Browsing Category
Featured
କୋଭିଡ ହସ୍ପିଟାଲର ହେଲ୍ପଲାଇନ ନମ୍ବର ଜାରି କଲା ବିଏମସି
ଭୁବନେଶ୍ୱର,୨୨/୦୪: ରାଜଧାନୀ ଭୁବନେଶ୍ୱରରେ ଥିବା ୩ଟି ଜୋନର ୬୭ ୱାର୍ଡ ପାଇଁ ୩୯ ଟି ରାପିଡ ରେସ୍ପନ୍ସ ଟିମ ଗଠନ କରାଯାଇଛି । ଏହି ଟିମ ଘରକୁ ଘର ଯାଇ କୋଭିଡ -୧୯ର ସଂକ୍ରମଣ ଯାଞ୍ଚ କରୁଛନ୍ତି । ତେବେ ଆଜି ବିଏମସି…
ଦୁବୃର୍ତ୍ତ ନିକଟରେ ଅନ୍ତରଙ୍ଗ ଫଟୋ, ଭାଇରାଲ୍ ଭୟରେ ପ୍ରେମୀ ଯୁଗଳ
ପୁରୀ ୨୨ ।୪ (ଓଡିଶା ଭାସ୍କର) : ପ୍ରେମୀ ଯୁଗଳଙ୍କ ପାଇଁ ଏକୁଟିଆ ବସିବା ହେଲା କାଳ । ଏକୁଟିଆ ବସିଥିବା ବେଳେ କିଛି ଜଣ ଦୁବୃର୍ତ୍ତ ଆସି ପ୍ରେମୀକଙ୍କ ସାମ୍ନାରେ ପ୍ରମୀକାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ…
ଅକ୍ସିଜେନ ପାଇଁ ଆଗକୁ ଆସିଲା ଦେଶର କର୍ପୋରେଟ ଜଗତ , ଟାଟା ରିଲାଏନ୍ସ ପରେ ଏବେ ଏହି କଂପାନୀ କଲା ଅକ୍ସିଜେନ ନିର୍ମାଣରେ ସହଯୋଗ
ନୂଆ ଦିଲ୍ଲୀ,୨୨/୦୪: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ଅନେକ ରାଜ୍ୟରେ ମେଡିକାଲରେ ଅକ୍ସିଜେନର ଅଭାବ ଖବର ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଦେଶର କର୍ପୋରେଟ ଜଗତ ଅକ୍ସିଜେନର ଅଭାବ…
ଫେସବୁକ, ହ୍ୱାଟ୍ସଆପର ଯାଚିକା ଦିଲ୍ଲୀ ହାଇକୋର୍ଟରେ ଖାରଜ
ନୂଆ ଦିଲ୍ଲୀ,୨୨/୦୪: ସିସିଆଇର ଫଇସଲାକୁ ଆହ୍ୱାନ କରି ହ୍ୱାଟ୍ସଆପ ଏବଂ ଫେସବୁକ କରିଥିବା ଯାଚିକାକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ ନିଜ ଆଦେଶରେ କହିଛନ୍ତି ଏହି ଯାଚିକାର କୌଣସି ମେରିଟ ନାହିଁ । ଏପ୍ରିଲ…
ମେ’ ୧୩ ସନ୍ଧ୍ୟାରୁ ପିପିଲିରେ ପ୍ରଚାର ବନ୍ଦ
ଭୁବନେଶ୍ୱର ୨୨ ।୪ (ଓଡିଶା ଭାସ୍କର) : ମେ’ ୧୩ ତାରିଖ ସନ୍ଧ୍ୟାରୁ ପିପିଲିରେ ପ୍ରଚାର ବନ୍ଦ । ପୂର୍ବରୁ ୪୮ ଘଣ୍ଟା ବନ୍ଦ ପରିବର୍ତ୍ତେ ଏବେ ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ…
କୋଭିଡ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ
ନୂଆଦିଲ୍ଲୀ ୨୨ ।୪ (ଓଡିଶା ଭାସ୍କର) : ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଜାତୀୟ…
ମେ’ ୧୬ ତାରିଖକୁ ଘୁଞ୍ଚିଲା ପିପିଲି ଉପନିର୍ବାଚନ
ଭୁବନେଶ୍ୱର ୨୨ ।୪ (ଓଡିଶା ଭାସ୍କର) : ଘୁଞ୍ଚିଲା ପିପିଲି ଉପନିର୍ବାଚନ । ମେ’ ୧୩ ରେ ନିର୍ବାଚନ ହେବକୁ ଥିବାବେଳେ ଏହା ମେ’ ୧୬ ତାରିଖକୁ ଘୁଞ୍ଚାଯାଇଛି । ସେହିପରି ମେ’ ୧୯ରେ ଏହାର ଫଳାଫଳ ଘୋଷଣା କରାଯିବ । ୧୩…
ଦିଲ୍ଲୀକୁ ଅକ୍ସିଜେନ୍ ଯୋଗାଇଥିବାରୁ ଓଡିଶାକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ
ନୂଆଦିଲ୍ଲୀ ୨୨ ।୪ (ଓଡିଶା ଭାସ୍କର) : ଓଡିଶାରୁ ଦିଲ୍ଲୀକୁ ଗଲା ଅକ୍ସିଜେନ୍ । ସାମ୍ବାଦିକ ସମ୍ମିଳନୀରେ ଓଡିଶାକୁ ପ୍ରଶଂସା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ବପିପଦ ସମୟରେ ସାହାଯ୍ୟର ହାତ ବଢାଇ ଥିବାରୁ…
ଝରାଫୁଲ ମୃତ୍ୟୁ ମାମଲା: ୩୦ ହଜାର ଟଙ୍କା ପାଇଁ ବୟ୍ ଫ୍ରେଣ୍ଡ୍ ରାକେଶ କରିଥିଲା ହତ୍ୟା
ଭୁବନେଶ୍ୱର୨୨ ।୪ (ଓଡିଶା ଭାସ୍କର) : ଝରାଫୁଲ ହତ୍ୟା ଘଟଣାର ଆଜି ସବୁ ରହସ୍ୟ ଖୋଲିଛି ପୋଲିସ୍ । ଝରାଫୁଲକୁ ହତ୍ୟା କରାଯାଇଛି । ୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇ ଥିଲା । ଶ୍ୱାସରୁଦ୍ଧ କରି ଝରାଫୁଲକୁ…
କରୋନା ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଦେଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ ୨୨ ।୪ (ଓଡିଶା ଭାସ୍କର) : କେନ୍ଦ୍ର ସରକାରଙ୍କୁ ନୋଟିସ୍ ଦେଲେ ସୁପ୍ରିମ୍ କୋର୍ଟ । କରୋନା ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବିରକ୍ତ ଭାବ ପ୍ରକାଶ କରିଛନ୍ତି ସୁପ୍ରିମ୍ କୋର୍ଟ । କରୋନାରୁ…