fbpx
Browsing Category

Featured

ଭାରୀ ପଡ଼ିଲା ସୋସିଆଲ୍ ସାଇଟରେ ବନ୍ଧୁତା, ନାବାଳିକାଙ୍କୁ ସାରା ରାତି ଝୁଣିଦେଲେ…

ମୁମ୍ବାଇ: ମହାମାରୀ ସଂକଟରେ ସବୁଠି ଲୋକେ ବଞ୍ଚିବା ପାଇଁ ଲଢ଼ୁଛନ୍ତି । କିନ୍ତୁ ଏହାରି ମଧ୍ୟରେ ଦେଶର କୋଉଠି ନା କୋଉଠି ବଡ଼ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି । ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରୁ ଲୋକେ ଲିପ୍ତ…

ଦେଶରେ କରୋନା ସଂକ୍ରମଣ ନିମ୍ନମୁଖୀ: ଆଜି ୨୬୭୭ ଜଣଙ୍କ ମୃତ୍ୟୁ, ୧.୧୪ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୬୭୭ ଜଣଙ୍କ…

କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର, (ଓଡିଶା ଭାସ୍କର): ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ପିଜିଟିଭ୍ ରିପୋର୍ଟ ଆସିବା ପରେ ସେ ରାଜଧାନୀ ଭୁବନେଶ୍ୱରର ସମ୍…

ହସ୍ପିଟାଲରେ ଭର୍ତ୍ତିହେଲେ ଅଭିନେତା ଦିଲ୍ଲୀପ କୁମାର

ମୁମ୍ବାଇ: ହିନ୍ଦୀ ଫିଲ୍ମ ଜଗତର ଭେଟରାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଦିଲ୍ଲୀପଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।…

ହୀନମନ୍ୟତାର ସୀମା ଟପିଲା: ଟାଇଟ୍ ପ୍ୟାଣ୍ଟ ପିନ୍ଧିଥିବାରୁ ମହିଳା ସାଂସଦଙ୍କୁ ପାର୍ଲାମେଣ୍ଟରୁ ତଡ଼ି ଦିଆଗଲା

ଡୋଡୋମା: ଆଜି ଆମେ ୨୦୨୧ରେ ଉପନୀତ ହୋଇସାରିଛେ । ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଚଳଣି ଆଦି କ୍ଷେତ୍ରରେ ଆମେ ବହୁ ଆଗରେ ପହଞ୍ଚିଛେ । ତଥାପି ଏବେ ମଧ୍ୟ ଅନେକ ସ୍ଥାନରେ ମହିଳାଙ୍କ ବେଶ ପୋଷାକକୁ…

ଓଡ଼ିଶାରେ ହଟିବ ଲକଡାଉନ୍? ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇ ପାରନ୍ତି ସରକାର

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ କମିବାରେ ଲାଗିଛି । ଅପରପକ୍ଷେ ସରକାର ଟିକାକରଣକୁ ଜୋରଦାର କରିବାରେ ଲାଗିଛନ୍ତି । ବର୍ତ୍ତମାନ ସାରା ରାଜ୍ୟରେ ଲକଡାଉନ୍ ଜାରି ରହିଛି । ତେବେ…

ଆସିଲା ୨ଲକ୍ଷରୁ ଅଧିକ ‘କୋଭିସିଲ୍ଡ’ ଟିକା, ୧୮-୪୪ବର୍ଗ ପାଇଁ ଦୂର ହେଲା ଟିକା ସଂକଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାକୁ ଆସିଛି ଆଉ ୨ଲକ୍ଷ ୨୭ ହଜାର ୭୫୦ ଡୋଜ୍‌ କୋଭିସିଲ୍ଡ ଟିକା । ଶନିବାର ପୁନେସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରୁ ସ୍ୱତନ୍ତ୍ର ବିମାନ ଯୋଗେ ଏହି ଟିକା ଆସି…

ନିର୍ମାଣାଧୀନ କୋଠାରୁ ଚୋରି କରିବା ଯୁବକକୁ ପଡିଲା ମହଙ୍ଗା, ଅଭିଯୁକ୍ତ ଧରିଲା ପୁଲିସ

ଭୁବନେଶ୍ୱର (ଓଡିଶା ଭାସ୍କର) : ନିର୍ମାଣାଧୀନ କୋଠାରୁ ଚୋରି କରିବା ଜଣେ ଯୁବକକୁ ମହଙ୍ଗା ପଡ଼ିଛି । ଏ ନେଇ ଅଭିଯୋଗ ହେବା ପରେ ଖଣ୍ଡଗିରି ଥାନା ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି । ଗିରଫ ଯୁବକଙ୍କ ନାମ ମୁନୁ ଓରଫ…

ସୁମିତ୍‌ଙ୍କ ଅଲିମ୍ପିକ୍‌ ସ୍ୱପ୍ନ ଧୂଳିସାତ୍‌, ଡୋପ୍‌ ଟେଷ୍ଟରେ ବିଫଳ ପରେ ୬ ମାସ ପାଇଁ ହେଲେ ସସ୍‌ପେଣ୍ଡ୍‌

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) :  ଗତ ମେ ମାସରେ ବୁଲଗାରିଆର ସୋଫିଆରେ ଅନୁଷ୍ଠିତ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ଭାରତୀୟ ରେସଲର ସୁମିତ ମଲିକ ସଫଳ ହୋଇ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା…

ଆଜି ଓଡ଼ିଶାରୁ ୪୨ ଜଣ କରୋନାରେ ପ୍ରାଣ ହରାଇଲେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…