Browsing Category

Featured

୩୧ ଅଗଷ୍ଟରୁ ଖୋଲିବ ନବୋଦୟ ବିଦ୍ୟାଳୟ, ୫୦ % କ୍ଷମତା ସହିତ ଚାଲିବ କ୍ଲାସ୍

ନୂଆଦିଲ୍ଲୀ: ସାରାଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ପୁଣିଥରେ ଜବାହାର ନବୋଦୟ ବିଦ୍ୟାଳୟ ଖୋଲିବାକୁ ଯାଉଛି । ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଙ୍କ ପାଇଁ ୩୧ ଅଗଷ୍ଟରୁ ନବୋଦୟ ବିଦ୍ୟାଳୟ ଖୋଲିବାକୁ…

ରାଜ୍ୟରୁ ପୁଣି ବାହାରିଲେ ୭୭୯ ଆକ୍ରାନ୍ତ, ଆଜି ୧୦୫ ଶିଶୁ ପଜିଟିଭ୍

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

‘ମୁଁ ବଞ୍ଚିଛି’- ଚିତା ଜଳିବା ପରେ ଥାନାରେ ପହଞ୍ଚି କହିଲେ ନାବାଳିକା

ପାଟନା : ବିହାରର ରାଜଧାନୀ ପାଟନାସ୍ଥିତ ଗୌରୀଚକର ଅଣ୍ଡାରୀ ଗ୍ରାମରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ସେଠାରେ ଜଣେ ନାବାଳିକା ଗାଁର ପ୍ରେମିକ ସହ ଫେରାର୍ ହୋଇଥିଲେ । ନାବାଳିକାଙ୍କ ମା’ ଘଟଣାକୁ ନେଇ ଗୌରୀଚକ…

କାବୁଲ ବିସ୍ଫୋରଣର ପ୍ରତିଶୋଧ ନେଲା ଆମେରିକା, ISର ଠିକଣା ଉପରେ କଲା ଡ୍ରୋନ୍ ଆକ୍ରମଣ

ୱାଶିଂଟନ୍: ଶନିବାର ସକାଳେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ୍ ବିରୋଧରେ ଡ୍ରୋନ ଆକ୍ରମଣ କରିଛି ଆମେରିକା । ଖବର ମିଳିଛି କି, ଆଫଗାନିସ୍ତାନର କାବୁଲ ବିମାନବନ୍ଦର ନିକଟରେ ହୋଇଥିବା ବିସ୍ଫୋରଣର ଆମେରିକା ପ୍ରତିଶୋଧ…

ଭାରତୀୟ ଗ୍ରାଣ୍ଡମାଷ୍ଟର ଏସପି ସେଥୁରମଣ ଜିତିଲେ ବାର୍ସେଲୋନା ଚେସ୍‌ ଟାଇଟଲ୍‌

ବାର୍ସେଲୋନା: ଭାରତୀୟ ଗ୍ରାଣ୍ଡମାଷ୍ଟର ଏସପି ସେଥୁରମଣ ଏଠାରେ ଅନୁଷ୍ଠିତ ବାର୍ସେଲୋନା ଓପନ ଚେସ୍‌ ଟାଇଟଲ । ଏହି ଟୁର୍ଣ୍ଣାମେଣ୍ଟର ନବମ ରାଉଣ୍ଡରୁ ସେଥୁରମଣ ୭.୫ ପଏଣ୍ଟ ଓ ରୁଷିଆର ଦାନିଏଲ ୟୁଫା ମଧ୍ୟ ସମାନ ପଏଣ୍ଟ…

ବିଧବା ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଓ ଦୁଷ୍କର୍ମ ମାମଲା: ଜଣେ ଗିରଫ

ତିହିଡ (ଭାସ୍କର ନ୍ୟୁଜ୍‌):ମଙ୍ଗଳବାର ରାତିରେ ତିହିଡ଼ି ଥାନାରୁ ନ୍ୟାୟ ଭିକ୍ଷା କରି ଭାଇ ସହ ବାଇକ୍‌ରେ ଘରକୁ ଫେରିବା ବାଟରେ କେତେକ ଦୁର୍ବୃତ୍ତ ଜଣେ ବିଧବା ମହିଳାଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ତାଙ୍କୁ ଭାଇ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ମୟୂରଭଞ୍ଜର ୧୫ ଜିଲ୍ଲା ପରିଷଦ ସଭ୍ୟ ଦେଲେ ଇସ୍ତଫା

ମୟୁରଭଞ୍ଜ (ଭାସ୍କର ନ୍ୟୁଜ୍‌): ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୁରଭଞ୍ଜ ରାଜନୀତିରେ ବଡ ଧରଣର ହଲଚଲ୍‌ ଦେଖିବାକୁ ମିଳିଛି । ମୟୂରଭଞ୍ଜର ୧୫ ଜିଲ୍ଲା ପରିଷଦ ସଭ୍ୟ ନିଜ ଇସ୍ତଫାପତ୍ର ରାଜ୍ୟ ବିଜେପି ସଭାପତିଙ୍କ ନିକଟକୁ…

ଇତିହାସ ରଚିଲା ଭାରତ: ଗୋଟିଏ ଦିନରେ କୋଟିଏରୁ ଅଧିକ ଡୋଜ୍ ଟିକାଦାନ, ଏପରି ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧ ଲଢ଼େଇ ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ କୋଭିଡ ଟିକାକରଣ କ୍ଷେତ୍ରରେ ଭାରତ ନୂଆ ରେକର୍ଡ କରିଛି । ଶୁକ୍ରବାର ଦିନ ପ୍ରଥମଥର ପାଇଁ ଦେଶରେ ୧ କୋଟିରୁ ଅଧିକ…

ଦାନା ବାନ୍ଧୁଛି ଲଘୁଚାପ! ଆଜି ପାଇଁ ୨୨ ଜିଲ୍ଲା ସାବଧାନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଉତ୍ତର-ପଶ୍ଚିମ ତଥା ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆଉ ଏହାର ପ୍ରଭାବରେ ଆଗାମୀ ୨ରୁ ୩ ଦିନ ଯାଏଁ ରାଜ୍ୟରେ…

ରାଶିଫଳ (ଶନିବାର ,୨୮ ଅଗଷ୍ଟ ,୨୦୨୧)

ମେଷ - ପୂର୍ବ ସ୍ଥିତିରେ ସୁଧାର ଆସିବ, କୌଣସି ସହାୟତା ମିଳିବ, କିନ୍ତୁ ଅଭାବ ଲାଗିରହିବ, ପାରାଙ୍କୁ ଖାଇବାକୁ ଦିଅନ୍ତୁ, ସମୟ ଏବଂ ପରିସ୍ଥିତି ଆପଣଙ୍କର ବିପକ୍ଷରେ ଯିବ, ଦାୟିତ୍ବ ବଢିବ,ପାରିବାରିକ ସମ୍ପର୍କରେ…