
Browsing Category
Featured
IPL 2022: ରିଟେନ୍ ହେଲେ ଧୋନୀ, କୋହଲି ଓ ରୋହିତ, ଜାଣନ୍ତୁ କେଉଁ ଦଳ କେଉଁ ଖେଳାଳିଙ୍କୁ ରଖିଲେ
ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପୂର୍ବରୁ ମଙ୍ଗଳବାର ବର୍ତ୍ତମାନର ୮ ଫ୍ରାଞ୍ଚାଇଜି ନିଜର ରିଟେନ୍ ଖେଳାଳିଙ୍କ ତାଲିକା ବିସିସିଆଇକୁ ପ୍ରଦାନ କରିଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ…
ଆଇପିଏଲ-୨୦୨୨ରୁ ବାସନ୍ଦ ହୋଇ ପାରନ୍ତି ରାହୁଲ ଓ ରଶିଦ୍: ସଙ୍କଟରେ ନୂତନ ଫ୍ରାଞ୍ଚାଇଜି
ନୂଆଦିଲ୍ଳୀ: ଆଇପିଏଲର ପଞ୍ଚଦଶ ସଂସ୍କରଣ ପୂର୍ବରୁ ବଢିବାରେ ଲାଗିଛି କେ ଏଲ ରାହୁଲ ଓ ରଶିଦ ଖାନଙ୍କ ସଙ୍କଟ । ଉଭୟ ଖେଳାଳି ଆସନ୍ତା ସଂସ୍କରଣରୁ ବାସନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏହା ସହିତ ନୂତନ…
ଚିନ୍ତା ବଢାଇଲା ଓମିକ୍ରନ: ଦକ୍ଷିଣ ଆଫ୍ରିକା ଫେରନ୍ତା ୬ ଜଣ କରୋନା ଆକ୍ରାନ୍ତ
ମୁମ୍ବାଇ: ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡୋମ୍ବିଭଲି ଥାନେରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂସ୍ପର୍ଶରେ ଆସିଥିବା ୬ ଜଣଙ୍କ ରିପୋର୍ଟ…
ମହିଳାଙ୍କୁ କମେଣ୍ଟ ପଡିଲା ମହଙ୍ଗା: ନିର୍ଦ୍ଧୁମ ଛେଚା ଖାଇଲେ BPM, ଦେଖନ୍ତୁ Video
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜଣେ ମହିଳାଙ୍କୁ କମେଣ୍ଟ ମାରି ନିର୍ଦ୍ଧୁମ ଛେଚା ଖାଇଛନ୍ତି ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର । ଚିଲିକାର ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ରହିଥିବା ଏହି ବାବୁ ଜଣଙ୍କ ମହିଳାଙ୍କୁ କମେଣ୍ଟ ମାରି…
ଗତିଶୀଳ ହେଲା ଦେଶର ଅର୍ଥନୀତି, ସେପ୍ଟେମ୍ବର ତ୍ରୈମାସିକରେ ଜିଡିପି ୮.୪ ପ୍ରତିଶତ ବୃଦ୍ଧି
ନୂଆଦିଲ୍ଲୀ : କରୋନା ମହାମାରୀ ଏବଂ ଲକ୍ଡାଉନ୍ କାରଣରୁ ଧରାଶାୟୀ ହୋଇଥିବା ଦେଶର ଅର୍ଥନୀତି ଗତିଶୀଳ ହେବାରେ ଲାଗିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଜୁଲାଇ-ସେପ୍ଟେମ୍ବରରେ ସକଳ ଘରୋଇ ଉତ୍ପାଦ(ଜିଡିପି)ରେ ୮.୪ ପ୍ରତିଶତ…
ଡିସେମ୍ବର ପାଇଁ ଆସିଲା କରୋନା Guideline: ହେବନି ଜିରୋ ନାଇଟ୍ ସେଲିବ୍ରେସନ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଡିସେମ୍ବର ପାଇଁ କରୋନା ଗାଇଡଲାଇନ ପ୍ରକାଶ ପାଇଛି । ଏହି ଗାଇଡ ଲାଇନ ଅନୁସାରେ ପୂର୍ବପରି ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ଡିସେମ୍ବର ୧ରୁ ୩୧…
ଭିଜିଲାନ୍ସ ଜାଲରେ ବଙ୍ଗମୁଣ୍ଡା IIC; ୨ ଲକ୍ଷ ଟଙ୍କାର ଲାଞ୍ଚ ସହ ଧରା ପଡିଲେ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଆଉ ଜଣେ ଲାଞ୍ଚୁଆ ଅଧିକାରୀ । କାରରେ ଲାଞ୍ଚ ନେଇ ଯାଉଥିବା ବେଳେ ଆଇଆଇସିଙ୍କୁ କାବୁ କରିଛି ଭିଜିଲାନ୍ସ । ୨ ଲକ୍ଷ ଟଙ୍କାର ଲାଞ୍ଚ ନେଇ ଯାଉଥିବା ବେଳେ…
ମମିତା ମେହେର ହତ୍ୟା ମାମଲା: ତଦନ୍ତ ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ ଏବିଏସ ନାଇଡୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସନସାଇନ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମାମଲାର ତଦନ୍ତର ତଦାରଖ କରିବେ ବିଚାରପତି । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଥିବା ବେଳେ ମଙ୍ଗଳବାର ହାଇକୋର୍ଟ…
ଦିବ୍ୟାଙ୍ଗଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ଘୋଷଣା: ଏଣିକି ମିଳିବ ଏହି ସୁବିଧା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଭିନ୍ନ ଜବାହାର ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ (କେଭି)ରେ ଏଣିକି ଦିବ୍ୟାଙ୍ଗଙ୍କ ପାଇଁ ୩% ସ୍ଥାନ ସଂରକ୍ଷଣ ହେବ । ସୋମବାର ଲୋକସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ…
ଦକ୍ଷିଣ ଆଫ୍ରିକା ଗସ୍ତ କରିବ କି ନାହିଁ ଟିମ୍ ଇଣ୍ଡିଆ ? ସରକାର ଦେଲେ ଏମିତି ଗ୍ୟାରେଣ୍ଟି
ନୂଆଦିଲ୍ଲୀ : କରୋନାର ନୂତନ ପ୍ରଜାତି ଓମିକ୍ରନକୁ ନେଇ ସାରା ଦୁନିଆରେ ଆଲୋଡନ ସୃଷ୍ଟି ହୋଇଛି। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ଏହି ନୂତନ ଭାରିଏଣ୍ଟ ଅନେକ ଦେଶରେ ବ୍ୟାପିଲାଣି। ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ…