fbpx
Browsing Category

Featured

ବଢ଼ିଲା ବିପଦ! ବାୟୁ ମାଧ୍ୟମରେ ବ୍ୟାପୁଛି କରୋନା: ୬ ଫୁଟରୁ ଅଧିକ ଦୂରତାରେ ଥିଲେ ବି ହେବେ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୦ା୫: କରୋନା ଲଢ଼େଇ ପାଇଁ କେବଳ ସାମାଜିକ ଦୂରତା ବଜାୟ ରଖିବା ଯଥେଷ୍ଟ ନୁହେଁ । ୬ ଫୁଟରୁ ଅଧିକ ଦୂରତାକୁ କରୋନା ଭାଇରସ୍ ସହଜରେ ବ୍ୟାପି ପାରୁଛି । ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର…

ଆଜି ଶପଥ ନେବେ ହିମନ୍ତ ବିଶ୍ୱ ଶର୍ମା

ଦିସପୁର, ୧୦ା୫: ପୂର୍ବରୁ ଲାଗି ରହିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ହିମନ୍ତ ବିଶ୍ୱ ଶର୍ମା । ରାଜ୍ୟପାଳ ଜଗଦୀଶ ମୁଖୀ ୧୧ଟା ୩୦ରେ ହିମନ୍ତଙ୍କୁ ପଦ ଓ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩.୦୬ ଲକ୍ଷ ପାର

ନୂଆଦିଲ୍ଲୀ, ୧୦। ୫ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୬ ହଜାର ୩୧୩ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୮୯ ଲକ୍ଷ ୫୬…

ଓଡିଶାରେ କରୋନା ଯୋଗୁ ଆଖି ବୁଜିଲେ ୧୭ ଆକ୍ରାନ୍ତ

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ…

ଓଡିଶାରେ ଆଜି ୧୦,୦୩୧ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି, ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ବି ୧୦ ହାଜର ଉପରେ ରହିଛି ରାଜ୍ୟର ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା…

ରାଶିଫଳ(ସୋମବାର,୧୦ ମଇ,୨୦୨୧)

ମେଷ - ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ ।…

ସୁପରଷ୍ଟାର ଅମିତାଭ ବଚ୍ଚନ କୋଭିଡ ସେଣ୍ଟର ପାଇଁ ଦାନ କଲେ ୨କୋଟି ଟଙ୍କା

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କୋଭିଡ-କେୟାର ସେଣ୍ଟର ପାଇଁ ୨କୋଟି ଟଙ୍କା ଦାନ କରିଛନ୍ତି । ଦିଲ୍ଲୀର ରକବ ଗଞ୍ଜ ଗୁରୁଦ୍ୱାରରେ ସୋମବାର ଦିନ ଖୋଲିବାକୁ ଥିବା କୋଭିଡ-କେୟାର…

ସଟଡାଉନରେ ଚିକେନ ସେଣ୍ଟର ଖୋଲି ୧୦ ହଜାର ଫାଇନ

ଦେଓଗାଁ,୦୯/୦୫: ରାଜ୍ୟରେ ଜାରି ରହିଛି ଲକଡାଉନ ସଟଡାଉନ । ସଟଡାଉନ ନିୟମ ଭାଙ୍ଗି କେତେକ ଅମାନିଆ ଫାଇନ ମଧ୍ୟ ଗଣୁଛନ୍ତି । ତେବେ ଆଜି ସଟଡାଉନ ଥିବାବେଳେ ଜଣେ ଚିକେନ ଦୋକନୀ ଦୋକାନ ଖୋଲି କିପରି କୋଭିଡ ନିୟମ…

ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଚେତନ ସାକାରିଆଙ୍କ ପିତାଙ୍କର କୋଭିଡ -୧୯ ରେ ମୃତ୍ୟୁ

ନୂଆଦିଲ୍ଲୀ, ୦୯/୦୫: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଚେତନ ସକାରିଆଙ୍କ ପିତା କୋଭିଡ-୧୯ ସଂକ୍ରମଣ ହେତୁ ମୃତ୍ୟୁ ବରଣ କରିଛନ୍ତି। ଚେତନଙ୍କ ପିତା କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ…

କୋଭିଡ୍ -୧୯ ବିରୋଧରେ ଲଢେଇ ପାଇଁ ୪୦୦ ଅବସରପ୍ରାପ୍ତ ଡାକ୍ତରଙ୍କୁ ନିୟୋଜିତ କରିବ AFMS

ନୂଆଦିଲ୍ଲୀ, ୯/୫: କୋଭିଡ୍ -୧୯ ମହାମାରୀ ବିରୋଧରେ ଲଢେଇକୁ  ମଜବୁତ କରିବା ପାଇଁ ସଶସ୍ତ୍ର ବାହିନୀ ମେଡିକାଲ୍ ସର୍ଭିସେସ୍ (AFMS) ୧୧ ମାସ ପାଇଁ ୪୦୦ ଅବସରପ୍ରାପ୍ତ ମେଡିକାଲ୍ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ଯାଉଛି ।…