Browsing Category

Featured

ଭିଜିଲାନ୍ସ ଜାଲରେ ଏସଇ, କାରରୁ ୧୦ ଲକ୍ଷ ଟଙ୍କା ଜବତ

ଯାଜପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର । କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ବିଧାନଚନ୍ଦ୍ର ସାହୁଙ୍କୁ ଧରିଛି ଭିଜିଲାନ୍ସ ।…

ନବରାତ୍ରିର ଶୁଭବେଳାରେ ୯ଟି ସ୍କିମରେ ଆଜି ହିଁ କରନ୍ତୁ ନିବେଶ, ଲାଇଫ୍ ହୋଇଯିବ ମାଲାମାଲ୍

ନବରାତ୍ରିର ୯ ପାର୍ବଣ ଦିନରେ ଯେ କୌଣସି କାର୍ଯ୍ୟ କଲେ ତାହାକୁ ଶୁଭ ବୋଲି ମାନାଯାଏ । ଯଦି ଏହି ସମୟରେ ଆପଣ କୌଣସି ନିବେଶ କରନ୍ତି, ତେବେ ସେଥିରେ ଆପଣଙ୍କୁ ଅଧିକ ଫାଇଦା ମିଳିବ । ଆଜି ଆମେ ଆପଣଙ୍କୁ ଏପରି ୯ଟି ନିବେଶ…

ଅଧିକ ଅମାନିଆ ହେଲେ ବନ୍ଧାହେବେ: ସିପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ଏବେବି ରହିଛି ବିପଦ । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ କରୋନା ଧୀରେ ଧୀରେ ବଢୁଥିବା କୁହାଯାଉଛି । ଏହାରି ମଧ୍ୟରେ ଆଗକୁ ଆସୁଛି…

ଆର୍ଯ୍ୟନଙ୍କ ଗିରଫଦାରୀ ପରେ ଶାହରୁଖ ଖାନଙ୍କୁ ଝଟକା, BYJU’S ରୋକିଲା ସବୁ ବିଜ୍ଞାପନ

ମୁମ୍ବାଇ: କ୍ରୁଜ୍ ପାର୍ଟି ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଆର୍ୟ୍ୟନ୍ ଖାନଙ୍କ ଗିରଫ ପରେ ବାପା ଶାହରୁଖ ଖାନଙ୍କୁ ଏବେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ଦେଶର ବୃହତ୍ତମ ଏଡଟେକ୍ ଷ୍ଟାର୍ଟ ଅପ୍ କମ୍ପାନୀ ବାଇଜୁ,…

ଶ୍ରୀମନ୍ଦିରରେ ନାବାଳିକାଙ୍କ ସହ ଅସଦାଚରଣ ଅଭିଯୋଗ

ପୁରୀ (ଓଡିଶା ଭାସ୍କର) : ପୁରୀ ଶ୍ରୀମନ୍ଦିର ପରିସରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ସ୍ଥିତ ବାମନ ମନ୍ଦିର ପରିସରରେ ଜଣେ ପୂଜକ ଏଭଳି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।…

ଏହି ରାଜ୍ୟରୁ ଆସିଛି ରାମ ମନ୍ଦିର ପାଇଁ ସର୍ବାଧିକ ଚାନ୍ଦା, କେନ୍ଦ୍ର ମନ୍ତ୍ରୀ ଦେଲେ ସୂଚନା

ଅହମଦାବାଦ୍: ରାମ ମନ୍ଦିର ନିର୍ମାଣ ପାଇଁ ସର୍ବାଧିକ ଆର୍ଥିକ ସହଯୋଗ ରାଜସ୍ଥାନରୁ ଆସିଛି । କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ କୈଳାସ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ଅହମଦାବାଦ୍ ରେ ରାଜସ୍ଥାନ-ଗୁଜୁରାଟ ମନ୍ତ୍ରୀ ସଂଘ…

ଭାରତର ଏହି ରହସ୍ୟମୟୀ ସୁଡଙ୍ଗରେ ଗାଏବ ହୋଇଥିଲା ବିଶାଳ ବରଯାତ୍ରୀ, ଲୁଚିରହିଛି କୋଟି କୋଟି ସମ୍ପତ୍ତିର ରତ୍ନ-ଅଳଙ୍କାର

ନୂଆଦିଲ୍ଲୀ: ଆଜିର ଯୁଗରେ ବିଜ୍ଞାନ ଯେତେ ଆଗକୁ ଗଲେ ବି ଅନେକ ରହସ୍ୟରୁ ପରଦା ଉଠିନାହିଁ । ଅନେକ ସ୍ଥାନରେ ବିଜ୍ଞାନ ବି ଫେଲ୍ ମାରିଛି । ଏପରି ଏକ ରହସ୍ୟମୟୀ ସୁଡ଼ଙ୍ଗ ଭାରତରେ ରହିଛି, ଯେଉଁଠି ପୁରା ବରଯାତ୍ରୀ ଗାଏବ…

୧୦୦ କୋଟିରୁ ଅଧିକ Facebook ୟୁଜର୍ସଙ୍କ ଡାଟା ହେଲା ଲିକ୍: ପର୍ସନାଲ୍ ଡିଟେଲ୍ସ ଖୋଲାଖୋଲି ବିକ୍ରି କରୁଛି ଏହି କମ୍ପାନୀ

ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଯୁଗରେ ଫେସବୁକ ସମସ୍ତଙ୍କର ଖୁବ୍ ପ୍ରିୟ ସୋସିଆଲ ମିଡିଆ ପାଲଟି ଯାଇଛି । ତେବେ ଅନେକ ସମୟରେ ବ୍ୟକ୍ତିଗତ ଡାଟା ଲିକକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ । ତେବେ ନିକଟରେ ଏନେଇ ଏକ…

୧୭ ଲୋକଙ୍କ ହତ୍ୟାକାରୀ, ପାଣିରେ ବୁଡ଼ାଇ ବୁଡ଼ାଇ ମାରୁଥିଲା; ଏବେ ପୋଲିସ୍ ପଞ୍ଝାରେ

ନୋଏଡା: ହରିୟାଣାର ରୋହତକରେ ରହୁଥିବା ରୋହିତ୍ ଙ୍କର ହତ୍ୟା କରିଥିବା "ଗଦର୍ ଗ୍ୟାଙ୍ଗ"ର ସରଗନା ନବୀନ ଜାଟ୍ ୧୭ରୁ ଅଧିକ ହତ୍ୟା କରିସାରିଛି । ପୋଲିସ୍ ର ପଚରାଉଚରା ବେଳେ ସେ ସତ ମାନିଛି । ଗୁରୁବାର ଦିନ ବିଳମ୍ବିତ…

ଲକ୍ଷ୍ମୀପୁର କାଣ୍ଡ: ପୋଲିସ ସାମ୍ନାରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ହାଜର ହେବା ପରେ ଅନଶନ ଭାଙ୍ଗିଲେ ସିଦ୍ଧୁ

ଲକ୍ଷ୍ମୀପୁର ଖେରି : ଲକ୍ଷ୍ମୀପୁର ଖେରି ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ପୋଲିସ ସମ୍ମୁଖରେ ହାଜର ହେବା ପରେ ଅନଶନ ଭାଙ୍ଗିଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ । ପୋଲିସ ଦ୍ୱାରା…