Browsing Category

Featured

୩ ତାରିଖ ଯାଏ ବର୍ଷାରୁ ନାହିଁ ନିସ୍ତାର ,ଚାଷୀ କରିବେ କଣ ?

ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର): କାଳବୈଶାଖୀ ଏବଂ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୩ ତାରିଖ ଯାଏ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ଘଡ଼ଘଡ଼ି ସହ ବର୍ଷା…

ଅଣ୍ଡା ଖାଇବାକୁ ଆସି ଧରାପଡିଲା ୬ଫୁଟିଆ ନାଗସାପ ।

ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର):ଧରାପଡ଼ିଲା କୁକୁଡ଼ା ଅଣ୍ଡା ଚୋର। ଅଣ୍ଡା ଚୋରିକରି ଖାଇବା ପରେ କୁକୁଡ଼ା ଧାଡିକୁ ଆକ୍ରମଣ କରି ଜୀବନରୁ ମାରି ଦେଇଥିବା ଦେଖିବାକୁ ମିଳିଛି। ଧରାପଡିବାରୁ ତାର କ୍ରୋଧ ଏବଂ ଗର୍ଜନରେ…

ଲୋକେ ମାନିଲେନି କରୋନା କଟକଣା ,ରାସ୍ତାରେ ପାଚିରୀ ନିର୍ମାଣ କଲା ପ୍ରଶାସନ

ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର): କରୋନା ପାଇଁ ସାରା ଦେଶରେ ଲକ ଡାଉନ । ଅତି ଜରୁରୀ ନହେଲେ ଘରୁ ଗୋଡ କାଢ଼ିବାକୁ ମନା । କିନ୍ତୁ କିଛି ଲୋକ ଜାଣିଶୁଣି ଲକଡାଉନର ଉଲଂଘନ କରୁଛନ୍ତି । ରାଜ୍ୟ ତଥା ଜିଲ୍ଲା ବର୍ଡର ସିଲ…

ଆଜି କିପରି ବିତିବ ଆପଣଙ୍କ ଦିନ (୨୮/୦୪/୨୦୨୦, ମଙ୍ଗଳବାର)

ମେଷ – ଆର୍ଥୀକ ଉନ୍ନତି ସହ କର୍ମ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ, ଆତ୍ମନିର୍ଭରଶିଳ ପରିବେଷ ମଧ୍ୟରେ କାଳାତିପାତ କରିବେ, କର୍ମକ୍ଷେତ୍ରରେ ସମସ୍ତ କ୍ଷେତ୍ରରୁ ସହଯୋଗ ମନକୁ ଆନନ୍ଦ ଦେବ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ…

ଲକ୍-ଡାଉନ୍ ପ୍ରଭାବ: ପୂର୍ବ ଅପେକ୍ଷା ଅଧିକ ନିର୍ମଳ ହେଲା ଗଙ୍ଗାଜଳ

କରୋନା ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକ୍-ଡାଉନ୍ କାରଣରୁ ଆର୍ଥିକ ସ୍ଥିତିରେ ପ୍ରଭାବ ପଡୁଥିଲେ ବି ଏହା ପ୍ରକୃତି ପାଇଁ ସୁଫଳ ଆଣିଦେଇଛି । ଏହାର ପ୍ରଭାବରେ ଆସି ପୂର୍ବ ଅପେକ୍ଷା ଗଙ୍ଗାଜଳ ଆହୁରୀ ନିର୍ମଳ ହେବାରେ…

କରୋନା ପାଇଁ ବଦଳିଗଲା ଡେଟିଂ ଫର୍ମ୍ୟୁଲା, ଏପରି ଖୋଜା ଚାଲିଛି ପାର୍ଟନର

ପୂର୍ବରୁ ଲୋକମାନେ ନିଜ ନିଜର ଜୀବନ ସାଥୀ ଖୋଜିବାକୁ ଡେଟିଂରେ ଯିବାକୁ ପସନ୍ଦ କରୁଥିଲେ । କଫି ବା ବାହାରେ ବୁଲାବୁଲି କରିବା ବାହାନାରେ ପାର୍ଟନର ସହ ସମୟ ବିତାଉଥିଲେ । ଏସବି ପରେ ସବୁ କିଛି ଠିକ୍ ରହିଲେ ପ୍ରେମ…

ଚାପୁଡା ମାରି ବଢାନ୍ତୁ ମୁହଁର ସୁନ୍ଦରତା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆପଣମାନେ ବି ନିଜ ଉପରେ ଏତେ ଧ୍ୟାନ ଦେଉନାହାନ୍ତି । ଦେଶ ହେଉ ବା ବିଦେଶ, ସବୁଠାରେ ଲୋକେ କିଛି ନା କିଛି କାରଣକୁ ନେଇ ଚିନ୍ତାରେ ରହୁଛନ୍ତିି । ଖରାପ ଖାଦ୍ୟ, ଠିକ୍ ସମୟରେ ନ ଶୋଇବା…

ମଦ ଓ ସିଗାରେଟରେ ବୁଡିରହୁଥିବା ଲୋକେ କଣ କରିବେ ଲକ୍-ଡାଉନରେ, ଜାଣନ୍ତୁ

କରୋନା ଭାଇରସ୍ ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଜାରି ରହିଛି । ଏହି କାରଣରୁ ଦେଶରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଛାଡି ମଲ୍, ମଦ ଦୋକାନ ବନ୍ଦ ରହିଛି । ଏହାରି ମଧ୍ୟରେ ମଦ ଓ ସିଗାରେଟ ଟାଣୁଥିବା ଲୋକଙ୍କ ପାଇଁ ବଡ…

ସାମନାକୁ ଆସିଲା କରୋନାର ଆଉ ୬ଟି ନୂଆ ଲକ୍ଷଣ

ଦିନକୁ ଦିନ କରୋନା ଭାଇରସର ନୂଆ ନୂଆ ଲକ୍ଷଣ ସାମାନକୁ ଆସିବାରେ ଲାଗିଛି । ପୂର୍ବରୁ ଶୁଖିଲା କାଶ, ଅଧିକ ଜ୍ୱର ଓ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ଲକ୍ଷଣକୁ କରୋନା ଲକ୍ଷଣ ବୋଲି କୁହାଯାଉଥିଲା । କିନ୍ତୁ ଆମେରିକାର…