Browsing Category
Featured
କଇଁଫୁଲ ହେଲା କାଳ, ଯୋରରେ ବୁଡ଼ି ଚାଲିଗଲା ୨ ନାବାଳକଙ୍କ ଜୀବନ
ଯାଜପୁର(ଓଡ଼ିଶା ଭାସ୍କର): ବୈତରଣୀ ନଦୀ ଯୋରରେ ବୁଡ଼ିଯିବାରୁ ୨ ନାବାଳକଙ୍କ ମୃତ୍ୟୁ ଘଟିଛି । କଇଁଫୁଲ ତୋଳିବାକୁ ଯାଇଥିବା ବେଳେ ବୁଡ଼ିଯାଇ ୨ ନାବାଳକ ପ୍ରାଣ ହରାଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର । ଯାଜପୁର ଜିଲ୍ଲା…
ଛୋଟ ବେଳେ ଡାକ୍ତରଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଛନ୍ତି ନୀନା ଗୁପ୍ତା, କହିଲେ- ଡର ଲାଗୁଥିଲା…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତା ନିଜର ଭିନ୍ନ ଅନ୍ଦାଜ୍ ଓ ଜବରଦସ୍ତ ଅଭିନୟ ପାଇଁ ଇଣ୍ଡଷ୍ଟ୍ରୀରେ ଖୁବ୍ ଜଣାଶୁଣା । ସେ ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ଭାବରେ କଥା ହୋଇଥାନ୍ତି । ଏପରିକି ସେ ଏକଦମ୍…
ମନୀଷ ହତ୍ୟା ମାମଲା: ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ମାମଲାରେ ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ । ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ । ଅମ୍ରିତ,…
କେମିତି ଶୁଭୁଛି ସୂର୍ଯ୍ୟର ନିକଟତର ଗ୍ରହରୁ ଆସୁଥିବା ଶବ୍ଦ, ଶୁଣନ୍ତୁ
ନୂଆଦିଲ୍ଲୀ : ବୈଜ୍ଞାନିକଙ୍କ ଦ୍ୱାରା ମହାକାଶ ସମ୍ବନ୍ଧିତ ଅନେକ ଗବେଷଣା ଜାରି ରହିଛି । ସେ ମଙ୍ଗଳ ଗ୍ରହରେ ଜୀବନ ସନ୍ଧାନ ହେଉ କି ଚନ୍ଦ୍ରର ଗତିବିଧି ବୈଜ୍ଞାନିକ ଅହୋରାତ୍ର ନିଜର ଗବେଷଣା ଚଳାଇଛନ୍ତି । ଏବେ…
ଆଲର୍ଟ: ଫୋନରେ ପୂର୍ବରୁ ହିଁ ଇନଷ୍ଟଲ୍ ଥିବା ଆପ୍ ହୋଇପାରେ ଗୁପ୍ତଚର, ଜାଣନ୍ତୁ ଏହାଠାରୁ ବର୍ତ୍ତିବାର ତରିକା
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯେଉଁଭଳି ଭାବରେ ସ୍ମାର୍ଟଫୋନ୍ ବଜାର କାୟା ବିସ୍ତାର କରୁଛି, ଏହାର ରଙ୍ଗ-ରୁପ ତଥା ଫିଚର୍ ରେ ଅନେକ ପରିବର୍ତ୍ତନ ଆସୁଛି । ତେବେ ସ୍ମାର୍ଟଫୋନ୍ କିଣିବା ସମୟରେ କିଛି ଆପ୍ ପୁର୍ବରୁ ହିଁ…
ଜିମରେ ସ୍ୱାମୀଙ୍କ ସହ ଏକ୍ସରସାଇଜ୍ କରୁଥିଲେ ମହିଳା ବାନ୍ଧବୀ, ଚପଲରେ ପିଟିଲେ ପତ୍ନୀ: ଭିଡିଓ ଭାଇରାଲ
ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳା କୋହୋଫିଜା ଅଞ୍ଚଳରେ ବଡ଼ ହଙ୍ଗାମା କରିଛନ୍ତି । କୋହୋଫିଜାର ଜିମରେ ଜଣେ ମହିଳା ନିଜ ଭଊଣୀ ସହିତ ପହଞ୍ଚିଥିଲେ । ସେଠାରେ…
ବାଂଲାଦେଶରେ ଥମୁନି ହିନ୍ଦୁ ବିରୋଧୀ ହିଂସା, ସାମାନ୍ୟ ଫେସବୁକ ପୋଷ୍ଟ ପାଇଁ ଜାଳିଦେଲେ ୨୦ଟି ଘର; ସ୍ଥିତି ଉଦ୍ବେଗଜନକ
ନୂଆଦିଲ୍ଲୀ: ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି । ହିନ୍ଦୁ ମାନଙ୍କ ମୁଖ୍ୟ ପୂଜା ଦୁର୍ଗା ମା'ଙ୍କର ପୁଜା ଅକ୍ଟୋବର ୧୩ ତାରିଖରୁ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ଧରୁନି । ବାଂଲାଦେଶର…
କଲବଲ୍ କରୁଛି ତୈଳ ଦର, ଉଡାଜାହାଜ ଇନ୍ଧନଠୁ ବି ମହଙ୍ଗା ଆପଣଙ୍କ କାର-ବାଇକରେ ବ୍ୟବହୃତ ପେଟ୍ରୋଲ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ୍ ଦର ଆହୁରି ମହଙ୍ଗା ହେବାରେ ଲାଗିିଛି । ପ୍ରଥମେ ୧୦୦ପାର କରି ସାରିଥିବା ତୈଳ ଦାମ ଏବେ ୧୦୫ ଅତିକ୍ରମ କଲାଣି । ତେଲ ଦର ଜନତାଙ୍କୁ କଲବଲ କରୁଛି । କଣ ଆପଣ…
ଆସୁଛି ଆଉ ଏକ ଲଘୁଚାପ! ପଶ୍ଚିମବଙ୍ଗ ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିଥିବା ବେଳେ ପୁଣି ମାଡ଼ି ଆସୁଛି ଆଉ ଏଘ ଲଘୁଚାପ । ପଶ୍ଚିମବଙ୍ଗ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଏକ ଲଘୁଚାପ କ୍ଷେତ୍ର । ଉତ୍ତର ଓଡ଼ିଶା ଓ ଆଖପାଖ…
ସାଓମି, ଆପଲ୍ ଓ ସାମସଙ୍ଗ, ଜାଣନ୍ତୁ ନମ୍ବର-୧ରେ ରହିଛି କେଉଁ ସ୍ମାର୍ଟଫୋନ୍ କମ୍ପାନୀ
ନୂଆଦିଲ୍ଲୀ: ଗ୍ଲୋବାଲ୍ ସ୍ମାର୍ଟଫୋନ୍ ସିପମେଣ୍ଟ୍ କୁ ନେଇ ରିସର୍ଚ୍ଚ ଫର୍ମ କାନାଲିସ୍ (ଉବଦ୍ଭବକ୍ଷଚ୍ଚଗ୍ଦ)ର ଏକ ରିପୋର୍ଟରେ ସାଓମିକୁ ତୃତୀୟ ସ୍ଥାନ ମିଳିଛି । ଦ୍ୱିତୀୟରେ ରହିଛି ଆପଳ୍ ସ୍ମାର୍ଟଫୋନ୍ ଓ ପ୍ରଥମ…