fbpx
Browsing Category

Featured

କେରଳରେ ବ୍ୟାପିଲା ନୂଆ ଭୂତାଣୁ: ଜଣେ ମୃତ, ୬ ଆକ୍ରାନ୍ତ

ନୂଆଦିଲ୍ଲୀ, ୨୨ା୧୨: ସଂପ୍ରତି ସ୍ଥିତିରେ ସମଗ୍ର ବିଶ୍ୱ କରୋନା କବଳରେ ରହିଥିବା ବେଳେ କେରଳରେ ଏକ ନୂଆ ଭୂତାଣୁର ସନ୍ଧାନ ମିଳିଛି । ଏହାର ପ୍ରଭାବରେ ଜଣେ ୧୧ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି । ଏଥିସହ ୬ ଜଣ ଲୋକ ଗମ୍ଭୀର…

ଶିଶୁ ପାଇଁ ପଡ଼ୋଶୀଙ୍କୁ ଚିଠି ଲେଖିଲେ ଦମ୍ପତ୍ତି, ଜାଣନ୍ତୁ କାହିଁକି

ନବଜାତକ ଶିଶୁମାନେ ବହୁତ କାନ୍ଦନ୍ତି, ଫଳରେ ସେମାନଙ୍କୁ ଶାନ୍ତ କରିବା ପାଇଁ ପିତାମାତାଙ୍କୁ ବହୁତ କସରତ କରିବାକୁ ପଡ଼ିଥାଏ । ଯେପରିକି ସେମାନଙ୍କୁ ବୁଝାଇବା, ଖାଇବାକୁ ଦେବା, ସ୍ନେହ କରିବା ଇତ୍ୟାଦି । ଛୋଟ ପିଲାଙ୍କ…

ଶୀତ ପାଇଁ ଏସଆରସିଙ୍କ ଚିଠି, ଜାଣନ୍ତୁ କେଉଁ ଜିଲ୍ଲାକୁ ଅରେଞ୍ଜ ଓ କେଉଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ?

ଭୁବନେଶ୍ୱର,୨୨ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ଲହରୀ ଜାରୀ ରହିଥିବା ବେଳେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ରାତିରେ ବାସହୀନଙ୍କ ପାଇଁ ସ୍କୁଲ ଘରେ ରହିବାର ବ୍ୟବସ୍ଥା କରିବାକୁ ଚିଠିରେ…

ଭାଇରସ୍: ନୂଆ ଷ୍ଟ୍ରେନରେ ଆସିଛି ୧୭ଟି ପରିବର୍ତ୍ତନ

ନୂଆଦିଲ୍ଲୀ,୨୨ ।୧୨: ୟୁକେରେ କରୋନା ଭାଇରସର ନୂଆ ଷ୍ଟ୍ରେନ ପ୍ରସଙ୍ଗରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୁହାଯାଇଛି ଯେ, ପ୍ରାୟ ସମସ୍ତ ଭାଇରସରେ ମ୍ୟୁଟେସନ ଆସେ । ମାତ୍ର ଏଥିରେ ଏକା…

ଭୁବନେଶ୍ୱରର କୋଟିପତି କିରାଣିଙ୍କ ମୋବାଇଲ୍‌ ସଉକ

ଭୁବନେଶ୍ୱର, ୨୨ ।୧୨(ଓଡିଶା ଭାସ୍କର): RB ଡିଭିଜନର ବରିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣି ଅସିତ କୁମାର ନାୟକଙ୍କ ଘରେ ଚଢ଼ାଉ ହୋଇଛି।…

ପୁରୀ ହାଜତ ମୃତ୍ୟୁ ମାମଲା: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ

ଭୁବନେଶ୍ୱର, ୨୨ା୧୨ (ଓଡିଶା ଭାସ୍କର): ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୧ରେ ହେବ ବୋଲି ଜଣାଯାଇଛି । ଏହି ଘଟଣାର ଅନୁଧ୍ୟାନ…