Browsing Category

Featured

ଆସିଗଲା OLA Electric Scooter, ଦମଦାର ପାୱାର ସହ ରହିଛି ଆକର୍ଷଣୀୟ ଫିଚର୍ସ, ଲକ-ଅନଲକ ପାଇଁ ଦରକାର ନାହିଁ ଚାବି

ନୂଆଦିଲ୍ଲୀ: ଲଞ୍ଚ ହୋଇଛି ବହୁ ପ୍ରତୀକ୍ଷିତ OLA ଇଲେକ୍ଟ୍ରିକ ସ୍କୁଟର । ରବିବାର ସ୍ୱାଧୀନତା ଦିବସ ଉପଲକ୍ଷେ ଲଞ୍ଚ ହୋଇଛି ଏହି OLA ଇଲେକ୍ଟିକ ସ୍କୁଟର । OLAର କୋ-ଫାଉଣ୍ଡର ଭାବିଶ ଅଗ୍ରୱାଲ ଗତକାଲି ଏହାକୁ ଲଞ୍ଚ…

ମୋଦୀ ଓ ଇନ୍ଦିରାଙ୍କ ମଧ୍ୟରେ କିଏ ଶ୍ରେଷ୍ଠ; ଏମିତି ଉତ୍ତର ରଖିଲେ ଅଜୟ ଦେବଗନ

ନୂଆଦିଲ୍ଲୀ: ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ରହିଥିବା ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ କିଏ ଅଧିକ ସଶକ୍ତ । ଏଭଳି ଏକ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ ଅଭିନେତା ଅଜୟ…

ଲୋକଙ୍କୁ ଦେଶ ଛାଡ଼ିବାକୁ ଦିଆଯାଉ ଅନୁମତି, ୬୦ଟି ଦେଶ କଲେ ତାଲିବାନକୁ ଅପିଲ୍

ନୂଆଦିଲ୍ଲୀ: ତାଲିବାନ ସମ୍ପର୍ଣ୍ଣ ଭାବରେ ଆଫଗାନିସ୍ତାନ ଉପରେ ନିଜର କବଜା ଜମାଇସାରିଛନ୍ତି । ରାଜଧାନୀ କାବୁଲ ଉପରେ ତାଲିବାନ ମାନେ ଗତକାଲି ପଶିବା ପରେ ଲୋକମାନଙ୍କ ମଧ୍ୟରେ ଏକ କୋକୂଆ ଭୟ ସୃଷ୍ଟି ହୋଇଛି । ଯାହାଫଳରେ…

୮ ମାସର ଶିଶୁ ଶରୀରରୁ ବାହାରୁଛି Radiation ; ୧୦ ମିନିଟ ଛୁଇଁ ପାରୁନାହିଁ ମା’

ନୂଆଦିଲ୍ଳୀ: ଦୁନିଆରେ ଅନେକ ଅଜବ ରୋଗ ରହିଛି । ଏମିତି ଏକ ରୋଗର ଶିକାର ହୋଇଛି ୮ ମାସର ନିଷ୍ପାପ ଶିଶୁ । ଶିଶୁଟିର ଶରୀରରୁ ଆଣବିକ ରିଆକ୍ଟର ପରି ବିକିରଣ ସୃଷ୍ଟି ହେଉଥିବାରୁ ମା ମଧ୍ୟ ଶିଶୁଟିକୁ ୧୦ ମିନିଟ ମଧ୍ୟ ଛୁଇଁ…

ପୁଣି କୋଟିଆ ଉପରେ ଆନ୍ଧ୍ରର ଆଖି, ସାଲୁର୍ ବିଧାୟକ କଲେ କାର୍ଯ୍ୟକ୍ରମ!

କୋରାପୁଟ(ଓଡ଼ିଶା ଭାସ୍କର): ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଟୁସିନେରୀଠାରେ ଆନ୍ଧ୍ରର ଜଣେ ବିଧାୟକ ବିଭିନ୍ନ କାର୍ଯ୍ୟକ୍ରମ କରିଛନ୍ତି । ସୋମବାର ଆନ୍ଧ୍ରପ୍ରଦେଶର…

INSTAGRAM ଆଣିଲା ନୂଆ ଫିଚର; Troll ମାନେ ସାବଧାନ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ପକ୍ଷରୁ ସୋମବାର ଏକ ନୂତନ ଫିଚର ଲଞ୍ଚ କରାଯାଇଛି । ଏହି ନୂତନ ଫିଚର ଅନୁଯାୟୀ ଟ୍ରୋଲ ମାନଙ୍କୁ ସାବଧାନ କରାଇଛି ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ । ଏହି ଫିଚରକୁ ଆଣ୍ଟି ଆବ୍ୟୁଜ୍ ଫିଚର ବୋଲି…

୩ କ୍ୟାଡର୍ ମାଓବାଦୀଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିଜିପିଙ୍କ ନିକଟରେ ଆଜି ଛତିଶଗଡ଼ର ତିନି କ୍ୟାଡର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏନେଇ ପ୍ରେସମିଟ୍ କରି ପୋଲିସ୍ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି । ତେବେ ଆତ୍ମସମର୍ପଣ…

୨ କିମି ପର୍ଯ୍ୟନ୍ତ କାଦୁଅ ଭର୍ତ୍ତି, ଆମ୍ବୁଲାନ୍ସ ନଯାଇପାରିବାରୁ ରାସ୍ତା ଉପରେ ଶିଶୁକୁ ଜନ୍ମ ଦେଲେ ମହିଳା

ଭୋପାଳ: ଅଗଷ୍ଟ ୧୫ ତଥା ସ୍ୱାଧୀନତା ଦିବସ ଅବସରରେ ସମଗ୍ର ଦେଶ ଖୁସି ମନାଉଛି । ହେଲେ ଦେଶର ଆଜି ଯାଏ କିଛି ଏପରି ସ୍ଥାନ ରହିଛି ଯେଉଁଠାରେ ଆଜିବି ସ୍ୱାସ୍ଥ୍ୟ ବ୍ୟବସ୍ଥା ସଠିକ୍ ଭାବେ ପହଞ୍ଚି ପାରିନି । ଯାହା ଫଳରେ…

୨କୋଟି ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ବନ୍ଧାହେଲେ ୩ ଜଣ

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ସମ୍ପ୍ରତି ଧଳା ଜହରର ହବ୍ ପାଲଟି ଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର୍ ଜବତ ହେଉଛି । ପଡ଼ୋଶୀ ରାଜ୍ୟର ମାଫିଆମାନେ…

ତାଲିବାନ ଭୟରେ ବିମାନ ଚକାରେ ଝୁଲି ଯାତ୍ରା କରୁଥିଲେ; ତାପରେ କଣ ହେଲା ଦେଖନ୍ତୁ ଭିଡିଓରେ

ନୂଆଦିଲ୍ଳୀ: ତାଲିବାନ ଆଫଗାନିସ୍ତାନର ଶାସନ କ୍ଷମତା ଅକ୍ତିଆର କରିବା ପରେ ସୃଷ୍ଟି ହୋଇଛି ଅଶାନ୍ତ ଓ ଭୟର ବାତାବରଣ । ଦେଶର ରାଷ୍ଟ୍ରପତି ଅଶ୍ରଫ୍ ଘନି ଦେଶଛାଡି ପଳାୟନ କରିଥିବା ବେଳେ ସାଧାରଣ ଜନତା କିନ୍ତୁ ଭୟଙ୍କର…