Browsing Category

Featured

ମହୀଶୁର୍ ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ବଡ଼ ସଫଳତା, ୫ ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକ ମହିଶୁରରେ ଛାତ୍ରୀଙ୍କ ସହିତ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ପୋଲିସ୍ କୁ ବଡ଼ ସଫଳତା । ଏହି ମାମଲାର ତଦନ୍ତ କରୁଥିବା ପୋଲିସ୍ ହାତରେ ଆଜି ୫ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି । ସେମାନଙ୍କୁ ଗିରଫ…

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୀବନରେ ମାରି ଦେବାକୁ ଧମକ, ପ୍ରଫେସରଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା

କୋଲକାତା : ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେବା ଜଣେ ପ୍ରଫେସରଙ୍କୁ ମହଙ୍ଗା ପଡିଛି । କଲିକତା ବିଶ୍ୱ ବିଦ୍ୟାଳୟର ଏହି ପ୍ରଫେସରଙ୍କ ବିରୋଧରେ ପୋଲିସ ହତ୍ୟା ଧମକ…

ଇ-ଯାନ ଉପରେ ରିହାତି ଘୋଷଣା କଲେ ରାଜ୍ୟ ସରକାର, ଜାଣନ୍ତୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ପେଟ୍ରୋଲ-ଡିଜେଲ ଦର ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ବିଦ୍ୟୁତ୍ ଚାଳିକ ଯାନକୁ କିଣିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ଏଣିକି ବ୍ୟାଟେରୀ ଗାଡ଼ି…

KBC ୧୩ର ପ୍ରଥମ କୋଟିପତି ହିମାନୀ ଏହି ଜିନିଷରେ ଖର୍ଚ୍ଚ କରିବେ ଜିତିଥିବା ଧନରାଶି

ନୂଆଦିଲ୍ଲୀ: କୌନ୍ ବନେଗା କରୋଡପତିର ୧୩ ତମ ସିଜନ୍ ଆରମ୍ଭ ହେବାପରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ତେବେ ଆରମ୍ଭ ନହେଉଣୁ ଏହି ସଜନ୍ ର ପ୍ରଥମ କୋଟିପତି ବନିଛନ୍ତି ହିମାନୀ ବୁନ୍ଦେଲା । ଦିବ୍ୟାଙ୍ଗ ହୋଇ ମଧ୍ୟ ସେ…

Ind vs Eng: କ’ଣ ଆଜି ଦ୍ୱିଶତକ ଲଗାଇବେ ଚେତେଶ୍ୱର ପୂଜାରା, ୯ ବର୍ଷର ପୁରୁଣା ଇତିହାସ କରୁଛି ଇସାରା

ନୂଆଦିଲ୍ଲୀ : ଗତ କିଛି ସମୟରୁ ଖରାପ ଫର୍ମ ଦେଇ ସଂଘର୍ଷ କରୁଥିବା ଭାରତୀୟ ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା ଇଂଲଣ୍ଡ ବିପକ୍ଷ ଲିଡ୍ସରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଦ୍ୱିଶତକ ହାସଲ କରି ପାରନ୍ତି । ତାଙ୍କୁ ଶତକର…

ଗଣଦୁଷ୍କର୍ମ ପରେ ଆକ୍ସନ୍ ମୋଡରେ ବିଶ୍ୱବିଦ୍ୟାଳୟ; ଏକା ବୁଲିପାରିବେନି ଛାତ୍ରୀ, ବାହାର ପିଲାଙ୍କୁ ନୋ ଏଣ୍ଟ୍ରି

ମହୀଶୁର: କର୍ଣ୍ଣାଟକର ମହୀଶୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ମୈସୁର୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ପ୍ରତିବନ୍ଧକ କଡ଼ାକଡ଼ି କରିବାକୁ ଯାଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ…

IPS ଅମିତାଭ ଠାକୁର ଗିରଫ, ବଳପୂର୍ବକ ଉଠାଇନେଲା ପୋଲିସ୍ । ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ: ସୁପ୍ରିମକୋର୍ଟ ବାହାରେ ପୀଡିତାଙ୍କ ଆତ୍ମହତ୍ୟା କରିବା ମାମଲାରେ ପୂର୍ବତନ ଆଇପିଏସ ଅଧିକାରୀ ଅମିତାଭ ଠାକୁରଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ଗତ ମାର୍ଚ୍ଚ ମାସରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା…

କାବୁଲ ପରେ ଏବେ ଭାରତ ଦୋହାଲଇବାକୁ ଷଡଯନ୍ତ୍ର, ଦିଲ୍ଲୀ ସମେତ ଉତ୍ତର ଭାରତରେ ଆତଙ୍କୀ ଆକ୍ରମଣର ଆଲର୍ଟ ଜାରି

ନୂଆଦିଲ୍ଲୀ : କାବୁଲ ବିମାନ ବନ୍ଦରରେ ବୋମା ବିସ୍ଫୋରଣ ପରେ ଏବେ ଆତଙ୍କବାଦୀଙ୍କ ନଜର ଭାରତ ଉପରେ । ଆତଙ୍କବାଦୀଙ୍କ ନଜରରେ ଏବେ ରହିଛି ପୂରା ଉତ୍ତର ଭାରତ । ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତିର ଫାଇଦା ଉଠାଇବାକୁ…