Browsing Category

Featured

ଟି-୨୦ ବିଶ୍ୱକପ୍: ନାମିବ୍ୟାର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ: ବୋଲରଙ୍କ ସଫଳତା ଏବଂ ଜେଜେ ସ୍ମିଟଙ୍କ ଅଲରାଉଣ୍ଡ ସଫଳତା ବଳରେ ଟି-୨୦ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି ନାମିବ୍ୟା । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ମାତ୍ର ୧୦୯ ରନ କରିଥିବା ବେଳେ ୫ଟି ବଲ…

ଗୋଷ୍ଠୀ କନ୍ଦଳରେ ସମ୍ପୃକ୍ତ ଅତନୁ ସବ୍ୟସାଚୀ; ପର୍ଯ୍ୟବେକ୍ଷକଙ୍କ ନିକଟରେ ସଙ୍ଗୀନ ଅଭିଯୋଗ

ମହାକାଳପଡା(ଓଡ଼ିଶା ଭାସ୍କର): ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ପାଟକୁରାରେ ଗୋଷ୍ଠୀ କନ୍ଦଳ କରୁଥିବା ନେଇ ସଞ୍ଜୟ ଅଗ୍ରୱାଲ ଅଭିଯୋଗ କରିଛନ୍ତି । ମଙ୍ଗଳବାର ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରିଲୋପାଟଣା…

ବିରୋଧ କଲେ ବିଜେପି ମନ୍ତ୍ରୀ; Lesbian ଆଡ ପ୍ରତ୍ୟାହାର କଲା ଡାବର

ନୂଆଦିଲ୍ଳୀ: ସମଲିଙ୍ଗୀ ମହିଳାଙ୍କୁ କରୱା ଚୌଥ୍ ଆଡରେ ଦେଖାଇବାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଏହାକୁ ପ୍ରତ୍ୟାହାର କରିନେଇଛି ଡାବର ଇଣ୍ଡିଆ । ଏଫ୍ଏମସିଜି କମ୍ପାନୀ ଡାବର ପକ୍ଷରୁ ଏକ କରୱା ଚୌଥ୍ ଆଡରେ ଦୁଇ ଜଣ…

ଦିପାବଳୀରେ କରନ୍ତୁ ଅନଲିମିଟେଡ Shopping: ମାସେ ପରେ କରିବେ ପେମେଣ୍ଟ;ଏହି ଆପ୍ ଦେଉଛି ଅଫର୍

ନୂଆଦିଲ୍ଲୀ: ଦୀପାବଳିର ଏହି ପାର୍ବଣ ମାହୋଲରେ ଶପିଂ କରିବାକୁ ସମସ୍ତେ ଚାହାନ୍ତି । ତେବେ ପକେଟରେ ପଇସା ନଥିଲେ ଶପିଂ କରିବା ମୁସ୍କିଲ । ଏହି ସମସ୍ୟାର ସମାଧାନ ପାଇଁ ପେଟିଏମ ପକ୍ଷରୁ ଏକ ଅଭିନବ ଉପାୟ ଅଣାଯାଇଛି । ଏହି…

ପ୍ରମୋଦ ଭଗତଙ୍କୁ ଖେଳରତ୍ନ; ନୀରଜ ଚୋପ୍ରାଙ୍କ ସମେତ ୧୧ ଜଣ ମନୋନୀତ

ନୂଆଦିଲ୍ଳୀ: ଓଡ଼ିଶାର ଗର୍ବ ଓ ଗୌରବ ତଥା ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କୁ ମିଳିବ ଖେଳରତ୍ନ । ବୁଧବାର କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ୧୧ ଜଣ ଖେଳାଳିଙ୍କୁ ଖେଳରତ୍ନ ପାଇଁ ମନୋନୀତ କରାଯାଇଛି ।…

ନଭେମ୍ବରରୁ Biological Eର ନୂଆ ଟିକା; ୩ କୋଟି ଟିକା ପାଇଁ ଆଡଭାନ୍ସ

ନୂଆଦିଲ୍ଳୀ:ନଭେମ୍ବର ଶେଷ ସୁଦ୍ଧା ହାଇଦ୍ରାବାଦର ଟିକା ଉତ୍ପାଦନକାରୀ କମ୍ପାନୀ ବାୟୋଲୋଜିକାଲ-ଇ ପ୍ରସ୍ତୁତ କୋଭିଡ ଭାକ୍ସିନ ‘କର୍ବେଭାକ୍ସ’ ବଜାରକୁ ଆସିବ ବୋଲି ଆଶା କରାଯାଉଛି । ପ୍ରଥମ ଦିନରେ କମ୍ପାନୀ ପାଖାପାଖି ୧୦…

Pegasus ସ୍ପାଏୱେୟାର ମାମଲା; ଦେଶରେ ଗଣତନ୍ତ୍ରର ହତ୍ୟା ହୋଇଛି

ନୂଆଦିଲ୍ଳୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି । ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାକୁ ହତ୍ୟା କରିବା ପାଇଁ ପେଗାସସ୍ ସ୍ପାଏୱେୟାର ବ୍ୟବହାର କରାଯାଇଛି ବୋଲି ରାହୁଲ କହିଛନ୍ତି…

Smart class ସମୀକ୍ଷା କଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ

ସୁକିନ୍ଦା (ଓଡ଼ିଶା ଭାସ୍କର): ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ସ୍ମାର୍ଟ କ୍ଲାସ ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥାକୁ ବୁଧବାର ସମୀକ୍ଷା କରିଛନ୍ତି ବିଧାୟକ ।…

ଆର୍ଯ୍ୟନଙ୍କୁ ମିଳିଲାନି ବେଲ୍; ଆସନ୍ତା କାଲି ହାଇକୋର୍ଟରେ ଶୁଣାଣି

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ବଢିବାରେ ଲାଗିଛି ଆର୍ଯ୍ୟନ ଖାନଙ୍କ ଅଡୁଅ । ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ବୁଧବାର ମଧ୍ୟ ମିଳିନାହିଁ ଜାମିନ । ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା…

ଚୀନ ସରକାରଙ୍କ ଏକଛତ୍ରବାଦ: ବର୍ଷକରେ ଶିଳ୍ପପତି ହରାଇଲେ ୨୫ ଲକ୍ଷ କୋଟି

ନୂଆଦିଲ୍ଳୀ: ଚୀନ ସରକାରଙ୍କ ଏକଛତ୍ରବାଦ ନୀତି କାରଣରୁ ୨୫ ଲକ୍ଷ କୋଟି ହରାଇଛନ୍ତି ଶିଳ୍ପପତି । କୌଣସି ସାଧାରଣ ବ୍ୟବସାୟୀ ନୁହନ୍ତି ବରଂ ବିଶ୍ୱର ଧନୀଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଥିବା ଅଲିବାବା ଗ୍ରୁପର…