Browsing Category
Featured
ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବ OLA, ଥରେ ଚାର୍ଜ କଲେ ଯିବ ୨୪୦ କିଲୋମିଟର
ନୂଆ ଦିଲ୍ଲୀ, ୨୫/୦୪: ଭାରତରେ କ୍ୟାବ ସେବା ଯୋଗାଉଥିବା ସଂସ୍ଥା OLA ଇଲେକ୍ଟ୍ରିକ ବାହାନ ତିଆରିରେ ପଦାର୍ପଣ କରିବାର ଘୋଷଣା କରିବା ପରେ ଏହାକୁ ନେଇ ଉତ୍ସାହ ଦେଖାଯାଇଛି । କଂପାନୀ ଖୁବ ଶୀଘ୍ର ଏହାର ପ୍ରଥମ…
ଭୁବନେଶ୍ୱରରେ ଚାଞ୍ଚଲ୍ୟ :ପ୍ରେମିକ ଆଗରେ ରଶି ଲଗାଇ ଆତ୍ମହତ୍ୟା କଲା ପ୍ରେମିକା
ଭୁବନେଶ୍ୱର, ୨୫ ।୪ (ଓଡିଶା ଭାସ୍କର) : ଭୁବନେଶ୍ୱର ଆଜି ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ପ୍ରେମିକ ଆଗରେ ରଶି ଲଗାଇ ଆତ୍ମହତ୍ୟା କଲା ପ୍ରେମିକା । ଏହି ଘଟଣା ଘଟିଛି ଭୁବନେଶ୍ୱରର ଖଣ୍ଡଗିରି ଥାନା ଜାଗମରା…
ମହାରାଷ୍ଟ୍ରରେ ସମସ୍ତଙ୍କୁ ମାଗଣା ଟିକା
ମୁମ୍ବାଇ, ୨୫/୦୪: ମହାରାଷ୍ଟ୍ରରେ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟିକା । ରବିବାର ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବାବ ମଲ୍ଲିକ ଘୋଷଣା କରିଛନ୍ତି ।
ମହାରାଷ୍ଟ୍ର ହେଉଛି ଭାରତରେ କରୋନାରେ ସବୁଠାରୁ ଅଧିକ…
ଆଇସୋଲେସନ୍ ରେ ରହିବା ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ !
ମୁମ୍ବାଇ ୨୫ । ୪ (ଓଡିଶା ଭାସ୍କର) : ସ୍ତ୍ରୀକୁ ହତ୍ୟା କଲା କରୋନା ପଜିଟିଭ ସ୍ୱାମୀ । କରୋନା ପଜିଟିଭ ସ୍ୱାମୀକୁ ଆଇସୋଲେସନରେ ରହିବା ପାଇଁ କହିବାରୁ ଏମିତି ନାରକୀୟ କାଣ୍ଡ ଘଟାଇଥିଲା ସ୍ୱାମୀ । ଏଭଳି ଏକ ଘଟଣା ନବି…
ଆଇପିଏଲ: ଦ୍ୱିତୀୟ ମ୍ୟାଚରେ ହାଇଦ୍ରାବାଦକୁ ଭେଟିବ ଦିଲ୍ଲୀ
ନୂଆ ଦିଲ୍ଲୀ, ୨୫/୦୪: ଆଇପିଏଲର ଆଜିର ଦ୍ୱିତୀୟ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବାକୁ ଯାଉଛି । ଏହି ମ୍ୟାଚ ସଂନ୍ଧ୍ୟା ୭:୩୦ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ…
ସାହାଯ୍ୟର ମାଧ୍ୟମ ପାଲଟିଛନ୍ତି ନିକିତା ଏବଂ ସ୍ନେହା
ଭୁବନେଶ୍ୱର, ୨୫ ।୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣ ଭୟରେ ନିଜ ଲୋକ ପର କରିଦେଉଥିବା ବେଳେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ନିକିତା ଏବଂ ସ୍ନେହା । କରୋନାର ପ୍ରଥମ ଲହର ବେଳେ ସେମାନଙ୍କ ପରିବାର ଲୋକେ ରାସନ…
ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଲାଗୁ ହେଲା କଟକଣା !
ପୁରୀ ୨୫ । ୪ (ଓଡିଶା ଭାସ୍କର) : ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଲାଗୁ ହେଲା କଟକଣା । ଆସନ୍ତା କାଲିଠାରୁ ବାହାର ଜିଲ୍ଲାର ଲୋକଙ୍କ ପାଇଁ ମନା ହେଲା ସ୍ୱର୍ଗଦ୍ୱାର । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ…
ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା
ପୁରୀ ୨୫ । ୪ (ଓଡିଶା ଭାସ୍କର) : ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା । ଶ୍ରୀମନ୍ଦିର ସହ ସଂପୃକ୍ତ ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା । ନ୍ୟୁ ଇଣ୍ଡିଆନ୍ ଇନସୁରାନ୍ସ କମ୍ପାନୀ ପକ୍ଷରୁ ସ୍ୱାସ୍ଥ୍ୟବୀମା ମିଳିବ ।…
ସଚ୍ଚା ଦୋସ୍ତର ପ୍ରମାଣ ଦେଲା ସ୍କୁଲ ଛାତ୍ର, ସାଙ୍ଗ ପାଇଁ ଦେଲା ନିଜ ଜୀବନ
ଲଣ୍ଡନ, ୨୫ା୪: କଥାରେ ଅଛି ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଏହି ଉକ୍ତିକୁ ସତ୍ୟରେ ପ୍ରମାଣିତ କରିଛି ଲଣ୍ଡନର ଜଣେ ସ୍କୁଲ ଛାତ୍ର । ଏହି ଖବର ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ବ୍ରିଟେନର ଏକ…
ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ, ସରକାରୀ ନିର୍ଦ୍ଦେଶକୁ ଫୁ: ମହାମାରୀ ସମୟରେ ଚାଲିଛି ମାଟ୍ରିକ୍ ପରୀକ୍ଷା
ଭୁବନେଶ୍ୱର, ୨୫ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ମାଡ଼ି ଚାଲିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି । କିଛିଦିନ ପୂର୍ବରୁ ମାଟ୍ରିକ ପରୀକ୍ଷା ବାତିଲ ନେଇ ସରକାର…