Browsing Category

Featured

ଟୋକିଓ ପାରା ଅଲିମ୍ପିକ୍ସ : ଉଦଘାଟନୀ ଉତ୍ସବରେ ଯୋଗ ଦେବେ ଭାରତର ୫ ଆଥ୍‌ଲେଟ୍‌ ଓ ୬ ଅଫିସିଆଲ୍‌

ଟୋକିଓ: ଆଉ ଦୁଇ ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ପାରା ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ଯୋଗ ଦେବେ ଖୁବ୍ କମ୍ ସଂଖ୍ୟକ ଆଥଲେଟ୍‌ ଓ କର୍ମକର୍ତ୍ତା । କାରଣ ଜାପାନରେ କରୋନା ସଂକ୍ରମଣ ଆତଙ୍କ ଜାରି ରହିଥିବା…

ବୁଧବାର ଠାରୁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ, କୋହଲି ବାହିନୀର ଅଭ୍ୟାସ ଆରମ୍ଭ

ଲିଡ୍ସ: ବୁଧବାର ଠାରୁ ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ କ୍ରିକେଟ ମ୍ୟାଚ । ଭାରତୀୟ ଦଳ ରବିବାର ଦିନ ଅଭ୍ୟାସ ଆରମ୍ଭ କରିଛନ୍ତି । ଟ୍ରେଣ୍ଟ ବ୍ରିଜରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ବିନା ଫଇସଲାରେ ସମାପ୍ତ…

ପୂର୍ବତନ ଫୁଟବଲ୍‌ ଷ୍ଟାର ହକିମଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଫୁଟବଲ ତାରକା ସୟଦ ଶହୀଦ ହକିମଙ୍କର ରବିବାର ଦିନ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ୧୯୬୦ ରୋମ ଅଲିମ୍ପିକ୍ସରେ ସେ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ…

ରାଜ୍ୟର ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ, ମରୁଡି ଆଶଙ୍କା ନେଇ ଚିନ୍ତାରେ ଚାଷୀ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ସାରା ରାଜ୍ୟରେ ସ୍ୱାଭାବିକଠାରୁ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଜୁଲାଇ ୧ରୁ ଅଗଷ୍ଟ ୨୨ ତାରିଖ ମଧ୍ୟରେ ସ୍ୱାଭାବିକ ବର୍ଷା ଠାରୁ ୩୦ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଥିବା…

ଆଜିଠୁ ସମସ୍ତ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ଦ୍ୱାର, ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କାଳିଆ ସାଆନ୍ତଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ (ଭାସ୍କର ନ୍ୟୁଜ୍): ସବୁ ପ୍ରତିକ୍ଷାର ଅନ୍ତ ଘଟିଛି, ଦୀର୍ଘ ୪ ମାସ ପରେ ଆଜିଠୁ କାଳିଆ ସାଆନ୍ତଙ୍କ ଦର୍ଶନ କରିବେ ସମସ୍ତ ସାଧାରଣ ଭକ୍ତ। ଖୋଲିବ ଶ୍ରୀମନ୍ଦିର। ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଭକ୍ତଙ୍କ…

ରାଶିଫଳ (ସୋମବାର ,୨୩ ଅଗଷ୍ଟ ,୨୦୨୧)

ମେଷ - କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟରେ ସମାଧାନର ଚିନ୍ତା ମନକୁ ସାମୟିକ ବିବ୍ରତ କରିପାରେ।ବନ୍ଧୁଙ୍କ ମାଧ୍ୟମରେ ଅଭିଳଷିତ ଜିନିଷ ପାଇପାରିବେ। ତରବରିଆ ଯାତ୍ରାକରନ୍ତୁ ନାହିଁ , ସତର୍କ ନ ରହିଲେ ସାଧାରଣ ଆଘାତ…

ଚୀନକୁ ୫୦୦୦ କୋଟିର ଝଟକା; କମାଲ କଲା ସ୍ୱଦେଶୀ ରାଖୀ

ନୂଆଦିଲ୍ଲୀ: ସ୍ୱଦେଶୀ ମନୋଭାବ ଯୋଗୁ ଆଜି ରାଖୀ ପୂର୍ଣ୍ଣିମାରେ ଭାରତୀୟ ବ୍ୟବସାୟୀମାନେ ଚୀନକୁ ଶକ୍ତ ଧକ୍କା ଦେଇଛନ୍ତି । ସ୍ୱଦେଶୀ ରାଖୀ ଯୋଗୁ ଚୀନ ୫୦୦୦ କୋଟି ଟଙ୍କାର କ୍ଷତି ସହିଛି । କନଫେଡେରେସନ ଅଫ ଅଲ ଇଣ୍ଡିଆ…

ବିଶ୍ଵ U-20 ଆଥଲେଟିକସ: ପଦକ ବିଜେତାଙ୍କୁ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ୨୦ ବର୍ଷରୁ କମ୍ ବିଶ୍ଵ ଆଥଲେଟିକସ ଚାମ୍ପିଅନସିପ ପଦକ ବିଜେତାଙ୍କୁ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ୧୦ କିମି ଚାଲିରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ଅମିତ୍ ଖତ୍ରି, ଲଙ୍ଗ ଜମ୍ପର ଶୈଳୀ ସିଂ ଓ…

ଭାରତ ଛାଡ଼ି ପାକିସ୍ତାନ ପଳାଅ, ଜାଣନ୍ତୁ କାହିଁକି ଏମିତି କହିଲେ ବିଜେପି ନେତା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଭାରତ ଛାଡ଼ି ପାକିସ୍ତାନ ପଳାଇବା ପାଇଁ କହିଛନ୍ତି ବିଜେପି ନେତା ଅନୀଲ ଭିଜ୍। କଶ୍ମୀର ଓ ତାଲିବାନ ପ୍ରସଙ୍ଗରେ ମୁଫତିଙ୍କ ବୟାନକୁ ନେଇ ଏଭଳି…

ଚା’ ପିଇବା ସମୟରେ ଭୁଲରେ ବି କରନ୍ତୁନି ଏହି ଭୁଲ୍, ନଚେତ୍ ଏହି ସବୁ ରୋଗର ହେବେ ଶିକାର

ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତରେ ଦିନର ଆରମ୍ଭ ଚା' ବିନା ଅସମ୍ପୂର୍ଣ୍ଣ ଅଟେ । ଆଖି ଖୋଲିବା ମାତ୍ରେ ପ୍ରଥମେ ଚା ଦରକାର । ଅନେକ ଲୋକ ଏପରି ରହିଛନ୍ତି ଯେଉଁ ମାନଙ୍କୁ ଚା' ପିଇବା ଖୁବ୍ ପସନ୍ଦ । ଏମିତି ଅନେକ ଜଣ…