଜେଲ୍ ରେ…

ଓଡ଼ିଶାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ଥମି ନଥିବାବେଳେ ଏବେ ଡେଲଟା ପ୍ଲସ ଭାରିଆଣ୍ଟରେ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ମହାରାଷ୍ଟ୍ର, ତାମିଲନାଡ଼ୁ ମଧ୍ୟପ୍ରଦେଶରେ ଏହି ଡେଲଟା…

୨୦୨୨ ପ୍ରାରମ୍ଭରେ ଭାରତୀୟ ନୌସେନାରେ ସାମିଲ ହେବ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର୍ ଆଇଏନଏସ୍ ବିକ୍ରାନ୍ତ

ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର୍ ଆଇଏନଏସ୍ ବିକ୍ରାନ୍ତ ୨୦୨୨ ପ୍ରାରମ୍ଭରୁ ତିଆରି ହୋଇଯିବ । ଆଉ କିଛି ମାସ ମଧ୍ୟରେ ଆଇଏନଏସ୍ ବିକ୍ରାନ୍ତର ସମୁଦ୍ର ଟ୍ରାଏଲ୍ ଆରମ୍ଭ ହୋଇଯିବ । ଏନେଇ କୋଚି…

ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶିତ: ପାସ୍ ହାର ୯୭.୮୯

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ) ପକ୍ଷରୁ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ । କରୋନା ମହାମାରୀ କାରଣରୁ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ଫଳାଫଳ ପ୍ରକାଶିତ…

ୱିମ୍ବଲଡନରୁ ଓହରିଲେ ଆଉ ଜଣେ ତାରକା ଖେଳାଳି

ଲଣ୍ଡନ୍(ଓଡ଼ିଶା ଭାସ୍କର): ଟେନିସ ଫ୍ୟାନ୍ ପାଇଁ ଆଉ ଏକ ଝଟ୍କା । ଆସନ୍ତା ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍ରୁ ଓହରିବା ନେଇ ଶୁକ୍ରବାର ଆଉ ଜଣେ ତାରକା ଖେଳାଳି ଘୋଷଣା କରିଛନ୍ତି । ମହିଳା ବର୍ଗରେ ବିଶ୍ୱ…

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟୁଇଟର୍ ଆକାଉଣ୍ଟ ବ୍ଲକ୍

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟୁଇଟର୍ ଆକଉଣ୍ଟ ବ୍ଲକ୍ । ଆମେରିକା କପିରାଇଟ୍ ଆକ୍ଟ ଆଧାରରେ ବ୍ଲକ୍ କରାଯାଇଛି । ତେବେ ତାଙ୍କ ଆକାଉଣ୍ଟକୁ ଏକ ଘଣ୍ଟା ପାଇଁ ବ୍ଲକ୍ କରିଦିଆଯାଇଛି । ମନ୍ତ୍ରୀ ଏନେଇ…

୨୦୨୩ ସୁଦ୍ଧା ବସ୍ତିମୁକ୍ତ ହେବ ଓଡ଼ିଶା: ପ୍ରତାପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୩ ସୁଦ୍ଧା ଓଡ଼ିଶା ବସ୍ତି ମୁକ୍ତ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୨୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ…

ଅଧିକ ସମୟ ମୋବାଇଲ୍ ଚଲାଇବା ଦ୍ୱାରା ହୋଇପାରେ ବ୍ରେନ୍ ଟ୍ୟୁମର୍, ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା କାଳରେ ଯୁବପିଢ଼ି ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ୍ ସହିତ ଅଧିକ ସମୟ ବିତାଉଛନ୍ତି । ହେଲେ ମୋବାଇଲ୍ ରେ ଅଧିକ ସମୟ ବିତାଇବା ଦ୍ୱାରା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ…

‘ଆହାର’ ପାଇଁ ଅଡୁଆ ଖୁଚୁରା? ଖାଦ୍ୟ ବଦଳରେ ମିଳିଲା ମାଡ଼

ବାଲେଶ୍ୱର(ଓଡ଼ିଶା ଭାସ୍କର): ଆହାର ମିଳିଲାନି ବରଂ ମୁଠେ ଖାଇବାକୁ ଯାଇ ମିଳିଲା ମାଡ଼ । ଭୋକର ଦାଉରେ ପୁଣି ମାଡ଼ର ଯନ୍ତ୍ରଣା । ଆଉ ଏହାରି ପଛରେ ଥିବା କାରଣ ହେଉଛି ଖୁଚୁରା । ଅଭିଯୋଗ ଅନୁସାରେ ଆହାର କେନ୍ଦ୍ର ନେଉନି…

ଟିକା ନେବା ପରେ ଦେଖାଦେଉଛି କି ଏହି ଲକ୍ଷଣ? ତୁରନ୍ତ କୋଭିଡ ସେଣ୍ଟରରେ କରନ୍ତୁ ରିପୋର୍ଟ…

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ପାଇଁ ଟିକାକୁ ଏକମାତ୍ର ଅସ୍ତ୍ରବୋଲି କୁହାଯାଇଛି ।  ବର୍ତ୍ତମାନ ସାରା ଭାରତରେ କୋଟି କୋଟି ଲୋକଙ୍କୁ କରୋନା ଟିକା ଦିଆଯାଇସାରିଲାଣି । ଅବଶ୍ୟ ଏବେବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ…