fbpx
Browsing Category

Featured

ଆଜି କୋଟିଆ ଶୁଣାଣି

ଭୁବନେଶ୍ୱର,୧୨ ।୨(ଓଡିଶା ଭାସ୍କର): କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହେବ । ଆନ୍ଧ୍ର ଅଦାଲତ ଅବମାନନା କରୁଥିବା ନେଇ ଅଭିଯୋଗ କରିଥିଲା ଓଡିଶା । ଓଡିଶାର…

ପଛକୁ ହଟିଲା ଚୀନ, ୨ ଦିନରେ ହଟାଇଲା ୨୦୦ରୁ ଅଧିକ ଟ୍ୟାଙ୍କ

ନୂଆଦିଲ୍ଲୀ, ୧୨।୨: ଲଦ୍ଦାଖର LACରେ ଗତ ୯ ମାସ ଧରି ଭାରତ ସହ ତିକ୍ତତା ପରେ ପଛକୁ ହଟିଛି ଚୀନ୍ । ୨ ଦେଶ ମଧ୍ୟରେ ବୁଝାମଣା ପରେ ଖୁବଶୀଘ୍ର ପଛକୁ ଯାଉଛି ଚୀନ୍ । ଚୁକ୍ତି ଅନୁସାରେ, ଚୀନ୍ ପାଙ୍ଗୋଗ ହ୍ରଦର ଦକ୍ଷିଣ…

ପିକଅପ୍ ଭ୍ୟାନ୍ ଓଲଟି ୪ ଗୁରୁତର

ଲମତାପୁଟ,୧୨ ।୨(ଓଡିଶା ଭାସ୍କର): କୁହୁଡି ଯୋଗୁଁ ପିକଅପ୍ ଭ୍ୟାନ୍ ଓଲଟି ୪ ଗୁରୁତର ହୋଇଛନ୍ତି । ଲମତାପୁଟ ମାଛକୁଣ୍ଡ ଥାନା କାଡାମଖେଳା ନିକଟରେ ଘଟିଛି ଏହି ଦୁର୍ଘଟଣା । ଓଡିଶାରୁ ଶ୍ରମିକଙ୍କୁ ନେଇ ବିଶାଖାପାଟଣା…

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୩.୭୭ ଲକ୍ଷ

ନୂଆଦିଲ୍ଲୀ,୧୨ ।୨: ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୭୭ ହଜାର ୨୦୧କୁ ବୃଦ୍ଧି ପାଇଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ୮୨ ଲକ୍ଷ ୭୯ ହଜାର ୩୩୩କୁ ବୃଦ୍ଧି ପାଇଛି । ଏହାରି ମଧ୍ୟରେ କୋରୋନାରୁ…

ଟ୍ୱିନସିଟିରେ ଘନ କୁହୁଡି

ଭୁବନେଶ୍ୱର,୧୨ ।୨(ଓଡିଶା ଭାସ୍କର): ଭୁବନେଶ୍ୱର ଓ କଟକରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଅଳ୍ପ ଦୂରତା ମଧ୍ୟରେ ମଧ୍ୟ କିଛି ଦୃଶ୍ୟମାନ ହେଉନି । ଘନ କୁହୁଡି ଫଳରେ ଯାନବାହନ ଚଳାଚଳରେ ଅନେକ ଅସୁବିଧା…

୧୬ ରୁ ଓଡ଼ିଶାରେ ବର୍ଷା ସମ୍ଭାବନା !

ଭୁବନେଶ୍ୱର,୧୨।୨(ଓଡିଶା ଭାସ୍କର) : ରାଜ୍ୟରେ ଶୀତର ପ୍ରଭାବ ଜାରି ଥିବା ବେଳେ ଖୁବଶୀଘ୍ର ବଦଳିବାକୁ ଯାଉଛି ପାଣିପାଗ । ପାଣିପାଗ ବିଜ୍ଞାନୀଙ୍କ ଅନୁମାନ ଅନୁସାରେ, ଦେଶର କେତେକ ରାଜ୍ୟରେ ଅଦିନିଆ ବର୍ଷା ଆରମ୍ଭ…

ଟିକାକରଣ ପରେ CAA ଲାଗୁ

ନୂଆଦିଲ୍ଲୀ,୧୨ ।୨: ଦେଶରେ କରୋନା ଟିକାକରଣ ପରେ ଲାଗୁ ହେବ CAA। ନାଗରିକତା ସଂଶୋଧନ ଆଇନ ଲାଗୁ ହେବ। କୌଣସି ଭାରତୀୟଙ୍କ ଯିବ ନାହିଁ ନଗରିକତା। ସିଏଏ ଅଧୀନରେ ଆସୁଛନ୍ତି ପଶ୍ଚିମବଙ୍ଗର ମତୁଆ ସମ୍ପ୍ରଦାୟ। ଏନେଇ…

ଗୋବିନ୍ଦପାଲ୍ଲୀ କଳା ମହାବିଦ୍ୟାଳୟରେ ପାନୀୟଜଳ ସମସ୍ୟା।

ଖଇରପୁଟ:୧୨/୦୨: -ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀରେ କଳା ମହାବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି।ପଞ୍ଚାୟତର ସଦର ମହକୁମାରେ ରହି ମଧ୍ୟ ଦୀପ ତଳ ଅନ୍ଧାର ଭଳି ସତେ ଯେମିତି ମନେ ହେଉଛି।ଦୁଇ…