Browsing Category
Featured
୨୭ ଜୁଲାଇ ପର୍ଯ୍ୟନ୍ତ ବଢ଼ିଗଲା ରାଜ୍ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ବା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ଆହୁରି ବଢ଼ିଯାଇଛି । ଅଶ୍ଲୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହୋଇଥିବା ରାଜ ୨୭ ଜୁଲାଇ ପର୍ଯ୍ୟନ୍ତ ଜେଲରେ…
ବ୍ରେନ ଟ୍ୟୁମର ସର୍ଜରୀ ସମୟରେ ହନୁମାନ ଚାଳିଶା ପାଠ କଲେ ମହିଳା
ନୂଆଦିଲ୍ଲୀ: ଜଣେ ମହିଳାଙ୍କୁ ବେହୋସ ନକରି ଏକ ସଫଳ ବ୍ରେନ ଟ୍ୟୁମର ସର୍ଜରୀ ରାଜଧାନୀ ଦିଲ୍ଲୀ ଏମ୍ସ (AIIMS)ର ନ୍ୟୁରୋ ସର୍ଜରୀ ବିଭାଗରେ କରାଯାଇଛି । ଅସ୍ତ୍ରୋପଚାର ସମୟରେ ମହିଳା ଜଣକ ହନୁମାନ ଚାଳିଶା ପାଠ କରୁଥିଲେ ।…
ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ସଂପର୍କ ଅସ୍ୱୀକାର କଲେ ଡିଏଫଓ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ଡିଏଫଓ ସଂଗ୍ରାମ ବେହେରାଙ୍କୁ ୩ ଘଣ୍ଟାର ମାରାଥନ ଜେରା ।
ଜେରା ପରେ ମିଡିଆକୁ କୌଣସି ପ୍ରତିକ୍ରିୟା ଦେଲେନାହିଁ ଡିଏଫଓ…
ଅଗଷ୍ଟରେ ୧୫ ଦିନ ବ୍ୟାଙ୍କ ବନ୍ଦ; ଦେଖନ୍ତୁ ତାଲିକା
ଓଡ଼ିଶା ଭାସ୍କର ବ୍ୟୁରୋ: ଆସନ୍ତା ଅଗଷ୍ଟ ମାସରେ ବ୍ୟାଙ୍କର ଅତିରିକ୍ତ ଛୁଟି ହେବାକୁ ଯାଉଛି । ବ୍ୟାଙ୍କ କାରବାର ତୁରନ୍ତ କରିନେବା ଭଲ । ଅଗଷ୍ଟରେ ପ୍ରାୟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡ଼ିଛି । ଆରବିଆଇ…
+୩ ପାଠରେ ‘ବିପର୍ଯ୍ୟୟ ପରିଚାଳନା’, ଜାଣନ୍ତୁ ଏନେଇ କ’ଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଠ୍ୟସୂଚୀରେ ସାମିଲ ହେବ ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା । ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । +୩ ପ୍ରଥମବର୍ଷରେ ବାଧ୍ୟତାମୂଳକ…
କାଲି ବାହାରିବ ICSE ଦଶମ ଓ ISC ଦ୍ୱାଦଶ ରେଜଲ୍ଟ
ନୂଆଦିଲ୍ଲୀ: କରୋନା କାଳ ମଧ୍ୟରେ ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ରେଜଲ୍ଟ । କାଲି ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବାର ସୂଚନା ରହିଛି । ତେବେ ଚଳିତବର୍ଷ ଆଇସିଏସଇ ଓ…
ବିନା ବିଜୁଳିରେ କାମ କରୁଛି ଏହି ଫ୍ରିଜ୍, ୧ ବର୍ଷ ଯାଏ ଖାଇବା ରହିବ ଥଣ୍ଡା; ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଓଡ଼ିଶା ଭାସ୍କର ବ୍ୟୁରୋ: ବଜାରରେ ବର୍ତ୍ତମାନ ଅନେକ ପ୍ରକାରର ଫ୍ରିଜ୍ ଉପଲବ୍ଧ ହେଲାଣି । ସିଙ୍ଗଲ ଏବଂ ଡବଲ୍ ଡୋଜ୍ ବ୍ୟତୀତ ବହୁ ଫିଚର୍ ସହିତ ଫ୍ରିଜ୍ ବଜାରରେ ବିକ୍ରି ହେଉଛି । ସେଥିମଧ୍ୟରୁ ଅନେକ ଫ୍ରିଜ୍ ଆମକୁ ଭଲ…
ଦିଲ୍ଲୀରୁ ଓଡ଼ିଶାକୁ ଡେଇଁଲାଣି ପେଗାସସ୍ ଛୁଙ୍କ! ଛାନିଆ ହେଲେଣି ନେତା, ଅଫିସର
ନୂଆଦିଲ୍ଲୀ: ସଂପ୍ରତି ପେଗାସସକୁ ନେଇ ସଂସଦରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ବିଶ୍ୱର ୪୦ରୁ ଅଧିକ ଦେଶରେ ଏହି ସଫ୍ଟୱେର ଫୋନ୍ ହ୍ୟାକ କରି ତଥ୍ୟ ହାସଲ କରୁଥିବା ଚର୍ଚ୍ଚା ହେଉଛି । ତେବେ ଏହି ଘଟଣା ସାମନାକୁ…
ତୃତୀୟ ଲହର ଓ କୋଭିଡ ସହାୟତାକୁ ନେଇ ସମୀକ୍ଷା ପରେ କ’ଣ କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମମଣ ତଳ-ଉପର ହେଉଥିବା ବେଳେ ଆଜି ସଏହାର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କୋଭିଡ ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ…
ଖେଳ ଗାଁରେ ୧୦୦ ପାର୍ କଲା ସଂକ୍ରମିତଙ୍କ ସଂଖ୍ୟା, ୧୯ ନୂଆ ମାମଲା ଚିହ୍ନଟ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ କରୋନା ସଂକ୍ରମଣ ମାମଲା ୧୦୦ ରୁ ଅଧିକ ହୋଇଯାଇଛି । ଇତି ମଧ୍ୟରେ ଶୁକ୍ରବାର ୧୯ଟି ନୂଆ ମାମଲା ସାମନାକୁ ଆସିଛି । ଏନେଇ ଆୟୋଜକ ମାନଙ୍କ ଦ୍ୱାରା ସୂଚନା ଦିଆଯାଇଛି । ରୋଡ୍…