Browsing Category

Featured

୫୦ରୁ ଅଧିକ ମାଓବାଦୀ କରୋନା ପଜିଟିଭ

ଭୁବନେଶ୍ୱର,୮ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ୫୦ରୁ ଅଧିକ ମାଓବାଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଇନାମୀ ମହିଳା ମାଓବାଦୀ ସୁଜାତା ବି କରୋନା ପଜିଟିଭ ହୋଇଥିବା ଜଣାପଡିଛି ।…

୧୮ରୁ ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ନେଇ ACSଙ୍କ ଚିଠି, ଜାଣନ୍ତୁ ଟିକା ଦେବାର ସମୟ

ଭୁବନେଶ୍ୱର,୮ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ବର୍ତ୍ତମାନ ସମୟରେ ରାଜ୍ୟରେ ୪୫ରୁ ଉର୍ଦ୍ଧ୍ୱଙ୍କୁ ଟିକାର ୧ମ ଓ ୨ୟ ଡୋଜ୍ ଦିଆଯାଉଥିବା ବେଳେ ୧୮ରୁ…

କରୋନାରେ ଭାରତୀୟ ହକିର ପୂର୍ବତନ କୋଚ୍ ଏମ.କେ କୌଶିକଙ୍କ ପରଲୋକ

ନୂଆଦିଲ୍ଲୀ.୮ ।୪: କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି । ଏହାରି ମଧ୍ୟରେ ପୂର୍ବତନ ଭାରତୀୟ ହକି ଖେଳାଳି ତଥା ପ୍ରଶିକ୍ଷକ ଏମ.କେ କୌଶିକଙ୍କ ପରଲୋକ ହୋଇଛି । ସେ କରୋନାରେ ସଂକ୍ରମିତ ହୋଇଥିଲେ ।…

ଖୁସି ଖବର : ଓଡ଼ିଶାରେ ଆଜି ୭୬୬୪ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୮।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭୬୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଭାରତରେ କରୋନାର ତୃତୀୟ ଲହରକୁ ଭାଙ୍ଗିବ ସମ୍ପୂର୍ଣ୍ଣ ସଟଡାଉନ୍‌: ଆମେରିକାର ମୁଖ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା

ନୂଆଦିଲ୍ଲୀ,୮।୫: ଭାରତରେ କରୋନାର ଦ୍ୱିତୀୟ ଲହର ଏତେ ସଂଖ୍ୟା ବଢିଚାଲିଛି, ଯାହାକି ଆଉ କିଛି ଦିନ ଗଲେ ଆମେରିକା ସଂକ୍ରମଣକୁ ବି ପଛରେ ପକାଇଦେବ । ବର୍ତ୍ତମାନ ସଂକ୍ରମଣ ହାରରେ ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି…

ହସ୍ପିଟାଲରୁ ୨୩ ଜଣ କରୋନା ରୋଗୀ ଫେରାର

ନୂଆଦିଲ୍ଲୀ ୦୮ । ୦୫ (ଓଡ଼ିଶା ଭାସ୍କର) : ହସ୍ପିଟାଲରୁ ୨୩ ଜଣ କରୋନା ରୋଗୀ ଫେରାର । ଏଭଳି ଘଟଣା ଦିଲ୍ଲୀରେ ଏକ ଘରୋଇ ହସ୍ପିଟାଲରେ ଘଟିଛି । ମିଳିଥିବା ସୂଚନା ଅନୁସାରେ , ଏପ୍ରିଲ ମାସ ୧୯ ତାରିଖରୁ ମେ’ ମାସ ୬ ତାରିଖ…

ପରଲୋକରେ ଦିବଂଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ

ବାଲେଶ୍ୱର,୮ା୫(ଓଡିଶା ଭାସ୍କର): ଓଲିଉଡ ଜଗତର ଦିବଂଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ ଶାନ୍ତିଲତା ମହାନ୍ତିଙ୍କର ଆଜି ପରଲୋକ ହୋଇଛି । ଅନକେ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଶାନ୍ତଲତା ମେଡିକାଲରେ…

ଦେଶରେ ୬୮.୭ ପ୍ରତିଶତ ମହିଳା କର୍ମକ୍ଷେତ୍ରରେ ଯୌନ ଉତ୍ପୀଡନର ସାମନା କରନ୍ତି: ସର୍ଭେ

ନୂଆଦିଲ୍ଲୀ,୦୮ । ୦୫ (ଓଡ଼ିଶା ଭାସ୍କର)  : ପ୍ରତିଦିନ ଅନେକ ମହିଳା କର୍ମକ୍ଷେତ୍ରରେ ଯୌନ ଶୋଷଣର ସମ୍ମୁଖୀନ ହେଉଛନ୍ତି । ହେଲେ ସବୁଠାରୁ ଦୁଃଖର ବିଷୟ ଯେ ସେମାନେ ଏହି ଘଟଣାକୁ କାହା ଆଗରେ ପ୍ରକାଶ କରନ୍ତି ନାହିଁ ।…

ଅନଲାଇନ ସପିଂ କରୁଥିବା ଲୋକଙ୍କ ପାଇଁ ବଡ ଖବର: ସ୍ଥଗିତ ହେଲା ଆମାଜନର ପ୍ରାଇମ୍ ଡେ ସେଲ୍‌

ନୂଆଦିଲ୍ଲୀ,୮ ।୪: କରୋନା ମହାମାରୀ ଯୋଗୁଁ ସବୁଆଡେ ହାହାକାର ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଅନଲେଇନ୍ ସପିଂ କରୁଥିବା ଗ୍ରାହକମାନଙ୍କୁ ଝଟକା ଲାଗିଛି । କାରଣ ସବୁଠାରୁ ବଡ ଅନଲାଇନ୍ ସପିଂ ପ୍ଲାଟଫର୍ମ ଆମାଜନ୍ ନିଜର…