fbpx
Browsing Category

Featured

ରାୟଗଡ଼ା ଓ ଗଜପତି ଗସ୍ତରେ ୫ଟି ସଚିବ

ଭୁବନେଶ୍ୱର, ୧୫ା୫(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସବୁ ଜିଲ୍ଳାରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ସବୁ…

ଚିହ୍ନଟ ହୋଇଥିବା ୪୮ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର, ୧୫ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୪୮ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୪୮ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ପୁରୀ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୦ଆକ୍ରାନ୍ତ ସୁରତ…

ଲକ୍-ଡାଉନରେ ବାହାହେଲେ ସାଉଥ୍ ହିରୋ

ଲକ୍-ଡାଉନ ଚାଲିଥିବା ବେଳେ ସାଉଥ୍ ଅଭିନେତା ନିଖିଲ୍ ସିଦ୍ଧାର୍ଥ ନିଜର ପ୍ରେମିକା ପଲ୍ଲବୀ ବର୍ମାଙ୍କ ସହ ବିବାହ ରଚିଛନ୍ତି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେମାନଙ୍କ ବିବାହରେ କେବଳ…

ରାଜ୍ୟରେ ଆଉ ୪୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୫।୫ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୪୮ କରୋନା ପଜିଟିଭ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଲା ।  ଚିହ୍ନଟ ହୋଇଥିବା ୪୮ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ - ୧୨, ବାଲେଶ୍ୱର - ୧୨, ପୁରୀ -…

ପ୍ରବାସୀଙ୍କୁ ଧରି ଆଜି ପହଞ୍ଚିବ ଆଉ ୫ଟି ଟ୍ରେନ

ଭୁବନେଶ୍ୱର,୧୫।୫(ଓଡିଶା ଭାସ୍କର):  କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲାକଡାଉନ ରହିଛି। ତେଣୁ ବାହାର ରାଜ୍ୟରେ ବହୁ ଓଡ଼ିଆ ଫସି ରହିଛନ୍ତି। ତାଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବସ ଓ ଟ୍ରେନ…

ଅତି ଭୟଙ୍କର ରୂପ ନେଇପାରେ ଲଘୁଚାପ, ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ୱର,୧୫।୫(ଓଡ଼ିଶା ଭାସ୍କର): ଆଜି ଅବପାତରେ ପରିଣତ ହେବ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଆସନ୍ତାକାଲି ସନ୍ଧ୍ୟାରେ  ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ପ୍ରଭାବ…

ରାଶିଫଳ (୧୫ା୫ା୨୦୨୦, ଶୁକ୍ରବାର)

ମେଷ -ଆଜି ଆପଣ ବହୁତ ସନ୍ତୁଷ୍ଟ ଅନୁଭବ କରିବେ ଏବଂ ନିଜ ବନ୍ଧୁମାନଙ୍କ ସହ ବାହାରକୁ ଯିବା ପାଇଁ ଚାହିଁବେ । ଭଲଭାବେ ପ୍ରସ୍ତୁତ ହୋଇ ନିଜ ବନ୍ଧୁମାନଙ୍କ ସହ ବାହାରକୁ ଯାଆନ୍ତୁ ଏବଂ ଖୁବ୍ ମଜ୍ଜା କରନ୍ତୁ । ବୃଷ -ଆଜି…

ଭେଟେରାନ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୪।୫(ଓଡିଶା ଭାସ୍କର): ଭେଟେରାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ  କରିଛନ୍ତି। ମୁଖ୍ୟମନ୍ତ୍ରୀ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କରୋନାରେ ମୃତ୍ୟୁ ହେଲେ ସରପଞ୍ଚଙ୍କୁ ମିଳିବ ଏତିକି ସହାୟତା..

ଭୁବନେଶ୍ୱର,୧୪।୫(ଓଡିଶା ଭାସ୍କର): ଦେଶ ଓ ରାଜ୍ୟ ମିଳିତ ଭାବେ କରୋନା ଭଳି ମହାମରି ସହ ଲଢେ଼ଇ ଜାରି ରଖିଛନ୍ତି। ଏହାରି ମଧ୍ୟରେ ଆଜି କରୋନା  ଯୋଦ୍ଧା ଭାବେ ସାମିଲ ହୋଇଛନ୍ତି ସରପଞ୍ଚ । କରୋନା ଯୋଦ୍ଧା ଭାବେ ଏଣିକି…