Browsing Category
Featured
ଆଶ୍ରମ ସ୍କୁଲରେ ମହିଳା ରୋଷେୟାଙ୍କୁ ଯୌନ ନର୍ଯାତନା ଅଭିଯୋଗ, ପ୍ରଧାନ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ
କରଞ୍ଜିଆ (ଭାସ୍କର ନ୍ୟୁଜ): କରଞ୍ଜିଆ ଉପଖଣ୍ଡ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରିଂ ଗ୍ରାମରେ ଥିବା ବୋରିଂ ଆଶ୍ରମ ସ୍କୁଲରେ ଜଣେ ମହିଳା ରୋଷେୟାଙ୍କୁ ସେହି ସ୍କୁଲର ପ୍ରଧାନ ଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ…
ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ
ବାରିପଦା(ଓଡ଼ିଶା ଭାସ୍କର): ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ମୟୁରଭଞ୍ଜ ବନ୍ଦ ରହିବ । ତେବେ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସଭାରେ…
ନନ୍ଦନକାନନ ପୁଣି ଏକ ମଣିୁର ହରିଣ ଶାବକ ଜନ୍ମ, ୧୯କୁ ବଢ଼ିଲା ସଂଖ୍ୟା
ବାରଙ୍ଗ(ଭାସ୍କର ନ୍ୟୁଜ୍): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୬ନମ୍ବର ‘ଖ’ ଖୁଆଡରେ ପୁଣି ଏକ ମଣିୁର ହରିଣ ଶାବକ ଜନ୍ମ ନେଇଛି । ରବିବାର ସକାଳେ ଖୁଆଢ ଦାୟୁତ୍ୱରେ ଥିବା ଜନ୍ତୁରକ୍ଷକ ମଣିୁର ହରିଣ ଏକ ଶାବକ ଜନ୍ମ କରିଥିବା…
ନୂଆ ଚାଲ୍ ଖେଳିଲା ଡ୍ରାଗନ୍: ଚୀନ୍ରେ ପାରିତ ହେଲା ନୂଆ ‘ଲ୍ୟାଣ୍ଡ ବର୍ଡର ଲ’, ସୀମା ବିବାଦ ଉପରେ ପଡିବ ପ୍ରଭାବ
ନୂଆଦିଲ୍ଲୀ: ଭାରତ ସହ ସୀମା ବିବାଦ ଭିତରେ ଚୀନ୍ ନୂଆ ଚାଲ୍ ଖେଳି ନୂଆ ଆଇନ୍ ପାରିତ କରିଛି । ପାରିତ କରିଛି ନୂଆ ‘ଭୂମି ସୀମା ଆଇନ୍ ତଥା ଲ୍ୟାଣ୍ଡ ବର୍ଡର ଲ’ । ଏହାର ପ୍ରଭାବ ଭାରତ ସହ ବେଜିଂର ସୀମା ବିବାଦ ଉପରେ…
୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ ପଛରୁ ପିଟିଲା କଣ୍ଟେନର୍, କେବିନରେ ଚାପି ହୋଇ ରହିଗଲେ ଡ୍ରାଇଭର
ମୟୂରଭଞ୍ଜ (ଭାସ୍କର ନ୍ୟୁଜ୍): ଟ୍ରକକୁ ପଛ ପଟୁ ଧକ୍କା ଦେଲା କଣ୍ଟେନର୍। ଟ୍ରକ୍ କେବିନରେ ଚାପି ହୋଇ ରହିଗଲେ ଡ୍ରାଇଭର। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାତି ପ୍ରାୟ ୧୧ଟା ସମୟରେ ଝାରପୋଖରିଆ ୪୯ ନମ୍ବର ଜାତୀୟ…
ଜୀବନସାଥୀଙ୍କୁ କୁହନ୍ତୁନି ଏହି ୫ କଥା; ହେଇଯିବ Break-up
୧.କ’ଣ ଆପଣ ସବୁକିଛି ଆପଣଙ୍କ ଜୀବନ ସାଥୀଙ୍କ ସହ ସେୟାର କରୁଛନ୍ତି କି’ ?
ଆମେ ଏମିତି ଏକ ସାଥିଟିଏ ଖୋଜୁ ଯାହା ସହ ଆମେ ଆମର ସବୁ କଥା ସେୟାର କରିପାରିବା । କିନ୍ତୁ କେତକ କ୍ଷେତ୍ରରେ ଆମକୁ କିଛି କଥା ସିକ୍ରେଟ୍…
ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର: ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି, ବ୍ରତଧାରୀ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ବାରଣ
କଟକ (ଭାସ୍କର ନ୍ୟୁଜ୍) : ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର । ଏହି ଧର୍ମମାସରେ ହବିଷ୍ୟାଳିମାନେ ବ୍ରତ ପାଳନ କରିବା ସହ ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କରି ନିଜର ଅଭିଳାଷ ପୂରଣ କରିବା ସହ ପୂଣ୍ୟ ଅର୍ଜନ…
ରାଶିଫଳ(ସୋମବାର,୨୫ ଅକ୍ଟୋବର,୨୦୨୧)
ମେଷ - ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ରହିବ । ଆଜି ଆପଣ ଅସୁସ୍ଥତା, ବ୍ୟଗ୍ରତା, ଥକ୍କା ଓ ଆଳସ୍ୟ ଅନୁଭବ କରିବେ । କଥା କଥାରେ କ୍ରୋଧିତ ହେବେ । ମନ ଅଶାନ୍ତି ରହିବ । ଯେଉଁ କାର୍ଯ୍ୟ କରିବେ ତାହା ଖରାପ ହେବାର…
କୋହଲିଙ୍କ ଅର୍ଦ୍ଧଶତକ ବେକାର; ଭାରତକୁ ଧରାଶାୟୀ କଲେ ଆଜମ-ରିଜୱାନ
ନୂଆଦିଲ୍ଳୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲାରେ ପାକିସ୍ତାନ ବିଜୟ ହାସଲ କରିବା ସହିତ ଇତିହାସ ରଚିଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ଭାରତ ମାତ୍ର ୧୫୧ ରନ…
‘ଆଶ୍ରମ’ ସୁଟିଂ ସମୟରେ ବିରୋଧ: ନିର୍ଦ୍ଦେଶକଙ୍କ ଉପରକୁ କାଳି ପିଙ୍ଗିଲେ ହିନ୍ଦୁ ସଂଙ୍ଗଠନ
ନିର୍ମାତା ତଥା ନିର୍ଦ୍ଦେଶକ ପ୍ରକାଶ ଝାଙ୍କୁ ଚର୍ଚ୍ଚିତ ୱେବ ସିରିଜ୍ ‘ଆଶ୍ରମ’ର ସୁଟିଂ ସମୟରେ ଭୋପାଳରେ ହିନ୍ଦୁ ସଙ୍ଗଠନର ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ବିକ୍ଷୋଭକାରୀମାନେ ପ୍ରକାଶ ଝାଙ୍କ ଉପରକୁ କାଳି…