Browsing Category

Featured

ସରପଞ୍ଚଙ୍କୁ ମାରି ହାତ ଭାଙ୍ଗିଲେ ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କୀୟ

କଟକ, ୧୦ା୫ (ଓଡ଼ିଶା ଭାସ୍କର): କଟକ ଜିଲ୍ଲା ତିଗିରିଆ ବ୍ଲକ ଭିରୁଡ଼ା ପଞ୍ଚାୟତ ଅଫିସରେ ଆଜି ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ସରପଞ୍ଚଙ୍କୁ କେତେକ ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କୀୟ ମାଡ଼ ମାରି ହାତ ଭାଙ୍ଗି ଦେଇଥିବା…

ବିଶ୍ୱ ମହାମାରୀର ଆହ୍ୱାନ ସମୟରେ ଓଡିଶାର ବିକାଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ୧୦ା୫: କରୋନା ମହାମାରୀ ମୁକାବିଲା ସମୟରେ ଆମେରିକାରେ ବସବାସ କରୁଥିବା ଅନେକ ପ୍ରତିଷ୍ଠିତ ଓଡିଆ ମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଦୀର୍ଘ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱ…

ସଙ୍ଗରୋଧରେ ରହିବେ ସେବାୟତ

ପୁରୀ, ୧୦ା୫ (ଓଡ଼ିଶା ଭାସ୍କର): ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସେବାୟତମାନେ ଆଜିଠାରୁ ସଙ୍ଗରୋଧରେ ରହିବେ । ଏଥିପାଇଁ ୩ଟି ଭକ୍ତ ନିବାସରେ ବ୍ୟବସ୍ଥା କରାଯାଇଛି ।…

ଗଞ୍ଜାମ ସ୍ଥିତି ସମୀକ୍ଷା କଲେ ବାଚସ୍ପତି

ଭୁବନେଶ୍ୱର / ବ୍ରହ୍ମପୁର ଅଫିସ୍, ୧୦ା୫ (ଓଡ଼ିଶା ଭାସ୍କର): ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରବିବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ, ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ।…

ଏୟାର ଇଣ୍ଡିଆର ୫ ପାଇଲଟ୍ କରୋନା ପଜିଟିଭ୍

ଏୟାର ଇଣ୍ଡିଆର ପାଇଲଟ୍ ବି କରୋନା ଭାଇରସ୍ କବଜାରେ ଆସିଛନ୍ତି । ଏୟାର ଇଣ୍ଡିଆର ୫ ପାଇଲଟ କରୋନା ଭାଇରସ୍ରେ ଚିହ୍ନଟ ହୋଇଛନ୍ତି । ଉଡାଣ ଭରିବାର ୭୨ ଘଣ୍ଟା ପୂର୍ବରୁ ହୋଇଥିବା ପରୀକ୍ଷାରେ ସେମାନଙ୍କ ରିପୋର୍ଟ ପଜିଟିଭ୍…

ସାନ ଭାଇକୁ ହତ୍ୟା କଲା ବଡ଼ଭାଇ

ବଲାଙ୍ଗୀର, ୧୦ା୫ (ଓଡ଼ିଶା ଭାସ୍କର): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ନିଜ ସାନ ଭାଇକୁ ହତ୍ୟା କରିଛି ବଡ଼ଭାଇ । ସାମାନ୍ୟ କଳହକୁ କେନ୍ଦ୍ର କରି ଏପରି ଘଟିଥିବା କୁହାଯାଉଛି । ପାଟଣାଗଡ଼ ବ୍ଲକ ଧାଉଁରାଦାଦର ବ୍ଲକରେ ଏପରି…

ଲକ୍-ଡାଉନରେ କାଲିଠାରୁ ଏହି ଦାମରେ ସୁନା ବିକିବେ ସରକାର!

ଦିନକୁ ଦିନ ସୁନା ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି । ଯଦି ଆପଣକ୍କ୍-ଡାଉନରେ ଘରେ ବସି ସୁନା କିଣିବାକୁ ଚାହୁଁଛନ୍ତି, ତେବେ ସରକାର ଆପଣଙ୍କ ପାଇଁ ଏକ ଖାସ୍ ଯୋଜନା ପ୍ରସ୍ତୁତ କରିଛନ୍ତି । ସରକାରଙ୍କ ପକ୍ଷରୁ FY…

ସିକ୍କିମ୍ ସୀମାରେ ଭାରତ-ଚୀନ୍ ସେନା ହାତାହାତି, ଉଭୟ ପକ୍ଷର ଅନେକ ଆହତ

ଗ୍ୟାଙ୍ଗଟକ୍, ୧୦ା୫: ସିକ୍କିମ୍ ସୀମାରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି । ଭାରତୀୟ ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉତ୍ତର ସିକ୍କିମ୍ ଅଞ୍ଚଳର ନାକୁଲା ସେକ୍ଟରରେ ଏପରି ଘଟଣା ଘଟିଛି । ଏପରିକି…