Browsing Category
Featured
ଅଜଣା ଜ୍ୱରରେ ୮ ଶିଶୁଙ୍କ ମୃତ୍ୟୁ, ଗାଁରେ ପହଞ୍ଚିଲେ ଅଧିକାରୀ
ମଥୁରା: ଉତ୍ତରପ୍ରଦେଶରେ ମଥୁରା ସହରରୁ ୩୦ କିଲୋମିଟର ଦୂର ସ୍ଥିତ କୋହ ଗାଁରେ ପ୍ରାୟ ୮ ଜଣ ଶିଶୁ ଅଜଣା ଜ୍ୱରରେ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ପାଇବା ମାତ୍ରେ ଡେପୁଟି ଜିଲ୍ଲା ମାଜିଷ୍ଟ୍ରେଟ ତଥା…
ରାଶିଫଳ (ମଙ୍ଗଳବାର ,୨୪ ଅଗଷ୍ଟ ,୨୦୨୧)
ମେଷ - ପୁରୁଣା ବକେୟା ମିଳିବ ଏବଂ ଲାଗିରହିଥିବା କୌଣସି ମାଲିମକୋଦ୍ଦମାର ସମାଧାନ ହେବ, ଧର୍ମ କର୍ମରେ ମନ ବଳିବ, ଭାତୃ ସହଯୋଗ ଦ୍ବାରା ଭୁମିକ୍ରୟର ସୁଯୋଗ ମିଳିବ,ଉଦ୍ୟମ ସିଦ୍ଧି ହେବ, ଥଣ୍ଡାଜନିତ ରୋଗରେ ଆକ୍ରାନ୍ତ…
ହଟ୍ ଆଣ୍ଡ୍ କୋଲ୍ଡ ହୋଟେଲରେ ଗଣ୍ଡଗୋଳ: ମାଲିକ ଓ କର୍ମଚାରୀ ମାଡ଼ ମାରିଲେ, ଫୁଲକୁଣ୍ଡ ଓ ଚେୟାରକୁ ଭାଙ୍ଗି ଚୁରମାର କରିଦେଲେ ୬ ଯୁବକ
ସାଲେପୁର (ଭାସ୍କର ନ୍ୟୁଜ୍): କୌଣସି କାରଣରୁ ଏକ ହୋଟେଲ ମଧ୍ୟରେ ଗଣ୍ଡଗୋଳ ହୋଇ ହୋଟେଲ ମାଲିକ ଓ କର୍ମଚାରୀ ଆହତ ହୋଇଥିବା ନେଇ ସାଲେପୁର ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି । ସାଲେପୁର ୟୁକୋ ବ୍ୟାଙ୍କ୍ ପାଖରେ…
ଆଜିଠୁ ଟୋକିଓ ପାରାଅଲିମ୍ପିକ୍ସ -୨୦୨୦ : ଭାରତର ଲକ୍ଷ୍ୟ ସର୍ବାଧିକ ପଦକ
ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍): ଆଜିଠୁ ନ୍ୟାସନାଲ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରାଲିମ୍ପିକ୍ସ-୨୦୨୦ । ସମ୍ରାଟ ନାରୁହିଟୋ କ୍ରୀଡ଼ାକୁ ଉଦ୍ଘାଟନି କାର୍ଯ୍ୟକ୍ରମ ରହିଛି । ବିଶ୍ୱର ୧୬୩ଟି ଦେଶରୁ ମୋଟ୍…
ଓଭର୍ ଲୋଡ଼ିଂ ଯୋଗୁଁ ଭାରସାମ୍ୟ ହରାଇ ଓଲଟିଲା କାଠବୋଝେଇ ଟ୍ରକ୍, ଜଣେ ଆହତ
ରାଇଘର (ଭାସ୍କର ନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଥିବା ସନ୍ତୋଷୀ ପେଟ୍ରୋଲ ଟ୍ୟାଙ୍କ ନିକଟରେ ଗୋଟାଏ ନୀଳଗିରି ଭର୍ତ୍ତି ଟ୍ରକ୍ ଗାଡ଼ି ନଂ ସିଜି୪ଜେଡି୫୩୭୭…
୫ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ, ୨୬ରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର (ଆର୍ଏସ୍ଏସ୍) ସରସଂଘଚାଳକ ଡ.ମୋହନ ଭାଗବତ ୫ ଦିନିଆ ଓଡିଶା ଗସ୍ତରେ ଆସି ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିବେ । ସେ ପାଞ୍ଚ ଦିନିଆ ଓଡିଶା ପ୍ରବାସ…
କୋଭିଡ୍ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ରେଳ ବିଭାଗର ସ୍ୱତନ୍ତ୍ର ବ୍ୟବସ୍ଥା: ୩୧ ପର୍ଯ୍ୟନ୍ତ ୧୨ ଟ୍ରେନ୍ ବାତିଲ୍
ଭୁବନେଶ୍ୱର (ଭାସ୍କର ନ୍ୟୁଜ) : କୋଭିଡ୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ କୋଭିଡ୧୯ ମହାମାରୀ ସମୟରେ ଟ୍ରେନର ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ୧୨ଟି ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତି…
ଅକ୍ଟୋବରରେ ପିକ୍ ଛୁଇଁପାରେ ତୃତୀୟ ଲହର ! ଶିଶୁ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ
ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଆସନ୍ତା ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର । ବଢିପାରେ ଦୈନିକ କରୋନା ସଂକ୍ରମଣ ମାମଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)କୁ ଏନେଇ ସତର୍କ କରାଇଛି ଗୃହ…
ସାପକୁ ରାଖୀ ବାନ୍ଧିଥାନ୍ତା ଭଉଣୀ; ଚୋଟରେ ଗଲା ଭାଇର ପ୍ରାଣ
ନୂଆଦିଲ୍ଲୀ: ରାଖୀ ପୂର୍ଣ୍ଣିମାରେ ବିହାରରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଭଉଣୀ ସାପ ଦେହରେ ରାଖୀ ବାନ୍ଧିଥାନ୍ତା, ମାତ୍ର ସାପ ଚୋଟ ନେଇ ଯାଇଛି ଭାଇର ପ୍ରାଣ। ଭଉଣୀ ରାଖୀ ବାନ୍ଧିବା ପୂର୍ବରୁ ସାପକୁ ହାତରେ ଧରି…
NMP ରେ ୪ ବର୍ଷରେ ମିଳିବ ୬ ଲକ୍ଷ କୋଟି; ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ଏକ ବଡ଼ ଘୋଷଣା କରାଯାଇଛି। ବିଭିନ୍ନ ଭିତ୍ତଭୂମିର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆସନ୍ତା ୪ ବର୍ଷ ମଧ୍ୟରେ ନ୍ୟାସନାଲ…