CHARIDHAM
Browsing Category

Featured

ଭାରତୀୟ ଦଳକୁ ଝଟକା, ଶେଷ ଟେଷ୍ଟରେ ଟିମ୍ ସହ ରହିବେ ନାହିଁ କୋଚ୍ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ରୋମାଞ୍ଚକର ମୋଡରେ ପହଞ୍ଚି ଯାଇଛି । ଲଣ୍ଡନର ଦ ଓଭାଲ ପଡିଆରେ ଖେଳାଯାଉଥିବା ମୁକାବିଲାର ଆଜି ହେଉଛି ଅନ୍ତିମ ଦିନ । ଇଂଲଣ୍ଡକୁ ବିଜୟ ପାଇଁ ୨୯୧ ରନ ଦରକାର ଥିବା…

ଓଭାଲ ଟେଷ୍ଟରେ ବିପଦରେ ଭାରତ, ଓଭର ପିଛା ୩.୬୨ ହାରରେ ରନ କଲେ ଇଂଲଣ୍ଡର ବିଜୟ ସୁନିଶ୍ଚିତ !

ଓଭାଲ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଓଭାଲରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ନାଟକୀୟ ମୋଡରେ ପହଞ୍ଚି ଯାଇଛି । ସୋମବାର ହେଉଛି ମ୍ୟାଚର ପଞ୍ଚମ ତଥା ଶେଷ ଦିନ । ଅନ୍ତିମ ଦିନରେ ମ୍ୟାଚ୍ ଜିତିବାକୁ ଇଂଲଣ୍ଡକୁ ୨୯୧ ରନ ଦରକାର…

ରବିବାର ହେବ ନିଟ୍ ପରୀକ୍ଷା, ଏଗଜାମ ତାରିଖ ଘୁଞ୍ଚାଇବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୨ ତାରିଖ ଅର୍ଥାତ ରବିବାର ହେବ ନିଟ୍ ପରୀକ୍ଷା । ପରୀକ୍ଷା ଘୁଞ୍ଚାଇବା ଦାବିରେ ଦାଖଲ ଆବେଦନକୁ ସୋମବାର ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।  ଏଥିସହ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖା ପାଇଁ…

ଆସନ୍ତା ବର୍ଷରୁ ସୁନ୍ଦରଗଡ଼ ମେଡିକାଲ କଲେଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):୨୦୨୨-୨୩ରୁ ସୁନ୍ଦରଗଡ଼ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ଏନେଇ ଗୃହରେ ବିବୃତି ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ । ଆସନ୍ତାବର୍ଷରୁ ଆଡମିସନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି…

ଟି-୨୦ ବିଶ୍ୱ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା, ଟିମରେ ସୋଏବ ମଲିକ ଓ ଆମିରଙ୍କୁ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ସୋମବାର ଟି-୨୦ ବିଶ୍ୱ କପ୍ ପାଇଁ ନିଜର ଦଳ ଘୋଷଣା କରିଛି । ଏଥିସହ ଦଳ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ମଧ୍ୟ ଦଳ ଘୋଷଣା କରିଛି । ଦଳରେ…

ୱେବ୍ ପୋର୍ଟାଲ ମୁଖ୍ୟ ରାଜାକୁ ଗିରଫ କଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରୁ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ଅପହରଣ ଓ ଦାଦାବଟି ମାଗି ନିର୍ଯ୍ୟାତନା ମାମଲାରେ ଆସିଛି ବଡ଼ ଖବର । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୱେବ…

ଫେସବୁକ୍ ବ୍ୟବହାରକାରୀ ସାବଧାନ! ସୁନ୍ଦରୀ ଝିଅଙ୍କ ଚକରରେ ଫସିପାରନ୍ତି ହନିଟ୍ରାପରେ

ନୂଆଦିଲ୍ଲୀ: ହନିଟ୍ରାପ୍ ହେଉଛି ଏମିତି ଏକ ଜାଲ, ଯେଉଁଥିରେ ଜଣେ ଆକର୍ଷକ ବ୍ୟକ୍ତି(ପୁରୁଷ ବା ସ୍ତ୍ରୀ) ଦ୍ୱିତୀୟ ବ୍ୟକ୍ତିଙ୍କ ଠାରୁ ଭୁଲ୍ ଉପାୟରେୁ କିଛି କାମ ହାସଲ କରିବା ପାଇଁ ଯୋଜନା କରେ । ଆଉ ଏହାକୁ ହନିଟ୍ରାପ୍…

ଜାଭେଦ ଅଖତାରଙ୍କୁ ଶିବସେନାର ଦୃଢ ଜବାବ: ଆପଣ ଯାହା କୁହନ୍ତୁ, କିନ୍ତୁ ତାଲିବାନ ସହ ଆରଏସଏସର ତୂଳନା ସ୍ୱୀକାର ନୁହେଁ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘକୁ ତାଲିବାନ ସହ ତୂଳନା କରି ବିବାଦ ଘେରରେ ଏବେ ଜାଭେଦ ଅଖତାର । ଅଖତାରଙ୍କ ଏହି ପରି ବିବାଦୀୟ ବୟାନକୁ ନେଇ ଏବେ ଖପ୍ପା ଶିବସେନା । ନିଜର ମୁଖପତ୍ର ସାମନା ଜରିଆରେ ଜାଭେଦଙ୍କୁ…

ମନ୍ତ୍ରୀ କହିଲେ ‘ରାଜ୍ୟରେ ବଢୁଛି ଅପରାଧିକ ମାମଲା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଅପରାଧିକ ମାମଲା ବଢ଼ୁଛି ବୋଲି କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର । ୨୦୧୯-୨୦ ବର୍ଷରେ ଅପରାଧିକ ମାମଲାର ହିସାବ ଦେଇଛନ୍ତି ସରକାର । ୨୦୧୯ରେ ୧…

ରାଜ୍ୟରେ ମୁଣ୍ଡ ପିଛା ଋଣ ୨୩ ହଜାରରୁ ଅଧିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମୁଣ୍ଡ ପିଛା ଋଣ ବଢ଼ିବାରେ ଲାଗିଛି । ୨୦୨୧-୨୨ରେ ମୁଣ୍ଡ ପିଛା ଋଣ ୨୩ ହଜାର ୭୬୧ ଟଙ୍କା ରହିଛି । ୨୦୧୧-୧୨ରେ ମୁଣ୍ଡପିଛା ଋଣ ୯ ହଜାର ୧୪୪ ଟଙ୍କା ରହିଥିଲା । ରାଜ୍ୟର ଋଣ ୧…