
Browsing Category
Featured
ଆଜି ଡିଜିଟାଲ ହେଲ୍ଥ ମିଶନର ଶୁଭାରମ୍ଭ କରିବେ ମୋଦି
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଦେଶରେ ଜାତୀୟ ଡିଜିଟାଲ ହେଲ୍ଥ ମିଶନ (ଏନ୍ଡିଏଚ୍ଏମ୍) ର ଶୁଭାରମ୍ଭ କରିବେ । ତେବେ ଏହାର ନାମ ବଦଳାଯାଇ ପ୍ରଧାନମନ୍ତ୍ରୀ ଡିଜିଟାଲ…
ଆଜି ଭାରତ ବନ୍ଦ, ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ବଳବତ୍ତର ରହିବ
ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ତିନି କୃଷି ଆଇନକୁ ବିରୋଧ କରି ଆଜି ଚାଷୀମାନେ ପୁଣି ଥରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ତେଣୁ ସୋମବାର ସକାଳ ୬ଟାରୁ ଅପରାହ୍ନ ୪ଟା…
ହର୍ଷଲଙ୍କ ହ୍ୟାଟ୍ରିକ ଓ ମ୍ୟାକ୍ସୱେଲଙ୍କ ଅଲରାଉଣ୍ଡ ସଫଳତା: Rcbର ଷଷ୍ଠ ବିଜୟ
ନୂଆଦିଲ୍ଳୀ: ହର୍ଷଲ ପଟେଲଙ୍କ ହ୍ୟାଟ୍ରିକ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ଅଲରାଉଣ୍ଡ ସଫଳତା ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫୪ ରନରେ ପରାସ୍ତ କରିଛି ଆରସିବି । ପ୍ରଥମେ ବ୍ୟାଟିଂ କରି ଆରସିବି ୬ୱିକେଟ ବିନିମୟରେ ୧୬୫ ରନ…
ପର୍ସରେ ରଖନ୍ତୁ ଏହି ସବୁ ଜିନିଷ କେବେ ବି ଆସିବନି ଆର୍ଥିକ ସଙ୍କଟ
ଯଦି ଆପଣଙ୍କର ଅଯଥାରେ ଟଙ୍କା ଖର୍ଚ୍ଚ ହେଉଛି, ପର୍ସରେ ଅଳ୍ପ ଅରୁଆ ଚାଉଳ ନିଶ୍ଚୟ ରଖନ୍ତୁ। ଏପରି ମଧ୍ୟ କୁହାଯାଏ ଯେ, ଯଦି ଆପଣଙ୍କର କୌଣସି ମନୋକାମନା ଅଛି, ତେବେ ଏକ କାଗଜରେ ଏହାକୁ ଲେଖି ଲାଲ ରଙ୍ଗର ଲଫାପାରେ…
କୋହଲି ଓ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ; RCB ୧୬୫/୬
ନୂଆଦିଲ୍ଲୀ: ଆଇପିଏଲ ୨୦୨୧ର ୩୯ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୬୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି…
ଟି-୨୦ରେ ୧୦ ହଜାର ରନ ପୂରଣ କଲେ ବିରାଟ କୋହଲି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି । ଆଇପିଏଲରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚେରେ କୋହଲି ୧୦ ହଜାର ରନ ପୂରଣ କରିଛନ୍ତି । ଭାରତୀୟ ଦଳର…
ଗୁଲାବର ସମୀକ୍ଷା କଲେ ନବୀନ ପଟ୍ଟନାୟକ; ୧୧ ଜିଲ୍ଲାରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ଗୁଲ୍ଆବ ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି…
ଜାଡେଜାଙ୍କ ଧୂଆଁଧାର ବ୍ୟାଟିଂ; ଶେଷ ଓଭରରେ ଜିତିଲା ସିଏସକେ
ନୂଆଦିଲ୍ଳୀ: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଧୂଆଁଧାର ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସକୁ ୨ ୱିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ । ୧୭୨ ରନର ପିଛା କରୁଥିବା ଚେନ୍ନାଇକୁ ଅନ୍ତିମ ୨…
ଯୋଗୀ କ୍ୟାବିନେଟ ସଂପ୍ରସାରଣ: ଜିତିନ ପ୍ରସାଦଙ୍କ ସମେତ ୭ନୂଆ ମୁହଁ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ ସଂପ୍ରସାରଣ କରିଛନ୍ତି । ନୂତନ ଭାବରେ ଗଠିତ କ୍ୟାବିନେଟରେ ପୂର୍ବତନ କଂଗ୍ରେସ ନେତା ଜିତିନ ପ୍ରସାଦଙ୍କ ସମେତ ୭ ଜଣ ନୂଆ ମୁହଁଙ୍କୁ ସାମିଲ…
ସୂର୍ଯ୍ୟାସ୍ତ ପରେ ଦାନ କରନ୍ତୁ ନାହିଁ ଏହିସବୁ ଜିନିଷ, ବାସ୍ତୁ ଶାସ୍ତ୍ର କୁହେ…
ଓଡ଼ିଶା ଭାସ୍କର ବ୍ୟୁରୋ: ସୂର୍ୟ୍ୟାସ୍ତ ପରେ ଏହି ୫ଟି ଜିନିଷକୁ ଆଦୌ ଦାନ କରନ୍ତୁ ନାହିଁ, ଅର୍ଥ ସମସ୍ୟା ଆପଣଙ୍କ ଜୀବନରେ ଦେଖା ଦେଇପାରେ । ତେଣୁ ଏହତ ଖବରକୁ ଭଲ ଭାବରେ ପଢ଼ନ୍ତୁ । ହିନ୍ଦୁ ଧର୍ମରେ, ଦାନର ବହୁତ…