Browsing Category
Featured
ହସ୍ପିଟାଲରୁ ଡିସଚାର୍ଜ ହେଲେ ମିଷ୍ଟର ଖିଲାଡ଼ି
ମୁମ୍ବାଇ ୧୨ା୪ (ଓଡିଶା ଭାସ୍କର) : ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡ଼ ଅଭିନେତା ଖିଲାଡ଼ି ଅକ୍ଷୟ କୁମାର । କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଅକ୍ଷୟ କୁମାର ଦୀର୍ଘ ୭ ଦିନ ପରେ ଘରକୁ ଫେରିଛନ୍ତି । ଏନେଇ…
ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର,କରୋନା ପରେ ପିପିଲିବାସୀଙ୍କୁ ଭେଟ କରିବାକୁ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୧୨ା୪ (ଓଡିଶା ଭାସ୍କର) : ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର ଆରମ୍ଭ ହୋଇଯାଇଛି । ଆସନ୍ତା ୧୭ ତାରିଖରେ ପିପିଲିରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବିଜେଡ଼ି ସୁପ୍ରିମୋ ଭର୍ଚୁଆଲ୍ ମାଧ୍ୟମରେ…
‘ଅନୁପମା’ଙ୍କ ଶାଶୁ ଲୀଲା ଏବଂ ବୋହୂ କିଞ୍ଜଲ କରୋନା ଆକ୍ରାନ୍ତ
ମୁମ୍ବାଇ ୧୨ା୪ (ଓଡିଶା ଭାସ୍କର) : ଦେଶରେ ଏବେ ଚାରିଆଡ଼େ କରୋନାର ଦ୍ୱିତୀୟ ଲହର ଚାଲିଛି । କରୋନାରେ ସବୁଠାରୁ ଖରାପ ସ୍ଥିତିରେ ମୁମ୍ବାଇ ସହର ରହିଛି । ମୁମ୍ବାଇରେ ଥିବା ବଲିଉଡ଼ ଏବଂ ଟିଭି ଇଣ୍ଡଷ୍ଟ୍ରିରେ କରୋନା ସଙ୍କଟ…
ଦୁଇ ଘଣ୍ଟାରୁ କମ୍ ସମୟ ପାଇଁ ବିମାନରେ ଯାତ୍ରା କରୁଥିଲେ ମିଳିବନି ଖାଦ୍ୟ
ନୁଆଦିଲ୍ଲୀ ୧୨ା୪ (ଓଡିଶା ଭାସ୍କର) : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୋମବାର ବୋର୍ଡ ବିମାନରେ ଖାଦ୍ୟ ଯୋଗାଣର ସ୍ଥିତି ସମୀକ୍ଷା କରିଛନ୍ତି । ଦୁଇଘଣ୍ଟାରୁ କମ୍ ସମୟ ପାଇଁ ଘରୋଇ ବିମାନ ଯାତ୍ରାରେ ଖାଦ୍ୟ…
ବାଗଚୀ-କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟରର ନିର୍ମାଣ ନିମନ୍ତେ ସୁବ୍ରତ ଦେବେ ୧୩୦ କୋଟି
ଭୁବନେଶ୍ୱର, ୧୨ା୪ (ଓଡିଶା ଭାସ୍କର) : ଭୁବନେଶ୍ୱରରେ ବାଗଚୀ-କରୁଣାଶ୍ରୟ ପାଲିଆଟିଭ କେୟାର ସେଣ୍ଟର ପାଇଁ ମଞ୍ଜୁରୀ ମିଳିଛି । ଏହାକୁ ତିଆରି କରିବା ପାଇଁ ସୁବ୍ରତ ବାଗଚୀ ଏବଂ ସ୍ତ୍ରୀ ସୁସ୍ମିତା ବାଗଚୀ ୧୩୦ କୋଟି…
MAMEର ଚେୟାରମ୍ୟାନ୍ ପଦବୀରୁ ଦୀପିକାଙ୍କ ଇସ୍ତଫା
ମୁମ୍ବାଇ ୧୨ା୪ (ଓଡିଶା ଭାସ୍କର) : MAME ର ଚେୟାରମ୍ୟାନ୍ ପଦବୀରୁ ଇସ୍ତଫା ଦେଇଛନ୍ତି ବଲିଉଡ଼୍ ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟୁରେ ଏକ ପୋଷ୍ଟ ସେୟାର କରି ସେଥିରେ ସେ ମୁମ୍ବାଇ…
ତାଳି-ଥାଳୀ ବହୁତ ହୋଇଗଲା, ଏବେ ଦେଶକୁ ଟିକା ଦିଅ: ରାହୁଲ ଗାନ୍ଧୀ
ନୁଆଦିଲ୍ଲୀ, ୧୨ା୪ (ଓଡିଶା ଭାସ୍କର) : ଦେଶରେ କରୋନାକୁ ମାତ୍ ଦେବାପାଇଁ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ହେଲେ କିଛି ସ୍ଥାନରେ ଟିକା ଅଭାବରୁ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଆଜି ରୁଷ…
କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ୱର ୧୨ା୪ (ଓଡିଶା ଭାସ୍କର) : ଆଜି କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା…
ସ୍ଫୁଟନିକ୍-ଭି ଟିକାକୁ ମିଳିଲା ମଂଜୁରୀ
ନୁଆଦିଲ୍ଲୀ, ୧୨ା୪ (ଓଡିଶା ଭାସ୍କର) : ରୁଷ ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ମିଳିଛି କେନ୍ଦ୍ରର ମଂଜୁରୀ । ଭାରତରେ କୋଭିସିଲଡ୍ ଏବଂ କୋଭାକ୍ସିନ୍ ପରେ ସ୍ଫୁଟନିକ୍-ଭି ଟିକାକୁ ବ୍ୟବହାର ନେଇ ମଂଜୁରୀ ମିଳିଛି । ଦେଶରେ…
ମହାରାଷ୍ଟ୍ରରେ କରୋନା ସ୍ଥିତି ଭୟଙ୍କର; ଖୁବଶୀଘ୍ର ହେବ ଲକଡାଉନ୍
ମହାରାଷ୍ଟ୍ର, ୧୨ା୪ (ଓଡିଶା ଭାସ୍କର) : ଦେଶରେ ଦିନକୁ ଦିନ ରେକର୍ଡ କରୁଛି କରୋନା ସଂକ୍ରମଣ । ମହାରାଷ୍ଟ୍ରରେ ଏବେ କରୋନା ସାଂଘାତିକ ସ୍ଥିତିରେ ରହିଛି । ସେଠାରେ ଦୈନିକ ସଂକ୍ରମଣ ୫୮ ହଜାର ଟପିଛି । ସେହିପରି ଗତ ୨୪…