Browsing Category

Featured

ଏହି ଅସ୍ତ୍ରରେ ଭାରତ ଉପରକୁ ଆକ୍ରମଣ କରିଥିଲା ଚୀନ

ନୂଆଦିଲ୍ଲୀ, ୧୮ା୬: ଗତ ୧୫ ତାରିଖରେ ଲଦାଖର ଗଲୱାନା ଉପତ୍ୟକାରେ ଭାରତ ଓ ଚୀନ ମୁହାଁମୁହିଁ ଘଟଣା ଘଟିଥିଲା । ସେଠାରେ ଚୀନ ସେନାମାନେ ପ୍ରଥମେ ଭାରତୀୟ ଯବାନଙ୍କ ଉପରକୁ ହମଲା କରିଥିବା ସୂଚନା ରହିଛି । ଚୀନ ସେନାମାନେ…

ବାନ୍ଦ୍ରା ପୋଲିସ ଷ୍ଟେସନରେ ରିୟା ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଚାଲିଛି ଜେରା

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆହୁରି ଖେଳେତାଡରେ ଲାଗିପଡିଛି ପୋଲିସ । ଏହାରି ମଧ୍ୟରେ ପୋଲିସ ଆଜି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିବା ପାଇଁ ବାନ୍ଦ୍ରା…

ବଡ଼ ଖବର : ଚଳିତବର୍ଷ ହେବନି ରଥଯାତ୍ରା

ନୂଆଦିଲ୍ଲୀ, ୧୮ା୬: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଚଳିତବର୍ଷ ଜୁନ ୨୩ରେ ହେବାକୁ ଥିବା ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା…

ନଦୀ କୂଳରେ ବାଲି ଖୋଳୁ ଖୋଳୁ ଅଚାନକ୍ ଏମିତି କିଛି ଦେଖାଗଲା, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ

ନଦୀ କୂଳରୁ ବାଲି ଖୋଳୁ ଖୋଳୁ ଲୋକଙ୍କୁ ଏକ ଆଶ୍ଚର୍ଯ୍ୟଜନକର ଘଟଣା ଦେଖିବାକୁ ମିଳିଲା । ଅଚାନକ୍ ବାଲିରେ ପୋତି ହୋଇ ରହିଥିବା ଏକ ବିରାଟ ମନ୍ଦିର ସାମ୍ନାରେ ଦେଖିବାକୁ ମିଳିଲା, ଯାହାକୁ ବହୁ ବର୍ଷ ପୁରୁଣା ମନ୍ଦିର…

ରାଜ୍ୟରେ ୨ ଦିନ ପ୍ରବଳ ଛେଚିବ!

ଭୁବନେଶ୍ୱର,୧୮ ।୬(ଓଡିଶା ଭାସ୍କର): ରାଜ୍ୟରେ ଆଜି ଓ ଆସନ୍ତାକାଲି ଦୁଇ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷିବ ତ ଆସନ୍ତାକାଲି ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ…

ରାଜ୍ୟ ଯୁବ କଂଗ୍ରେସ ସଭାପତି ହେଲେ ସ୍ମୃତିରଞ୍ଜନ

ଭୁବନେଶ୍ୱର,୧୮ ।୬(ଓଡିଶା ଭାସ୍କର): ସ୍ମୃତିରଞ୍ଜନ ଲେଙ୍କା ହୋଇଛନ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି । ଲୋକନାଥ ମହାରଥୀଙ୍କ ବଦଳରେ ସ୍ମୃତିରଞ୍ଜନ ଲେଙ୍କାଙ୍କୁ ସଭାପତିର ଦାୟିତ୍ୱ ଦିଆଯାଇଛି । ସ୍ମୃତିରଞ୍ଜନଙ୍କୁ…

ବଡ ଖବର: ରାଜ୍ୟର ୧୮ ଜିଲ୍ଲାରୁ ୧୭୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱ.୧୮ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ଆଜି ୧୮ଟି ଜିଲ୍ଲାରୁ ଆଉ ୧୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ…