Browsing Category

Featured

ରାଜ୍ୟସଭାରେ ସରକାର-ବିରୋଧୀ ଯୁଦ୍ଧ: କ୍ଷମା ମାଗିବାକୁ କହିଲେ ୭ କେନ୍ଦ୍ରମନ୍ତ୍ରୀ, ସାମ୍ନାକୁ ଆସିଲା ଧସ୍ତାଧସ୍ତିର ଭିଡିଓ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ବୁଧବାର ଦିନ ଅଧିବେଶନ ଶେଷ ହୋଇଗଲା । କିନ୍ତୁ ମୌସୁମୀ ଅଧିବେଶନର ଶେଷ ଦିନରେ ଯାହା ହେଲା, ତାକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ…

ଟ୍ରେଣ୍ଡ୍ କରୁଛି #SanctionPakistan, ତାଲିବାନଙ୍କୁ ସହଯୋଗ କରୁଛି ପାକ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନୀ ଆତଙ୍କ ପଛରେ ପାକିସ୍ତାନର ହାତ ରହିଛି । ଆଫଗାନ୍ ସରକାର ଏହାର ବିରୋଧ କରୁଥିବାବେଳେ ସେଠାକାର ନାଗରିକମାନେ ମଧ୍ୟ ତାଲିବାନ ଓ ପାକ୍ ବିରୋଧେରେ ସୋସିଆଲ୍…

୧୫ରେ ଆସୁଛି ଲଘୁଚାପ! ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆସନ୍ତା ୧୫ରୁ ୧୭ ତାରିଖ ଯାଏଁ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । କାରଣ ୧୫ ତାରିଖ ପରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।…

Set Max ଚ୍ୟାନେଲ୍ ରେ କାହିଁକି ବାରମ୍ବାର ପ୍ରସାରଣ ହେଉଛି ‘Sooryavansham’, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ମୁମ୍ବାଇ: ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନଙ୍କ ଫିଲ୍ମ "ସୂର୍ଯ୍ୟବଂଶମ୍" ସହିତ ସମସ୍ତେ ପରିଚିତ ଅଛନ୍ତି । ଏହି ଫିଲ୍ମ ସର୍ବାଧିକ ଥର ସେଟ୍ ମ୍ୟାକ୍ସରେ ପ୍ରସାରିତ ହୋଇଥାଏ । ଏହି ଫିଲ୍ମ ସେଟ୍ ମ୍ୟାକ୍ସ ଚ୍ୟାନେଲ୍ ରେ…

ଗୋକୁଲମ ଷ୍ଟୁଡିଓରେ ଏକାଠି ହେଲେ ଧୋନୀ ଓ ବିଜୟ; ଏମିତି ରିଆକ୍ଟ କଲେ ଫ୍ୟାନ

ଚେନ୍ନାଇ: ଚେନ୍ନାଇରେ ଏକାଠି ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ତାମିଲ ଅଭିନେତା ବିଜୟ ପରସ୍ପରକୁ ଭେଟିଛନ୍ତି । ବିଜୟ ନିଜ ଫିଲ୍ମର ଶୁଟିଂ କରୁଥିବା ବେଳେ ଧୋନୀ ନିଜର ଟିଭି…

ତାଲିବାନ କବଜାରେ ଭାରତୀୟ ହେଲିକପ୍ଟର MI-24

ନୂଆଦିଲ୍ଲୀ: ତାଲିବାନ କବଜାରେ ଭାରତୀୟ ହେଲିକପ୍ଟର ଏମଆଇ-୨୪ । ଆଫଗାନିସ୍ତାନରେ ତାଲିବାନ ଗୋଟିଏ ପରେ ଗୋଟିଏ ସହର ଅକ୍ତିଆର କରି ଚାଲିଥିବା ବେଳେ ଏହା ମଧ୍ୟରେ ଭାରତୀୟ ହେଲିକପ୍ଟରଟି ରହିଛି । ଆଫଗାନିସ୍ତାନର କାନ୍ଦୁଜ…

ଏପରି ଗାଁ ଯେଉଁଠି ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚନ୍ତି ଲୋକେ, ଜାଣନ୍ତୁ ରହସ୍ୟ

ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନର ବ୍ୟସ୍ତବହୁଳ କାର୍ଯ୍ୟ ଓ ଟେନସନ୍ କାରଣରୁ ଲୋକଙ୍କର ବୟସ ହ୍ରାସ ପାଉଛି । କିନ୍ତୁ ଇଟାଲିରେ ଏପରି ଏକ ଗାଁ ଅଛି, ଯେଉଁଠି ଅଧିକାଂଶ ଲୋକେ ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚନ୍ତି । ଇଟାଲିର…

ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ବିଜେପି ସାଂସଦ; ଜାଣନ୍ତୁ କଣ ହେଲା ଆଲୋଚନା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୌସୁମୀ ଅଧିବେଶନ ଆଗୁଆ ସମାପ୍ତ ହୋଇଥିବା ବେଳେ ରାଜ୍ୟର ସମସ୍ତ ସାଂସଦ ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି । ବିଜେପିର ନେତା ମାନେ ରେଳଓ ଆଇଟି ମନ୍ତ୍ରୀଙ୍କୁ ଭେଟି…

୧୪ ବର୍ଷରେ ଝିଅ ଆଣିଲା ଅଲିମ୍ପିକ୍ ସ୍ୱର୍ଣ୍ଣ, ଗାଁରେ ହେଲା ଏମିତି ଅବସ୍ଥା

ଓଡ଼ିଶା ଭାସ୍କର ବ୍ୟୁରୋ: ବୟସ ମାତ୍ର ୧୪ ବର୍ଷ । ଏ ବୟସରେ ଝିଅଟିଏ ଟୋକିଓରୁ ଜିଣିଲେ ସ୍ୱର୍ଣ୍ଣ ପଦକ । ଚୀନର ଏହି ଡାଇଭିଂ ଷ୍ଟାର୍ କ୍ୱାନ୍ ହଙ୍ଗଚାନ୍ ସମ୍ପ୍ରତି ସାରା ବିଶ୍ୱ ପାଇଁ ଏକ ଚର୍ଚ୍ଚିତ ଚେହେରା ପାଲଟି…

ମନ୍ଦିର ଭିତରକୁ ଯିବା ପୂର୍ବରୁ କାହିଁକି ବଜାଯାଏ ଘଣ୍ଟି? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଓଡ଼ିଶା ଭାସ୍କର ବ୍ୟୁରୋ: ଆପଣ ମାନେ କୌଣସି ମନ୍ଦିର ଭିତରକୁ ପ୍ରବେଶ କରିବା ସମୟରେ ଘଣ୍ଟି ବଜାନ୍ତିା ହେଲେ ଅଧିକାଂଶ ଏହା ଜାଣି ନଥିବେ ଯେ ଏପରି କାହିଁକି କରାଯାଏ । ଘଣ୍ଟି ବଜାଇବା ଦ୍ୱାରା କଣ ହୋଇଥାଏ ? ଘଣ୍ଟି…