fbpx
Browsing Category

Featured

୪୦୦ କର୍ମଚାରୀଙ୍କ ଗଡ଼ିଲାଣି ମୁଣ୍ଡ, ଏବେ ଚେତା ପଶିଲା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଯୋଗୁଁ କୋଇଲା ଖଣି ସଂସ୍ଥାମାନଙ୍କର ପ୍ରାୟ ୪୦୦ କର୍ମଚାରୀଙ୍କ ପ୍ରାଣ ଗଲାଣି । ଏହାପରେ ଚେତା ପଶିଛି କୋଲ ଇଣ୍ଡିଆର । ଫଳରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ୧୦…

ଆଉ ଏକ ସହରରେ ଆରମ୍ଭ ହେଲା ମେଟ୍ରୋ ଯାତ୍ରା, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହର ପାଇଁ ଅନେକ ରାଜ୍ୟ ସରକାର ତାଲବନ୍ଦ ଘୋଷଣା କରିଥିଲେ । ତେବେ ସଂକ୍ରମଣ କମିବା ପରେ ଧୀରେ ଧୀରେ ପ୍ରାୟ ରାଜ୍ୟ ଅନଲକ୍ ପ୍ରକ୍ରିୟାକୁ ଗୁରୁତ୍ୱ ଦେଉଛନ୍ତି ।…

ଏୟାରପୋର୍ଟରେ ଅଭିଷେକ, ECMO ଚିକିତ୍ସା ପାଇଁ ଯିବେ କୋଲକାତା

ଭୁବନେଶ୍ୱର (ଓଡିଶା ଭାସ୍କର): କରୋନାରେ ସଂକ୍ରମିତ ହୋଇ ଏବେ ମୃତ୍ୟୁ ସହ ଲଢେଇ କରୁଥିବା ଅଭିଷେକ ମହାପାତ୍ରଙ୍କୁ ଚିକିତ୍ସା ପାଇଁ ଆଜି କୋଲକାତା ନିଆଯାଉଛି । ଘରୋଇ ହସ୍ପିଟାଲରୁ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସରେ ତାଙ୍କୁ…

ଫାର୍ମାସିଷ୍ଟଙ୍କୁ ମିଳିଲା ୩ ବର୍ଷ ଜେଲ୍ ଦଣ୍ଡ, ଜାଣନ୍ତୁ କାହିଁକି…

ନୂଆଦିଲ୍ଳୀ: ଦେଶରେ କରୋନାର ଦ୍ୱିତୀୟ ଲହରର ଭୟାବହତା ସାମାନ୍ୟ କମିଥିଲେ ମଧ୍ୟ ହଟିନି ସଂକଟ । ସେପଟେ କରୋନା ବିରୋଧରେ ଲଢ଼େଇ ପାଇଁ ଟିକାକୁ ହିଁ ଶେଷ ଅସ୍ତ୍ର ବୋଲି କୁହାଯାଉଛି । ଏଥିପାଇଁ କରୋନା ଟିକାକରଣକୁ ବ୍ୟାପକ…

ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲରେ ଥିବା ପାଠକ ବାପ-ପୁଅଙ୍କୁ ମିଳିଛି ଜାମିନ୍ । ଟାଟା କମ୍ପାନୀରେ ଚାକିରି କରାଇଦେବା ନେଇ ହୋଇଥିବା ଅଭିଯୋଗରେ ପୂର୍ବତନ ଆଇଏଫଏସ…

ପାଟଣାଗଡର ପୂର୍ବତନ SDMOଙ୍କୁ ଚାକିରିରୁ ବହିଷ୍କାର

ବଲାଙ୍ଗିର(ଓଡିଶା ଭାସ୍କର): ବଲାଙ୍ଗିର ପାଟଣାଗଡର ପୂର୍ବତନ ଏସଡିଏମଓଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଅଭିଯୋଗରେ ବାଚସ୍ପତି ଦାସ ବହିଷ୍କୃତ ହୋଇଛନ୍ତି । ଖବର ଅନୁସାରେ, ପୁରୀ…

ଘାଟିକୁ ୬ ହଜାର ସୈନିକଙ୍କ ପ୍ରତ୍ୟାବର୍ତନ, ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ନେଇ ଚର୍ଚ୍ଚା ଜୋର

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ପୁଣି ଥରେ ରାଜନୀତି ସରଗରମ ହୋଇ ଉଠିଛି । ନିର୍ବାଚନ ଡ୍ୟୁଟିରେ ମୁତୟନ ଅର୍ଦ୍ଧସାମରିକ ବଳର ୬ ହଜାର ଯବାନ ଯେବେଠୁ ଘାଟିକୁ ଫେରିଛନ୍ତିି ତେବେଠୁ କାଶ୍ମୀରରେ ଆଲୋଚନା ଜୋର ଧରିଛି ।…

ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଭରୁଛନ୍ତି କମ ଟ୍ୟାକ୍ସ, ଜାଣନ୍ତୁ କେତେ ଆୟକର ଦେଉଛନ୍ତି ଜେଫ ବେଜୋସ ଓ ଏଲନ ମସ୍କ

ନୂଆଦିଲ୍ଲୀ : ଦୁନିଆର ସବୁଠୁ ବିତଶାଳୀ ବ୍ୟକ୍ତି ତାଲିକାରେ ସାମିଲ ଆମେରିକାର ଅରବପତି ଜେଫ ବେଜୋସ, ଏଲନ ମସ୍କ ଓ ୱାରେନ ବଫେଟ୍‌ଙ୍କ ଆୟକର ସମ୍ବନ୍ଧିତ ସୂଚନା ଲିକ୍ ହୋଇଛି । ଏଥିରେ ଦାବି କରାଯାଇଛି ଯେ, ଇ-କମର୍ସ…

ପୁରୁଷଙ୍କ ଯୌନ ହରମୋନ୍ ହ୍ରାସ କରୁଛି କରୋନା ଭାଇରସ୍, ଜାଣନ୍ତୁ ଏନେଇ କ’ଣ କହୁଛି ଅଧ୍ୟୟନ

ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ପ୍ରାୟ ରାଜ୍ୟରେ କଟକଣା ଲାଗୁ ହେବା ପରେ ଏବେ ସଂକ୍ରମଣରେ ସୁଧାର ଆସିଥିବା ଦେଖାଯାଇଛି । ଆଗକୁ ତୃତୀୟ ଲହର ଆସିବା ନେଇ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି ।…

ଟିକା ନେଲେ ମିଳିବ ବିୟର୍ ଓ ଗଞ୍ଜେଇ; ଜାଣନ୍ତୁ କେଉଁଠି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ଏକ ପ୍ରଗତି ରାଷ୍ଟ୍ର କୁହାଯାଉଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଥମେ ଦେଇଥିଲେ ଏକ ଅଫର୍- ଟିକା ନେଲେ ମାଗଣାରେ ମିଳିବ ବିୟର । ଏଭଳି ଘୋଷଣା କରିବା ପରେ ସାରା…