Browsing Category

Featured

ଚୀନକୁ ବାୟ ବାୟ ,୧୦୦୦ କମ୍ପାନୀ ଭାରତ ମୁହାଁ

ଭୁବନେଶ୍ୱର:୨୧ ।୪ :(ଓଡିଶା ଭାସ୍କର):କୋରୋନା ପାଇଁ ଏବେ ସଂକଟରେ ବିଶ୍ୱ। ଆଉ ଏଇଥି ପାଇଁ ସମଗ୍ର ବିଶ୍ୱର ବିକାଶଶୀଳ ରାଷ୍ଟ୍ର ଗୁଡ଼ିକ ଚୀନ ଠାରୁ ମୁହଁ ମୋଡ଼ିବା ଆରମ୍ଭ କଲେଣି। ପ୍ରାରମ୍ଭିକ ପର୍ୟ୍ୟାୟରେ ଜାପାନ ଓ…

ବାଲେଶ୍ୱରର ୫ ନୁଆ ଆକ୍ରାନ୍ତ

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର): ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ଆଉ ୫ କରେନା ଆକ୍ରାନ୍ତଙ୍କ ବାବଦରେ ତଥ୍ୟ ମିଳିଛି । ଏହି ୫ ଜଣ ଯାକ ବାଲେଶ୍ୱରର । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।…

ଦିନକର ଶିଶୁ ବି କରୋନା ଆକ୍ରାନ୍ତ

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର): ଦିନକର ଶିଶୁ ବି କରୋନା ଆକ୍ରାନ୍ତ । ଜନ୍ମହେବାର ଦିନକ ପରେ ଶିଶୁର ସ୍ଳାବ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ରିପୋର୍ଟ ପଜେଟିଭ ଆସିଛି । ପ୍ରକୃତ କଥା ହେଉଛି ଶିଶୁଟିର…

ଅପରାହ୍ନରେ ବଦଳିଯିବ ପାଗ ! ୮ ଜିଲ୍ଲାରେ କାଳବୈଶାଖୀ

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର):ଆଜି ଅପରାହ୍ଣରେ ପାଗ ବଦଳିଯିବ। କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୫୦ କିମିରୁ ଅଧିକ ବେଗରେ ପବନ ହେବ ବୋଲି ପୂର୍ବାନୁମାନ କରାଯାଉଛି। କିଛି କିଛି…

ରାଜ୍ୟରେ ଆଉ ୫ କୋରୋନା ରୋଗୀ,ଆକ୍ରାନ୍ତଙ୍କ ସଂଖ୍ୟା ୭୯

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର):ରାଜ୍ୟରେ ଆଉ ୫ କୋରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ ରୁ ସୂଚନା ମିଳିଛି…

ରାଷ୍ଟ୍ରପତି ଭବନରେ କରୋନା !

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର):କରୋନା କବଳରେ ରାଷ୍ଟ୍ରପତି ଭବନ । ଭାରତର ସବୁଠୁ ସୁରକ୍ଷିତ ଅଂଚଳ ଭାବେ ଗଣାଯାଉଥିବା ରାଷ୍ଟ୍ରପତି ଭବନରେ କରୋନା ସଂକ୍ରମଣକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏନେଇ ତ୍ୱରିତ…

ଗୁମ୍ପାରୁ ଉଦ୍ଧାର ହେଲେ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର): ପର୍ଯ୍ୟଟନ ପାଇଁ ଭାରତ ଆସିଥିଲେ । ଦାଉ ସାଜିଲା କରୋନା । ଲକ ଡାଉନ ପାଇଁ ବୁଲିବାତ ବନ୍ଦ ହେଲା ଉପରେ ପୁଣି ପାଖରେ ଥିବା ଟଙ୍କା ବି ଶେଷ ହୋଇଗଲା । ଏଭଳି ଅବସ୍ଥାରେ ରହୁଥିବା…

ମୟୂରଭଞ୍ଜ ମେଡ଼ିକାଲ କଲେଜ ସାଇକାଟ୍ରିକ ୱାର୍ଡରେ ନିଆଁ

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର):ମୟୂରଭଞ୍ଜ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ସାଇକାଟ୍ରିକ ୱାର୍ଡରେ ଲାଗିଲା ନିଆଁ।ସର୍ଟସର୍କିଟରୁ ଏସିରେ ନିଆଁ ଲାଗି…

କରୋନା କବଳରେ କରୋନା ଯୋଦ୍ଧା

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର):କରୋନା କବଳରେ କରୋନା ଯୋଦ୍ଧା । ଦେଶରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୁକାବିଲା ପାଇଁ ପ୍ରଚେଷ୍ଠା ବି କିଛି କମ ହେଉନାହିଁ । କରୋନା ବିରୋଧ ଲଢ଼େଇରେ ଫ୍ରଣ୍ଟ…

ଆଜି କିପରି ବିତିବ ଆପଣଙ୍କ ଦିନ (ମଙ୍ଗଳବାର, ଏପ୍ରିଲ ୨୧/୨୦୨୦)

ମେଷ - ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ମନମୁତାବକ ଧନ ସଂଚୟ ହେବ । କୌଣସି ପ୍ରକାର ମାନସମ୍ମାନ ପ୍ରାପ୍ତି ହେବ । ମାତ୍ର ସ୍ୱାସ୍ଥ୍ୟ କିଛି ମାତ୍ରାରେ ବିଗିଡିବ, ଚୋରିଭୟ ରହିବ । ବିଦ୍ୟାର୍ଥିମାନେ…