Browsing Category
Featured
୨୯ରୁ ଦିଲ୍ଲୀରେ ଖୋଲିବ ସ୍କୁଲ, କଲେଜ; ସହରକୁ ପେଟ୍ରୋଲ-ଡିଜେଲ ଗାଡ଼ି ମନା
ନୂଆଦିଲ୍ଲୀ: ପ୍ରଦୂଷଣର ବିଷୟ ବଳୟରେ ଆଉଟ ପାଉଟ ହେଉଥିବା ରାଜଧାନୀ ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଦିଲ୍ଲୀରେ ଏବେ ପ୍ରଦୂଷଣ ମାତ୍ରା ହ୍ରାସ ପାଇଥିଲେ ହେଁ ସ୍ଥିତି ଉଦବେଗଜନକ ରହିଛି । ତଥାପି ଦିଲ୍ଲୀ…
ଦେଶରେ ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ହେଲା ଅଧିକ
ନୂଆଦିଲ୍ଲୀ: ନ୍ୟାସନାଲ ଫ୍ୟାମିଲି ଆଣ୍ଡ ହେଲଥ ସର୍ଭେ (NFHS) ଅନୁଯାୟୀ ଦେଶରେ ମହିଳାଙ୍କ ସଂଖ୍ୟା ବର୍ତ୍ତମାନ ପୁରୁଷଙ୍କ ତୁଳନାରେ ଅଧିକ ହୋଇଯାଇଛି । ଏପରି ପ୍ରଥମ ଥର ପାଇଁ ହୋଇଛି । ସଦ୍ୟତମ ସର୍ବେକ୍ଷଣ ତଥ୍ୟ…
ରାଶିଫଳ(ଗୁରୁବାର,୨୫ ନଭେମ୍ବର,୨୦୨୧)
ମେଷ : ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ରହିବ । ଆଜି ଆପଣ ଅସୁସ୍ଥତା, ବ୍ୟଗ୍ରତା, ଥକ୍କା ଓ ଆଳସ୍ୟ ଅନୁଭବ କରିବେ । କଥା କଥାରେ କ୍ରୋଧିତ ହେବେ । ମନ ଅଶାନ୍ତି ରହିବ । ଯେଉଁ କାର୍ଯ୍ୟ କରିବେ ତାହା ଖରାପ ହେବାର…
ISLରେ ଓଡ଼ିଶା ଏଫସିର ଦମଦାର ଆରମ୍ଭ: ୩-୧ରେ ହାରିଲା ବେଙ୍ଗାଲୁରୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇଣ୍ଡିଆନ ସୁପର ଲିଗରେ ଦମଦାର ଆରମ୍ଭ କରିଛି ଓଡ଼ିଶା ଏଫସି । ସୁନୀଲ ଛେତ୍ରୀଙ୍କ ଦଳ ବେଙ୍ଗାଲୁରୁ ଏଫସିକୁ ୩-୧ରେ ପରାସ୍ତ କରିବା ସହିତ ବିଜୟୀ ହୋଇଛି ଓଡ଼ିଶା । ଓଡ଼ିଶା ପକ୍ଷରୁ ଜାଭି…
ଓଡ଼ିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ କମିଟି ଗଠନ ହେଲା କମିଟି; ରହିଛନ୍ତି ୮ ପ୍ରଶାସନିକ ଅଧିକାରୀ
ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ ଗଠନ ହେଲା କମିଟି ଗଠନ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏହି କମିଟି । କମିଟିରେ ମୁଖ୍ୟ ଶାସନ ସଚିବଙ୍କ ସହ ମୋଟ ୮ ଅଧିକାରୀ ରହିଛନ୍ତି । ଉନ୍ନୟନ…
ବିଜେପିରେ ଯୋଗ ଦେଲେ ବିଦ୍ରୋହୀ କଂଗ୍ରେସ ନେତ୍ରୀ ଅଦିତି; ବିଏସପି ନେତ୍ରୀ ବନ୍ଦନା ସିଂ ମଧ୍ୟ ସାମିଲ
ନୂଆଦିଲ୍ଳୀ: ବିଦ୍ରୋହୀ କଂଗ୍ରେସ ନେତ୍ରୀ ଅଦିତି ସିଂ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି । ଅଦିତିଙ୍କ ସହିତ ବିଏସପି ବିଧାୟିକା ବନ୍ଦନା ସିଂ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ…
SCB ମଧ୍ୟକୁ ଯାଇ ପାରିବନି ଗାଡ଼ି; ଜାଣନ୍ତୁ କଣ ରହିଛି କାରଣ
କଟକ(ଓଡ଼ିଶା ଭାସ୍କର): SCB ବଡ଼ ମେଡିକାଲକୁ ଯାନବାହନ ପ୍ରବେଶ ଉପରେ ଲାଗିଲା କଟକଣା । ଉଭୟ ରାଣୀହାଟ ଓ ମଙ୍ଗଳାବାଗ ମୁଖ୍ୟ ଗେଟ ନିକଟରେ ମୁତୟନ ହେଲେ ସିକ୍ୟୁରିଟି । ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ…
ହକି ବିଶ୍ୱକପ: ପରାଜୟରୁ ଅଭିଯାନ ଆରମ୍ଭ କଲେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଖେଳାଯାଉଥିବା ଉଦଘାଟନୀ ମୁକାବିଲାରେ ପରାଜିତ ହୋଇଛି ଭାରତ । କଳିଙ୍ଗ ଷ୍ଟାଡିୟମରେ ଏହି ମୁକାବିଲାଟି କଡା ସଂଘର୍ଷପୂର୍ଣ୍ଣ ରହିଥିଲା । ପ୍ରଥମ ମୁକାବିଲାରେ…
ଭୁବନେଶ୍ୱରଙ୍କ ଘରକୁ ଆସିଲା ପରୀ; ଇନଷ୍ଟାଗ୍ରାମରେ ସୂଚନା ଦେଲେ ଭାରତୀୟ ପେସର
ନୂଆଦିଲ୍ଲୀ: ବାପା ହେଲେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର । ଭୁବନେଶ୍ୱର କୁମାରଙ୍କ ପତ୍ନୀ ନୁପୁର ବୁଧବାର ପ୍ରଥମ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ମଙ୍ଗଳବାର ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି…
କପିଲ ଶର୍ମାଙ୍କ ସୁଟିଂ ସେଟରୁ କେନ୍ଦ୍ରମନ୍ତ୍ରୀଙ୍କୁ ଫେରାଇଦେଲା ସିକ୍ୟୁରିଟି ଗାର୍ଡ, ପଢ଼ନ୍ତୁ ସଂପୂର୍ଣ୍ଣ ଖବର
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଅପମାନିତ । ଲୋକପ୍ରିୟ ହାସ୍ୟ ଟିଭି କାର୍ଯ୍ୟକ୍ରମ କପିଲ ଶର୍ମା ସୋରେ ଯୋଗଦେବାକୁ ଆସିଥିବା ଟିଭି କଳାକାର ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଅପମାନ । ସ୍ମୃତି ଇରାନୀ କପିଲ…