CHARIDHAM
Browsing Category

Featured

କାଳିଆ ଯୋଜନାରେ ହିତାଧିକାରୀଙ୍କୁ ଟଙ୍କା ଫେରାଇବା ନେଇ ମେସେଜ ପଠାଯାଇଥିବା ପ୍ରସଙ୍ଗରେ କଣ କହିଲେ କୃଷି ସଚିବ?

ଭୁବନେଶ୍ୱର, ୨୪ା୭(ଓଡ଼ିଶା ଭାସ୍କର): କୃଷକଙ୍କ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ । ସେହି କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଟଙ୍କା ଫେରାଇବା ନେଇ ମେସେଜ ପଠାଯାଇଥିବା ନେଇ ସୂଚନା…

ଏସଆଇ ଓ କନେଷ୍ଟବଳ ନିଲମ୍ବିତ

କେନ୍ଦୁଝର, ୨୪ା୭(ଓଡ଼ିଶା ଭାସ୍କର): କେନ୍ଦୁଝରରେ ବେଆଇନ ଭାବେ ବାଲିଖାଦାନରୁ ବଟି ଆଦାୟ କରୁଥିଲେ ନନ୍ଦିପଦା ଥାନା ଏସଆଇ ଓ ସେଥିରେ କନେଷ୍ଟବଳ ମଧ୍ୟ ସାମିଲ ରହିଥିଲେ । ବଟି ଆଦାୟ ନେଇ ସେମାନଙ୍କ ବିରୋଧରେ ଥାନାରେ…

୨୪ଘଣ୍ଟାରେ ୪୯,୩୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୨୪ା୭: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୪୯,୩୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୪୦ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା…

ବ୍ରହ୍ମଗିରିରେ କରୋନାକୁ ନେଇ ବୋମାମାଡ଼

ବ୍ରହ୍ମଗିରି,୨୪/୭(ଓଡିଶା ଭାସ୍କର) : କରୋନା ଗୁଜବକୁ ନେଇ ବ୍ରହ୍ମଗିରି ଅନ୍ତର୍ଗତ ନିଶିଭଅଁର ଗାଁରେ ଘନଘନ ବୋମାମାଡ଼ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଟେକା ପଥର ସହ ୫୦ରୁ ଅଧିକ ବୋମାମାଡ଼ ହୋଇଥିବା ଜଣାପଡିଛି । ଏଥିରେ…

ଦେଶର ଦୁଇଟି ସ୍ଥାନରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ, ୨୪/୭: ଦେଶର ୨ଟି ସ୍ଥାନରେ ପୃଥକ ପୃଥକ ଭୂମିକମ୍ପ ଅନୁଭୂତ ହୋଇଛି। ଜାମ୍ମୁ ଓ କାଶ୍ମୀରର କତ୍ରାରେ ଭୂମିକମ୍ପ ଅନୁଭୂତ ହୋଇଛି।ସେଠାରେ ସକାଳ ୫ଟା ୧୧ରେ ୩.୦ ତୀବ୍ରତାର ସହ ଭୂମିକମ୍ପ ଅନୁଭୂତ ହୋଇଛି ।…

କାମ କଲାବେଳେ ଅଳସ ଲାଗୁଛି କି ? ତେବେ ଆପଣାନ୍ତୁ ଏହି ଉପାୟ

ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଅଧିକ କାମ ପ୍ରେସରରେ ରହୁଛନ୍ତି, ଫଳରେ ଖୁବଶୀଘ୍ର ହାଲିଆ ହେଉଛନ୍ତି । ଶରୀରରେ ଅଳସୁଆ ପଣ ଆରମ୍ଭ ହେଉଛି ଓ କାମ କରିବାକୁ ଇଛା ହେଉନି । ଯଦି ଆପଣ ବି ଯଦି କାମ କରି କରି ହାଲିଆ…

ଟମାଟୋ ସୁପ୍ ପିଇବା ଦ୍ୱାରା କଣ ସବୁ ଫାଇଦା ମିଳେ ଜାଣନ୍ତୁ

ବର୍ଷା ଦିନ ହେଉ କିମ୍ବା ଶୀତ ଦିନ ଅନେକ ଲୋକ ସୁପ୍‌ ପିଇବାକୁ ପସନ୍ଦ କରିଥାନ୍ତି। ସେହିପରି ସବୁ ସୁପ୍‌ ମଧ୍ୟରୁ ଟମାଟୋ ସୁପ୍‌ ପାଟିକୁ ସୁଆଦିଆ ଲାଗିଥାଏ। ଟମାଟୋ ମଧ୍ୟ ଅତି ସହଜରେ ବଜାରରେ ମିଳିଯାଇଥାଏ। ଏହି…

ରାଶିଫଳ (ଶୁକ୍ରବାର, ୨୪ା୭ା୨୦୨୦)

ମେଷ -ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ । ବୃଷ…