
Browsing Category
Featured
ଆଉ ୧୨ ଘଣ୍ଟା ପରେ ବାତ୍ୟା ‘ଜୱାଦ’: ଆସନ୍ତାକାଲି ସକାଳ ସୁଦ୍ଧା ଓଡ଼ିଶା-ଆନ୍ଧ୍ର ଉପକୂଳରେ ପହଞ୍ଚିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଜୱାଦ’କୁ ନେଇ ବର୍ତ୍ତମାନ ରାଜ୍ୟବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି । ପୂର୍ବରୁ ଫନି, ଅମ୍ଫାନର ଭୟଙ୍କର ତାଣ୍ଡବ ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଗୋଟିଏ ପରେ ଆଉ ଗୋଟିଏ…
ସସପେଣ୍ଡ ହେଲେ ପରମବୀର ସିଂହ, ଆଗକୁ ଯଦି ନିୟମ ନ ମାନିବେ ଚାକିରିରୁ ବିଦାହେବେ
ନୂଆଦିଲ୍ଲୀ: ଶେଷରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କୁ ମହାରାଷ୍ଟ୍ର ସରକାର ଚାକିରିରୁ ନିଲମ୍ବନ କରିଛନ୍ତି । ଏଥିସହ ଡିଜିପି ଅଫିସର ବିନା ପରମିସନରେ ସେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ । ସେ…
ତୈଳରୁ ଓଡ଼ିଶା ସରକାରଙ୍କ ଆୟ ୬୭୫ କୋଟି ଓ ମଦରୁ ରାଜସ୍ୱ ସଂଗ୍ରହ ହୋଇଛି ୧୬୮ କୋଟି
ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ଟିକସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷ ଭରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଓଡିଶା ସରକାରଙ୍କୁ ଭରପୁର ଫାଇଦା ହୋଇଛି…
ଜୁନିୟର ହକି ବିଶ୍ୱକପର ସେମି ଫାଇନାଲ: ଆଜି ଶକ୍ତିଶାଳୀ ଜର୍ମାନୀକୁ ଭେଟିବ ଭାରତ, ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆକୁ କୋଚ୍ ଗ୍ରାହାମ୍…
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଚଳିତ ଜୁନିୟର ହକି ବିଶ୍ୱକପର ସେମିଫାଇନାଲରେ ଶକ୍ତିଶାଳୀ ଜର୍ମାନୀକୁ ଭେଟିବ ଭାରତ । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ମ୍ୟାଚ୍ ରାତି ୭ଟା ୩୦ ମିନିଟରୁ ଆରମ୍ଭ ହେବ । ଭାରତୀୟ…
ଶକ୍ତିଶାଳୀ ରାଷ୍ଟ୍ରରେ କାୟା ମେଲାଉଛି ଓମିକ୍ରନ୍: ଚିହ୍ନଟ ହେଲେଣି ୫ ସଂକ୍ରମିତ, ଯାତ୍ରୀଙ୍କ ପାଇଁ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ବିଶ୍ୱରେ କରୋନାର ନୂତନ ପ୍ରଜାତି ଓମିକ୍ରନ୍ କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ଏହାର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷଜ୍ଞ ମାନେ ମଧ୍ୟ ଏହାକୁ ନେଇ ସମଗ୍ର ବିଶ୍ୱକୁ ଚେତାବନୀ…
ନୂଆବର୍ଷରେ ସାଧାରଣ ଲୋକଙ୍କୁ ଝଟକା: ଜାନୁଆରୀ ୧ରୁ ମହଙ୍ଗା ହୋଇଯିବ ଏଟିଏମରୁ ଟଙ୍କା ଉଠାଣ ଓ ଅନ୍ୟାନ୍ୟ ସେବା
ନୂଆଦିଲ୍ଲୀ: ନୂଆବର୍ଷ ନ ଆସୁଣୁ ସାଧାରଣ ଜନତାଙ୍କୁ ଘାରିଲାଣି ଦରଦାମ୍ ବୃଦ୍ଧି ଚିନ୍ତା । କାରଣ ନୂଆ ବର୍ଷରୁ ଅନେକ କିଛି ସେବା ମହଙ୍ଗା ହେବାକୁ ଯାଉଛି । ବଡ଼ବଡ଼ିଆଙ୍କୁ କୌଣସି ଚିନ୍ତା ନଥିବା ବେଳେ ଏହି ଦରଦାମ୍ ବୃଦ୍ଧି…
ବିଶ୍ୱ ୩୦ ଦେଶରେ କାୟା ବିସ୍ତାର କଲା ଓମିକ୍ରନ୍: ଭାରତରେ ଚିହ୍ନଟ ହୋଇଥିବା ୪୬ ବର୍ଷୀୟ ଡାକ୍ତରଙ୍କ ଟ୍ରାଭେଲ୍ ହିଷ୍ଟ୍ରୀକୁ ନେଇ ବଢ଼ିଲା…
ନୂଆଦିଲ୍ଲୀ, ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନାର ନୂଆ ଭାରିଏଣ୍ଟ "ଓମିକ୍ରନ୍' ଏବେ ଭାରତରେ ପ୍ରବେଶ କରିସାରିଛି । କର୍ଣ୍ଣାଟକରେ ୨ଜଣ ଓମିକ୍ରନ୍ ଭୂତାଣୁରେ ସଂକ୍ରମିତ…
ଚଳିତ ମାସରେ ଛୋଟ ପିଲାଙ୍କୁ ଦିଆଯିବ ଟିକା ! ଖୁବ୍ଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା
ନୂଆଦିଲ୍ଲୀ,: ଚଳିତ ମାସର ଶେଷ ସପ୍ତାହରେ ଛୋଟ ପିଲାମାନଙ୍କୁ କୋଭିଡ୍ ୧୯ ଟିକା ଦିଆଯାଇ ପାରେ । ପ୍ରାଥମିକ ପର୍ଯ୍ୟାୟରେ ୪ରୁ ୬କୋଟି ପିଲା ଅର୍ଥାତ ଯେଉଁ ପିଲାମାନେ କିଛି ଗୁରୁତର ରୋଗରେ ପୀଡିତ ସେମାନଙ୍କୁ ଆଗେ ଟିକା…
ଆସନ୍ତା ୨୪ ଘଣ୍ଟାରେ ବାତ୍ୟାର ରୂପା ନେଇପାରେ “ଜୱାଦ’, ମୁକାବିଲା ନେଇ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ବାୟୁସେନା…
ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଅବପାତ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି । ଏହା ଉତ୍ତରପଶ୍ଚିମ ଆଡ଼କୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ…
ରାଶିଫଳ(ଶୁକ୍ରବାର,୦୩ ଡିସେମ୍ବର,୨୦୨୧)
ମେଷ - କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ, ହନୁମାନଙ୍କ ନିମନ୍ତେ ଗୃହରେ ରାଶିତେଲର ଦ୍ବୀପ ଦିଅନ୍ତୁ ଶୁଭଫଳ ପ୍ରାପ୍ତ ହେବ, ଯଥାସାଧ୍ୟ ଅର୍ଥ…