Browsing Category
Featured
ଲଦାଖରେ ଭାରତ ତିଆରି କଲା ବିଶ୍ୱର ସର୍ବୋଚ୍ଚ ରାସ୍ତା, ଚୀନ ସୀମା ନିକଟବର୍ତ୍ତୀ ରହିଛି ଏହି ରାସ୍ତା
ନୂଆଦିଲ୍ଲୀ: ଲଦାଖରେ ଭାରତ ଏକ ନୂଆ ଉଚ୍ଚତା ହାସଲ କରିଛି । ସୀମା ସଡକ ସଂଗଠନ (ବିଆରଓ) ଏଠାରେ ବିଶ୍ୱର ସର୍ବୋଚ୍ଚ ରାସ୍ତା ନିର୍ମାଣ କରିବାରେ ସଫଳ ହୋଇଛି । ଏହି ରାସ୍ତା ସମୁଦ୍ର ପତ୍ତନ ଠାରୁ ୧୯,୩୦୦ ଫୁଟ ଉଚ୍ଚରେ…
ସମୁଦ୍ରକୁ ଓହ୍ଲାଇଲା ଭାରତର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ ଜାହାଜ ‘ବିକ୍ରାନ୍ତ’
ନୂଆଦିଲ୍ଲୀ: ଭାରତର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ ବିକ୍ରାନ୍ତ ଅଗଷ୍ଟ ୪ ରେ ପରୀକ୍ଷା ପାଇଁ ସମୁଦ୍ରରେ ଅବତରଣ କରିଛି । ଏହାପୂର୍ବରୁ ଜୁଲାଇରେ ବିକ୍ରାନ୍ତର ବେସିନ ଟ୍ରାଏଲ ସଫଳ ହୋଇଥିଲା । ଆଶା…
ମାଧୁରୀଙ୍କ ଗୀତରେ ଝୁମିଲେ ଇସ୍ରାଏଲୀ ଆଥଲେଟ୍, ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ: କୁହାଯାଏ ବଲିଉଡରେ ପ୍ରତି ଖାସ ମୁହୂର୍ତ୍ତକୁ ନେଇ କିଛି ନା କିଛି ଗୀତ ରହିଥାଏ । ଆଉ ଏହି ସବୁ ଗୀତର ପ୍ରଶଂସକ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଦେଖିବାକୁ ମିଳନ୍ତି । ନିକଟରେ ଏହିଭଳି ଏକ ଦୃଶ୍ୟ…
ପେସ୍ ବୋଲରଙ୍କ କମାଲ: ଡ୍ରାଇଭର ସିଟରେ ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଡ୍ରାଇଭର ସିଟରେ ଭାରତ । ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଘାତକ ବୋଲିଂ ଫଳରେ ଇଂଲଣ୍ଡ ୫୯ ଓଭର ଖେଳ ଶେଷ ସୁଦ୍ଧା ୮ ୱିକେଟ ହରାଇ ୧୫୫ ରନ୍ ସଂଗ୍ରହ କରିଛି । ଲଞ୍ଚ ସୁଦ୍ଧା…
ଜୁନ୍ ୨୦୨୨ରୁ ଭୁବନେଶ୍ୱରରେ ହେବ ଟିକା ଉତ୍ପାଦନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଜୁନ୍ ୨୦୨୨ରୁ ହେବ କରୋନା ଟିକା ଉତ୍ପାଦନ । ଓଡ଼ିଶା ଗସ୍ତରେ ଭାରତ ବାୟୋଟେକ ଅଧ୍ୟକ୍ଷ ଡକ୍ଟର କ୍ରୀଷ୍ଣା ଇଲା । ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବଙ୍କ ସହ ଡ.ଇଲାଙ୍କ ଆଲୋଚନା…
ମହିଳା ହକି ଦଳ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଳୀ: ସେମି ଫାଇନାଲରେ ଭାରତୀୟ ମହିଳା ହକି ଦଳର ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ହକି ଦଳର ଅଧିନାୟିକା ଓ କୋଚଙ୍କ ସହିତ କଥା ହେଇଛନ୍ତି । ଭାରତୀୟ ଦଳର ଅଧିନାୟିକା ରାଣୀ ରାମପାଲ ଓ କୋଚ…
ଫିକ୍ସ ଡିପୋଜିଟ ଠାରୁ ଅଧିକ ରିଟର୍ଣ୍ଣ ଦେଇଥାଏ LICର ଏହି ପଲିସି, ଥରେ ଟଙ୍କା ଜମା କରନ୍ତୁ ମ୍ୟାଚୁରିଟିରେ ପାଆନ୍ତୁ ୨୭ ଲକ୍ଷ
ନୂଆଦିଲ୍ଲୀ: ସଞ୍ଚୟ ଏବଂ ନିବେଶକୁ ନେଇ ଲୋକ ବେସ୍ ସଚେତନ ରହିଥାନ୍ତି । ସାଧାରଣତଃ ଲୋକମାନେ ନିଜର ସଞ୍ଚୟକୁ କିଛି ଏମିତି ସ୍ଥାନରେ ନିବେଶ କରିବାକୁ ଚାହାନ୍ତି ଯେଉଁଠାରୁ ତାଙ୍କୁ ଅଧିକ ଲାଭ ମିଳିପାରିବ । ଭାରତୀୟ ଜୀବନ…
ଯୌନତୃପ୍ତି ପାଇଁ ମହିଳାଙ୍କୁ ଅପ୍ରାକୃତିକ ସ୍ପର୍ଶ ମଧ୍ୟ ଦୁଷ୍କର୍ମ: କେରଳ ହାଇକୋର୍ଟ
ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାକୁ ନେଇ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି କେରଳ ହାଇକୋର୍ଟ । ଯୌନତୃପ୍ତି ପାଇଁ କୌଣସି ମହିଳାଙ୍କୁ ଅପ୍ରାକୃତିକ ଭାବରେ ସ୍ପର୍ଶ କରିବାକୁ ମଧ୍ୟ ଦୁଷ୍କର୍ମ ଭାବରେ ବିଚାର କରାଯିବ…
୧୬ରୁ ହେବ ଜଗାଦର୍ଶନ, ଜାଣନ୍ତୁ କ’ଣ ରହିଛି କଟକଣା
ପୁରୀ: ଆସନ୍ତା ୧୬ ତାରିଖରୁ ସୋମବାରରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ପାଞ୍ଚ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା । ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପୂରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା । ୨୧,୨୨ ତାରିଖ…
ପୁଣି ଫେରିବ ଲକଡାଉନ! ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ବିଶ୍ବର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି। ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ…