Browsing Category
Featured
ଚୋରି ସନ୍ଦେହରେ ଦୁଇ ଯୁବକଙ୍କୁ ପିଟିପିଟି ମାରିଦେଲେ
ନୂଆଦିଲ୍ଲୀ, ୧୦ା୩: ଚୋରି ସନ୍ଦେହରେ ଦିଲ୍ଲୀର ଆଜାଦପୁର ଅଞ୍ଚଳରେ ଦୁଇ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ମୃତ ଯୁବକ ଦୁଇଜଣ ଲୋକେଶ (୨୪) ଓ ଭୈୟା (୨୪) ବୋଲି ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ…
ଶିମିଳିପାଳ ଅଗ୍ନିକାଣ୍ଡ ପ୍ରତିବାଦ: ଆଜି ମୟୂରଭଞ୍ଜ ୯ ଘଣ୍ଟିଆ ବନ୍ଦ
ବାରିପଦା, ୧୦ା୩ (ଓଡିଶା ଭାସ୍କର): ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ପ୍ରତିବାଦରେ ଆଜି ମୟୂରଭଞ୍ଜରେ ୯ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଭଞ୍ଜ ସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡ଼ିଛି । ସକାଳ…
ଆଜିଠାରୁ ବିଧାୟକଙ୍କ କୋଭିଡ୍ ଟେଷ୍ଟ
ଭୁବନେଶ୍ୱର, ୧୦ା୩ (ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟର ସମସ୍ତ ବିଧାୟକଙ୍କ କୋଭିଡ୍ ଟେଷ୍ଟ କରାଯିବ । ଦୁଇଦିନ ଧରି ବିଧାୟକଙ୍କ ଆଣ୍ଟିଜେନ ଟେଷ୍ଟ କରାଯିବ । ସକାଳ ୮ଟା ୩୦ ମିନିଟରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନମୂନା…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୬.୨୧ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ, ୧୦ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୬ ଲକ୍ଷ ୨୧ ହଜାର ୨୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୮୧ ଲକ୍ଷ…
Google Doodle celebrates life of late Indian Space Scientist!
The Indian space scientist, who passed away in 2017, would have celebrated his 89th birthday today.
ରାଶିଫଳ (ବୁଧବାର ,୧୦ ମାର୍ଚ୍ଚ ,୨୦୨୧)
ମେଷ : କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ଅର୍ଥଚିନ୍ତା ଦୂର ହେବ ଏବଂ ମାନସିକ ଶାନ୍ତି ବଢିବ, ହନୁମାନଙ୍କ ନିମନ୍ତେ ଗୃହରେ ରାଶିତେଲର ଦୀପ ଦିଅନ୍ତୁ ଶୁଭଫଳ ପ୍ରାପ୍ତ ହେବ ।
ବୃଷ : ଶୁଭଦିନ…
ଏହି ଦେଶମାନଙ୍କରେ ମହିଳାମାନେ ଅଧିକ ସୁରକ୍ଷିତ, ଜାଣନ୍ତୁ କେଉଁଠି
ମହିଳାଙ୍କ ସୁରକ୍ଷା ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏପରି ବହୁତ କମ ଦେଶ ରହିଛି, ଯେଉଁଠି ମହିଳାଙ୍କ ଉପରେ ଅତ୍ୟାଚାର, ହିଂସା ଆଦି ଅଭିଯୋଗ ନାହିଁ । ସଂପ୍ରତି ମହିଳାମାନେ…
୫୦ ବର୍ଷ ମଧ୍ୟରେ ଏହି ଗାଁରେ କୌଣସି ସନ୍ତାନ ଜନ୍ମ ହୋଇନାହାନ୍ତି, କାହିଁକି
ମଧ୍ୟପ୍ରଦେଶର ରାଜଗଡ଼ ଅଞ୍ଚଳରେ ଏକ ଗାଁ ରହିଛି, ଯେଉଁଠାରେ ୫୦ ବର୍ଷ ମଧ୍ୟରେ କୌଣସି ସନ୍ତାନ ଜନ୍ମ ହୋଇ ନାହାନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ କଥାଟି ସତ ଅଟେ । ଗାଁର ଲୋକମାନେ ଏକ ଅନ୍ଧବିଶ୍ୱାସକୁ ଗ୍ରହଣ କରି ଆଜି…
The new trailer of ‘Sandeep Aur Pinky Faraar’ will keep you glued till the end. Watch the Trailer here!
Mumbai, 9/3: A new trailer of Arjun Kapoor-Parineeti Chopra starrer film 'Sandeep Aur Pinky Faraar' has released today. The film is directed and produced by Dibakar Banerjee.…
Earth observation satellite of NASA-ISRO to be launched by January 2023
New Delhi, 9/3: The Indian Space Research Organization (ISRO) and NASA's Jet Propulsion Laboratory will join hands for a mission known as NASA-ISRO Synthetic Aperture Radar(NISAR).…