Browsing Category

Featured

ଏପ୍ରିଲରୁ ବଢ଼ିବ ତାତି! ଏସଆରସିଙ୍କ ସତର୍କତା

ଭୁବନେଶ୍ୱର,୨୯ ।୩(ଓଡିଶା ଭାସ୍କର): ଦିନକୁ ଦିନ ଖରାର ପ୍ରକୋପ ବଢିବାରେ ଲାଗିଛି । ଏପ୍ରିଲ ମାସ ଆରମ୍ଭରୁ ରାଜଧାନୀ ଭୁବନେଶ୍ୱର ସମେତ ବହୁ ରାଜ୍ୟରେ ତାତି ବଢିବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ଗତ ୨ ଦିନ…

ଝିଅ ହୋଇ ବି ବଢ଼ାଇଲେ ଦାଢ଼ି, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ, ୨୯ା୩: ଆମ ସମାଜରେ ସାଧାରଣତଃ ପୁଅମାନେ ଦାଢ଼ି ରଖିଥାନ୍ତି । ଯଦି ଆପଣ ଜାଣିବାକୁ ପାଇବେ ଯେ ଜଣେ ଝିଅ ଦାଢ଼ି ରଖୁଛି ବୋଲି ତେବେ କଥାଟା ଆପଣଙ୍କୁ ଟିକିଏ ଅଡ଼ୁଆ ଲାଗିବ ନିଶ୍ଚୟ । ଆମେରିକାର କ୍ଲାଇଡ୍ ୱାରେନ…

ବଢୁଛି କରୋନା ସଂକ୍ରମଣ : ୬୮,୦୨୦ ଆକ୍ରାନ୍ତ ବେଳେ ୨୯୧ ମୃତ

ନୂଆଦିଲ୍ଲୀ, ୨୯। ୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୯୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୧ ହଜାର ୮୪୩କୁ…

ବିରଜା ପାଞ୍ଜିର ଭବିଷ୍ୟବାଣୀ: ଖୁବଶୀଘ୍ର ରାଜ୍ୟରେ କମିବ କରୋନା, ଜାଣନ୍ତୁ କେବେ?

ଯାଜପୁର, ୨୯ା୩: ରାଜ୍ୟରେ କରୋନାର ପ୍ରକୋପ କମିବ । ଏଥିସହ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇବ । ଏନେଇ ଭବିଷ୍ୟବାଣୀ କରିଛି ବିରଜା ପାଞ୍ଜି । ବିରଜା ପାଞ୍ଜିର ଭବିଷ୍ୟବାଣୀ ଅନୁଯାୟୀ ଦେଶ ଓ ରାଜ୍ୟରେ ପଣା…

ମହାନଦୀରେ ବୁଡି ନାବାଳକ ମୃତ

ସୁବର୍ଣ୍ଣପୁର,୨୯ ।୩(ଓଡିଶା ଭାସ୍କର): ନାବାଳକ ପାଇଁ କାଳ ସାଜିଲା ହୋଲି ଗାଧୁଆ । ନଦୀରେ ଗାଧୋଇବା ବେଳେ ବୁଡିଯିବାରୁ ଚାଲିଗଲା ଜୀବନ । ସାରା ରାଜ୍ୟରେ ହୋଲି ଉତ୍ସବ ମନାଯାଉଥିବା ବେଳେ ସୁବର୍ଣ୍ଣପୁର ମହାନଦୀ ଘାଟରେ…

ନବମ ଓ ଏକାଦଶ ସ୍କୁଲ ବନ୍ଦକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର,୨୯ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା କଟକଣା ସହ ଚାଲିଛି ହୋଲି ଉତ୍ସବ । ଲୋକମାନେ ଘରେ ରହି ହୋଲି ମନାଉଥିବା ବେଳେ ସ୍କୁଲ ବନ୍ଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ…

ଆଜି ପୁଣି ୨୦୮ ଜଣ ପଜିଟିଭ ଚିହ୍ନଟ ଓ ଜଣେ ମୃତ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, ୨ ୯।୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୨୦୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୨ ଓ ସ୍ଥାନୀୟ…